ରୁଷ-ୟୁକ୍ରେନ ସଙ୍କଟ: ତୁରନ୍ତ ଖାର୍କିଭ ଛାଡିବାକୁ ନାଗରିକଙ୍କୁ କହିଲା ଭାରତ

କିଭ,(ଓଡିଶା ଟାଇମ୍): ୟୁକ୍ରେନରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଖାର୍କିଭରେ ରହୁଥିବା ନାଗରିକଙ୍କ ପାଇଁ ଏକ ନୂତନ ପରାମର୍ଶ ଜାରି କରି ସେମାନଙ୍କୁ ତୁରନ୍ତ ସେହି ଅଂଚଳ ଛାଡି ଚାଲିଯିବାକୁ କହିଛି। ଭାରତୀୟମାନଙ୍କୁ ପେସୋଚିନ୍, ବାବାୟେ … Read More

ଋଷ ବିରୋଧରେ ଲଢିବାକୁ ବାହାରିଲେ ୭୦ ହଜାର ଜାପାନ ସ୍ୱେଚ୍ଛାସେବୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ଯୁଦ୍ଧ ପାଇଁ ସ୍ୱେଚ୍ଛାସେବୀମାନଙ୍କୁ ଡାକିବା ପରେ ଜାପାନର ଦଶ ହଜାର ଲୋକ ଏଥିରେ ଯୋଗଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଋଷ ସୈନ୍ୟଙ୍କ ବିରୋଧରେ ଲଢିବା ପାଇଁ ଦକ୍ଷିଣ-ପଶ୍ଚିମ ଜାପାନରେ ରହୁଥିବା ୩୯ ବର୍ଷିୟ ଅଫିସ୍ … Read More

ରାଜଧାନୀରୁ ୭ଲକ୍ଷର ଜାଲ୍‌ ନୋଟ୍‌ ସିଜ୍‌, ୨ ଗିରଫ

ଭୁବନେଶ୍ବର, (ଓଡ଼ିଶା ଟାଇମ୍): ରାଜଧାନୀରୁ ପୁଳା ପୁଳା ଜାଲ୍‌ ନୋଟ । ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରୁ ୭ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ ହୋଇଛି । ଡିସିପି ଉମାଶଙ୍କର ଦାଶ ଏନେଇ ସୂଚନା ଦେଇଛନ୍ତି । ଖବର ଅନୁଯାୟୀ, ଜାଲ୍‌ … Read More

ରାଜଧାନୀ ଭୁବନେଶ୍ୱରରୁ ୧୨ କୋଟି ଟଙ୍କାର ସୁନା ଜବତ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜଧାନୀ ଭୁବେନଶ୍ୱରରୁ ଆଜି ୧୨ କୋଟି ଟଙ୍କାର ସୁନା କରିଛି ଜିଆରପି । ମୁମ୍ବାଇରୁ କୋଣାର୍କ ଏକ୍ସପ୍ରେସରେ ଆସିଥିବା ୩୨ କେଜି ସୁନା ଜବତ କରାଯାଇଛି । ସୁନା ଜବତ କରିବା ସହ ୪ ଜଣଙ୍କୁ ଅଟକ … Read More

ରାଜ୍ୟରେ ଆଉ ୬ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୮୫କୁ ବୃଦ୍ଧି … Read More

ୟୁକ୍ରେନ୍‌ରୁ ଫେରିଲେ ବସ୍ତର ଛାତ୍ରୀ ଶାଲିନୀ, କହିଲେ -ପ୍ରତି ମିନିଟ୍‌ରେ ଶୁଣାଯାଉଥିଲା ଆତଙ୍କର ଶବ୍ଦ…

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ବସ୍ତରଙ୍କ ପାଇଁ ଏକ ଖୁସି ଖବର । ଯୁଦ୍ଧ ଫାଶରେ ପଡ଼ିଥିବା ଛାତ୍ରୀ ଶାଲିନୀ ଶିବହରେ ସୁରକ୍ଷିତ ଭାବରେ ୟୁକ୍ରେନ ଛାଡିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସେ ବସ୍ତରରେ ପହଞ୍ଚିବା ମାତ୍ରେ … Read More

ସୋଆର ନୂତନ ଚାନ୍ସଲର ହେଲେ ପ୍ରଫେସର ଦେବୀ ପ୍ରସାଦ ରାୟ

ଭୁବନେଶ୍ବର, (ଓଡିଶା ଟାଇମ୍): ବିଶିଷ୍ଟ  କୃଷି  ବିଜ୍ଞାନୀ ପ୍ରଫେସର (ଡ଼ଃ ) ଦେବୀ ପ୍ରସାଦ ରାୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ଡିମ୍ଡ  ବିଶ୍ୱବିଦ୍ୟାଳୟର ନୂତନ ଚାନ୍ସଲର ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି l ସୋଆ ର ପ୍ରତିଷ୍ଠାତା … Read More

ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୧୪୩ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡ଼ିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୫୩୪୯ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ … Read More

ଆଜିଠୁ ପୌର ନିର୍ବାଚନ ନାମାଙ୍କନ : ୯ରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୪ରେ ପ୍ରତ୍ୟାହାର ସହ ପ୍ରକାଶ ପାଇବ ଚୂଡାନ୍ତ ତାଲିକା

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜିଠୁ ପୌର ନିର୍ବାଚନ ନାମାଙ୍କନ । ରାଜ୍ୟର ୧୦୬ଟି ପୌରସଂସ୍ଥା ଓ ୩ ଟି ମହାନଗର ନିଗମରେ ନିର୍ବାଚନ ନେଇ ଆଜିଠୁ ନାମାଙ୍କନ ଆରମ୍ଭ ହେବ । ମହାନଗର ନିଗମ, ପୌରପାଳିକା ଓ ଏନ୍ ଏସିର ମେୟର, … Read More

ରୁଷରେ ମନିଟାଇଜେସନ ବନ୍ଦକଲା ଗୁଗଲ !

ଭୁବନେଶ୍ବର, (ଓଡିଶା ଟାଇମ୍): ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ଭିତରେ ସର୍ବଶ୍ରେଷ୍ଠ ସୋସିଆଲ ମିଡିଆ ଗୁଗଲ ତାର ମନିଟାଇଜେସନ ବନ୍ଦ କରିଥିବା ସୂଚନା ମିଳିଛି । ଗୁଗଲ ଏହାର ସମସ୍ତ ପ୍ଲାଟଫର୍ମରେ ବିଜ୍ଞାପନ ସହିତ ବିଷୟବସ୍ତୁ ଗୁଡ଼ିକୁ ମନିଟାଇଜ … Read More