ପୌର ଭୋଟ : ଆଜି ନାମାଙ୍କନ ଦାଖଲର ଚତୁର୍ଥ ଦିନ, ଟିକେଟ୍ ହାତେଇବା ପାଇଁ ଲବି ଜୋରଦାର

ଭୁବନେଶ୍ବର, (ଓଡିଶା ଟାଇମ୍): ପୌର ନିର୍ବାଚନକୁ ନେଇ କମ୍ପୁଛି ରାଜଧାନୀ। ନୋମିନେସନ୍ ଫାଇଲ୍ କରୁଛନ୍ତି ଜଣେ ପରେ ଜଣେ ପ୍ରାର୍ଥୀ। ପୌର ନିର୍ବାଚନ ପାଇଁ ନାମାଙ୍କନ ଦଖଲର ଆଜି ତୃତୀୟ ଦିନ । ୨ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ପ୍ରାର୍ଥୀମାନେ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ମନ ଚାହୁଁ ନ ଥିଲେ ମଧ୍ୟ ସମୟ ଓ ପରିସ୍ଥିତିକୁ ନେଇ କୌଣସି ଆଲୋଚନାରେ ସହକର୍ମୀ କିମ୍ବା ବନ୍ଧୁଙ୍କ ସହ ବିତର୍କ ସୃଷ୍ଟି ହୋଇପାରେ । ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଆଇନ ଅଦାଲତ ତଥା ପ୍ରଶାସନ କ୍ଷେତ୍ରରେ … Read More

ୟୁକ୍ରେନ ସଙ୍କଟ: ୪ଟି ବିମାନରେ ଫେରିଲେ ୭୯୮ ଭାରତୀୟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରୁଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବା ବେଳେ ଭାରତୀୟଙ୍କୁ ଫେରାଇ ଆଣିବାକୁ ‘ଅପରେସନ୍ ଗଙ୍ଗା’କୁ ଜୋର ଦିଆଯାଇଛି । ଏହାରି ମଧ୍ୟରେ ବାୟୁ ସେନାର ୪ଟି ବିମାନରେ ସ୍ୱଦେଶ ଫେରିଛନ୍ତି ୭୯୮ ଭାରତୀୟ । … Read More

ୟୁକ୍ରେନରେ କୌଣସି ଭାରତୀୟ ଛାତ୍ର ପଣବନ୍ଦୀ ନାହାନ୍ତି : ବିଦେଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ୟୁକ୍ରେନରେ କୌଣସି ଭାରତୀୟ ଛାତ୍ରଙ୍କୁ ପଣବନ୍ଦୀ କରି ରଖାଯାଇନାହିଁ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହା ସ୍ପଷ୍ଟ କରିଛି । ୟୁକ୍ରେନରେ ଭାରତୀୟ ଛାତ୍ର-  ଛାତ୍ରୀମାନଙ୍କୁ ପଣବନ୍ଦୀ କରି ରଖାଯାଇଥିବା ସଂକ୍ରାନ୍ତ ଗଣମାଧ୍ୟମରଖବର ଉପରେ ପ୍ରତିକ୍ରିୟା ଦେଇ ବୈଦେଶିକ … Read More

୧୭୮ କୋଟି ୧୪ ଲକ୍ଷ ଟପିଲା ସାର୍ବଜନୀନ ଟିକାକରଣ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ ସାର୍ବଜନୀନ ଟିକାକରଣ ଅଭିଯାନ ୧୭୮ କୋଟି ଅତିକ୍ରମ କରିଛି । ଗୁରୁବାର ଅପରାହ୍ନ ସୁଦ୍ଧା ୧୭୮ କୋଟି ୧୪ ଲକ୍ଷରୁ ଅଧିକ ପାନ କରୋନା ଟିକା ଦିଆଯାଇଛି । କେବଳ ଆଜି ଅପରାହ୍ନ ସୁଦ୍ଧା ୨୧ … Read More

ଭୂକମ୍ପରେ ଥରିଲା କଳାହାଣ୍ଡି ଓ ନବରଙ୍ଗପୁର, ରିକ୍ଟର ସ୍କେଲ୍‌ରେ ତିବ୍ରତା ୩.୫

କଳାହାଣ୍ଡି/ନବରଙ୍ଗପୁର (ଓଡ଼ିଶା ଟାଇମ୍): କଳାହାଣ୍ଡି ଓ ନବରଙ୍ଗପୁରରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲ୍‌ରେ ଭୂକମ୍ପର ତିବ୍ରତା ୩.୫ ରେକର୍ଡ କରାଯାଇଛି । ୬ ରୁ ୭ ସେକେଣ୍ଡ ଯାଏଁ ଭୂପୃଷ୍ଠ ଥରିଥିବା ସୂଚନା ମିଳିଛି। ଖବର ଅନୁଯାୟୀ, … Read More

ପରଦାକୁ ଆସିବ ରୋମାଣ୍ଟିକ୍‌ ପ୍ରେମ କାହାଣୀ ‘ମନ ମୋର କାଗଜ ଗୁଡ଼ି’, ୪ରେ ଶୁଭମୁକ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍): ପରଦାକୁ ଆସିବ ମନ ମୋର କାଗଜ ଗୁଡି ।  ସୁମିତ୍ରା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନର ନିବେଦିତ ବହୁ ପ୍ରତିକ୍ଷୀତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ମନ ମୋର କାଗଜ ଗୁଡ଼ି’ ଆସନ୍ତା ମାର୍ଚ୍ଚ ୪ରେ ମୁକ୍ତିଲାଭ କରିବାକୁ ଯାଉଛି । … Read More

ଶେଷରେ ମାନିଲେ ପୁଟିନ, ଯୁଦ୍ଧରେ ମରିଛନ୍ତି ୪୯୮ ଋଷ ସୈନ୍ୟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢେଇ ଜାରି ରହିଛି । ଉଭୟ ଦେଶର ଶହଶହ ଯବାନ ପ୍ରାଣ ହରାଇଛନ୍ତି । ପୂର୍ବରୁ କିଛି କ୍ଷୟକ୍ଷତି ହୋଇନଥିବା ଋଷ ଏବେ ନିଜର ସୈନ୍ୟଙ୍କୁ ନେଇ ବଡ ପ୍ରତିକ୍ରିୟା … Read More

ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୧୩୮ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୫୪୮୭ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ କୌଣସି ଘଟଣାକୁ ନେଇ ଆଜି ଆପଣଙ୍କ ମନ ଅଶାନ୍ତ ରହିପାରେ । ଅଫିସ୍‌ରେ ସାଧାରଣ କଥାକୁ କେନ୍ଦ୍ର କରି ଅଧସ୍ତନ କର୍ମଚାରୀ ସମସ୍ୟାକୁ ବୃଦ୍ଧି କରିପାରନ୍ତି । ଭୋଗବିଳାସ, ସାମାଜିକ ସମ୍ମାନ ଓ ବନ୍ଧୁ ସମ୍ପର୍କକୁ ପ୍ରାଧାନ୍ୟ ଦେଇ କାମ … Read More