୨୧ରେ ବିଜେପୁର ଉପ ନିର୍ବାଚନ

ଭୁବନେଶ୍ଵର, (ଓଟି): ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଅକ୍ଟୋବର ୨୧ତାରିଖକୁ ଭୋଟ୍‌ ଗ୍ରହଣ ତାରିଖ ଭାବେ ପ୍ରକାଶ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଅକ୍ଟୋବର ୨୪ରେ ଗଣତି ହେବ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, … Read More

ମୁଖ୍ୟମନ୍ତ୍ରୀଙ୍କ ଚିଠି: ପାରାକ୍ଵାଟ୍‌ ନିଷିଦ୍ଧ କର

ଭୁବନେଶ୍ଵର, (ଓଟି): ତୃଣନାଶକ ପାରାକ୍ଵାଟ୍‌କୁ ନିଷିଦ୍ଧ କରିବା ଲାଗି ବିଭିନ୍ନ ମହଲରେ ଦାବି କରାଯାଇଛି। କିଛିଦିନ ତଳେ ଭିଏସ୍‌ଏସ୍‌ ମେଡିକାଲ୍‌ କଲେଜ୍‌ ଓ ହସ୍‌ପିଟାଲ୍‌ର କିଛି ଡାକ୍ତର ଏନେଇ ରାଜ୍ୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଶୁକ୍ରବାର  ଭୁବନେଶତ୍ଵର କୋର୍ଟର … Read More

ଜୁଲାଇରେ ୧.୮ ଲକ୍ଷ ନୂଆ ମୋବାଇଲ୍‍ ଗ୍ରାହକ, ଓଡ଼ିଶାରେ ପସନ୍ଦର ଶୀର୍ଷରେ ଜିଓ

ଭୁବନେଶ୍ୱର, (ଓଟି): ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ପ୍ରତିଷ୍ଠିତ କରିଛି । ରାଜ୍ୟରେ ନୂଆ ମୋବାଇଲ୍‍ ଗ୍ରାହକଙ୍କ ସଂଖ୍ୟା ଯେତିକି ବଢ଼ୁଛି ତାହାର ଦୁଇଗୁଣା ହିସାବରେ ଜିଓ ନିଜର କାୟା ବିସ୍ତାର କରୁଛି । … Read More

୨୨ରେ ଓଡ଼ିଶା ଯୁବ ସମ୍ମାନ ୨୦୧୯: ସମ୍ମାନିତ ହେବେ ୧୬ଯୁବ ପ୍ରତିଭା

  ଭୁବନେଶ୍ବର(ଓଟି): ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରି ସମାଜ ପାଇଁ ନୂଆ ଉଦାହରଣ ସୃଷ୍ଟି କରିଥିବା ଓଡ଼ିଶାର ୧୬ ଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରିବ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ। ସବୁଠାରୁ ବଡ଼ କଥା ହେଲା … Read More

ପୁଣି ସ୍ଵପ୍ନ: ଭୁବନେଶ୍ଵର ରେଳଷ୍ଟେସନ୍‌ ପାଇଁ ଚୁକ୍ତି ସ୍ଵାକ୍ଷର

ଭୁବନେଶ୍ଵର, ଓଟି): ଭୁବନେଶ୍ଵର ରେଳଷ୍ଟେସନ୍‌ ବିକାଶ ପାଇଁ ପୁଣି ସ୍ଵପ୍ନ ଦେଖାଯାଇଛି ରାଜ୍ୟବାସୀଙ୍କୁ । ଏଥର ରାଜ୍ୟ ସରକାରଙ୍କ ଦ୍ଵାରା ନୁହେଁ ବରଂ କେନ୍ଦ୍ର ସରକାରଙ୍କ ଅଧୀନରେ ଆୟୋଜିତ ଏକ ଚୁକ୍ତି ସ୍ଵାକ୍ଷର ବୈଠକରେ ଏହି ସ୍ଵପ୍ନ ଦେଖାଯାଇଛି। ଏହାକୁ ରାଜ୍ୟ … Read More

ଆଶୀର୍ବାଦ ବେହେରା ଗିରଫ

ଭୁବନେଶ୍ଵର, (ଓଟି):  ତତ୍ତ୍ଵ ଚିଟ୍‌ଫଣ୍ଡ ମାମଲାରେ ଗିରଫ ହୋଇଛନ୍ତି ଓଡ଼ିଶା କ୍ରିକେଟ୍‌ ଏକାଡେମୀର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା। ଓଡ଼ିଶା ପଅିମିୟର ଲିଗ୍‌ ଆୟୋଜନ ସମୟରେ ଅର୍ଥତତ୍ତ୍ଵ ଗ୍ରୁପ୍‌ରୁ ସେ ବେଆଇନ ଅର୍ଥ ଆଣିଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ସିବିଆଇ … Read More

ଦେଶବ୍ୟାପୀ ଲାଗୁ ହୋଇପାରେ ଏନ୍‌ଆର୍‌ସି

ଭୁବନେଶ୍ଵର, (ଓଟି): ଭାରତରେ ଅନୁପ୍ରବେଶକାରୀଙ୍କୁ ରୋକିବା ତଥା ସେମାନଙ୍କ ବେଆଇନ ବସତି ସ୍ଥାପନ  ବ୍ୟବସ୍ଥା ପ୍ରତି ସରକାର ଅଧିକ କଡ଼ା ହୋଇଛନ୍ତି। ଏହିକ୍ରମରେ ଦେଶବ୍ୟାପୀ ଜାତୀୟ ନାଗରିକ ପଞ୍ଜିକରଣ ବ୍ୟବସ୍ଥା ଆପଣାଯିବା ସମ୍ଭାବନା ରହିଛି। ‘ଯଦି ଆମେରିକା, ବ୍ରିଟେନ୍‌, ଋଷିଆ ପ୍ରଭୃତି … Read More

ଅଯୋଧ୍ୟା ମାମଲା: ଗୋଗଇ ଦେଇପାରନ୍ତି ରାୟ

ଭୁବନେଶ୍ଵର, (ଓଟି) ସୁପ୍ରିମ୍‌କୋର୍ଟଙ୍କ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଅଯୋଧ୍ୟା ବିବାଦର ଅନ୍ତିମ ରାୟ ଦେଇପାରନ୍ତି। ଆସନ୍ତା ନଭେମ୍ବରରେ ସେ ଅବସର ନେଉଥିବାରୁ ଏହି ସମ୍ଭାବନା ପ୍ରକାଶ ପାଇଛି। ଏହାଛଡ଼ା ମାମଲାର ଶୁଣାଣିକୁ ଦୈନନ୍ଦିନ ଭିତ୍ତିରେ ଶେଷ କରି ଅକ୍ଟୋବର ୧୮ … Read More

ବିଜେପୁର ବିଗୁଲ: ସୁବାସ ଚୌହାନଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ

ଭୁବନେଶ୍ଵର, (ଓଟି): ନିର୍ବାଚନ ସମୟରେ ବିଜେଡିରେ ଯୋଗ ଦେଇଥିବା ବିଜେଡି ନେତା ସୁବାସ ଚୌହାନଙ୍କୁ ନୂୖଆ ଦାୟିତ୍ଵ ଦେଇଛନ୍ତି ସରକାର। ଏହି ଦାୟିତ୍ଵ ଅନୁସାରେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ହେବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏଥିନେଇ ସ୍ପଷ୍ଟ ସୂଚନା … Read More

ବିଜେଡି ବଜାଇଲା ବିଜେପୁର ନିର୍ବାଚନ ବିଗୁଲ୍‌

ଭୁବନେଶ୍ଵର, (ଓଟି): ବିଜୁ ଜନତାଦଳ ପକ୍ଷରୁ ବିଜେପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଘୋଷଣା କରାଯାଇଛି। ଏକ ସ୍ଵତନ୍ତ୍ର ଟିମ୍‌ ଘୋଷଣା କରି ସେଠାରେ ପରିସ୍ଥିତି ଯାଞ୍ଚ ଏବଂ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ବରିଷ୍ଠ ନେତାମାନଙ୍କୁ ନେଇ ଏକ କମିଟି ଘୋଷଣା … Read More