ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା … Read More

ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୦୫ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍):  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୯୫୭ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କିତ ବାଦାନୁବାଦ ହେତୁ ମନ ବିରକ୍ତିକର ଲାଗିବ । କର୍ମକ୍ଷେତ୍ରରେ ବହୁତ ଦିନରୁ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହୋଇଯିବ । ପରିସ୍ଥିତି ପ୍ରତି ଦୃଷ୍ଟି ରହିଯାଇଥିବା ସବୁ କାମ ସୁବିଧାରେ ହୋଇଯିବ । … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଆଜି କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡିପାରେ । ସମ୍ପର୍କୀୟମାନେ ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ । ପାରିବାରିକ କ୍ଷେତ୍ରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ଅନୁତାପ କରିବାକୁ ପଡିବ । ଶୁଭ ରଙ୍ଗ … Read More

ବୁଧବାରଠୁ ହେବ ୧୨ରୁ ୧୪ ବର୍ଷ ଶିଶୁଙ୍କ ଟିକାକରଣ

ଭୁବନେଶ୍ବର, (ଓଡିଶା ଟାଇମ୍): ବୁଧବାରଠୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟିକାକରଣ । ଯେଉଁମାନଙ୍କର ୨୦୧୫ ମାର୍ଚ୍ଚ ୧୦ ପୂର୍ବରୁ ଜନ୍ମ ହୋଇଛନ୍ତି। ସେମାନଙ୍କୁ କୋଭିଡ ଟିକା ଦିଆଯିବ। ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟୀକା ଦିଆଯାଉଥିଲା । … Read More

ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳି ବିନିମୟ ; ଜଣେ ଆତଙ୍କବାଦୀ ନିହତ

ଜମ୍ମୁ, (ଓଡିଶା ଟାଇମ୍): ଜମ୍ମୁ-କାଶ୍ମୀରର ଅବନ୍ତିପୋରା ଜିଲାର ଚାରମୁ ଅଞ୍ଚଳରେ ମଙ୍ଗଳବାର ସକାଳେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଥିବା  ଖବର ପାଇ ସୁରକ୍ଷାକର୍ମୀ ଓ ପୁଲିସ … Read More

ୟୁକ୍ରେନ୍‌-ରୁଷ ଯୁଦ୍ଧରେ ଗଲାଣି ୧୭୬୧ ସାଧାରଣ ଲୋକଙ୍କ ଜୀବନ: ଜାତିସଂଘ

କିଭ୍,(ଓଡିଶା ଟାଇମ୍):  ଜାରି ରହିଛି ରୁଷିଆ-ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧରେ ୧୭୬୧ ସାଧାରଣ ଲୋକ ମୃତାହତ ହୋଇଛନ୍ତି । ୧୭୬୧ ସାଧାରଣ ନାଗରିକ ମୃତାହତ ହୋଇଥିବା ନେଇ ଜାତିସଂଘ ସୂଚନା ଦେଇଛି । ଜାତିସଂଘର … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ହଜାରରୁ ଅଧିକ କରୋନା ପଜିଟିଭ୍, ୯୭ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ।  ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ … Read More

ରୁଷ ବିରୋଧରେ ୟୁକ୍ରେନକୁ ସହାୟତା କରିବ ଆମେରିକା

କିଭ୍,(ଓଡିଶା ଟାଇମ୍): ଥମୁନି ୟୁକ୍ରେନ୍‌-ରୁଷ ଯୁଦ୍ଧ । ଆଜି ୨୦ ଦିନରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଲଢ଼େଇ ଜରିରହିଛି । ଏହାରି ଭିତରେ ଆମେରିକା ୟୁକ୍ରେନକୁ ସହାୟତା କରିବା ନେଇ ଘୋଷଣା କରିଛି । ପୂର୍ବରୁ ଆମେରିକା ୟୁକ୍ରେନକୁ ସହାୟତା … Read More

ଉତ୍କଳ ବିଶ୍ଵ ବିଦ୍ୟାଳୟରେ ୩ ଦିନିଆ ଆନ୍ତଃବିଶ୍ଵବିଦ୍ୟାଳୟ ସାହିତ୍ୟ ଏବଂ ସାଂସ୍କୃତିକ ପ୍ରତିଯୋଗିତା

ଭୁବନେଶ୍ବର, (ଓଡିଶା ଟାଇମ୍): ମଙ୍ଗଳବାରଠୁ ଉତ୍ତର ବିଶ୍ଵ ବିଦ୍ୟାଳୟରେ ଆରମ୍ଭ ହେବାକୁ ଯାଉଛି ତିନି ଦିନିଆ ରାଜ୍ୟସ୍ତରୀୟ ଆନ୍ତଃବିଶ୍ଵ ବିଦ୍ୟାଳୟ ସାହିତ୍ୟ ଏବଂ ସାଂସ୍କୃତିକ ପ୍ରତିଯୋଗିତା। ଏହି ମେଗା କାର୍ଯ୍ୟକ୍ରମରେ ୧୪ ବିଶ୍ଵ ବିଦ୍ୟାଳୟ ଏବଂ ୨ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନର ଛାତ୍ର-ଛାତ୍ର … Read More