ଭାରତରେ ପହଁଚିଲା ଏମବିବିଏସ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତଦେହ

କିଭ,( ଓଡିଶା ଟାଇମ୍): ଭାରତରେ ପହଁଚିଲା ନବୀନଙ୍କ ମୃତଦେହ । ଖାର୍‌କିଭ୍‌ ସହରରେ ରୁଷ-ୟୁକ୍ରେନ୍‌ ସେନାର ଯୁଦ୍ଧ ସମୟରେ ପ୍ରାଣ ହରାଇଥିବା ଭାରତର ଏମ୍‌ବିବିଏସ୍‌ ଛାତ୍ର ନବୀନ ଶେଖରପ୍ପାଙ୍କ ପାର୍ଥିବ ଶରୀର ସୋମବାର ଭୋରରୁ ବେଙ୍ଗାଲୁରୁରେ ପହଞ୍ଚିଛି । ନବୀନଙ୍କ ପିତା … Read More

ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୪୦ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୧୯୩ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଗଠନମୂଳକ ପରାମର୍ଶ ବନ୍ଧୁ ହିତୈଷୀମାନଙ୍କ ଠାରୁ ପାଇବେ । ଦିନଚର୍ଯ୍ୟାରେ ଶୃଙ୍ଖଳା, ବିବାଦୀୟ କ୍ଷେତ୍ରରେ ପ୍ରଶଂସା, ଧର୍ମ ଶାସ୍ତ୍ରାଦି ଅଧ୍ୟୟନ, କାମନାପୂରଣ, ଭାତୃ ସୁଖ ସହ-ଯୋଗ, ରାଜନୀତି କ୍ଷେତ୍ରରେ ଲୋକ ସମର୍ଥନ ଅଧିକ ଲାଭ କରିବେ । ଶୁଭ ରଙ୍ଗ … Read More

ପଖାଳ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ହେଉଛି ପଖାଳ ଦିବସ । ଗାଁ ଠାଣୁ ସହର ସବୁଠି ଅତି ଆନନ୍ଦର ସହ ପାଳନ ହେଉଛି ଏହି ପଖାଳ ଦିବସ । ପଖାଳ ଦିବସ ଅବସରରେ ସବୁଠୁ ଜମୁଛି ପଖାଳ ଖିଆର ମଜା । … Read More

ଋଷିଆ ବିରୋଧରେ କଟକଣା ଜାରି କଲା ୟୁକ୍ରେନ, ଦେଶରେ ନିଷିଦ୍ଧ ହେଲେ ୧୧ ଋଷ ରାଜନୈତିକ ସଙ୍ଗଠନ

କିଭ୍,(ଓଡିଶା ଟାଇମ୍): ୟୁକ୍ରେନ ବିରୋଧରେ ଋଷିଆର ଯୁଦ୍ଧ ଏବେ ୨୫ଦିନରେ ପହଞ୍ଚିଛି। ତେବେ ଏପର୍ଯ୍ୟନ୍ତ ୟୁକ୍ରେନ ନଇଁ ନଥିବା ବେଳେ ରାଷ୍ଟ୍ରପତି ଭୋଲଦେମୀର ଜେଲଂସ୍କି ରବିବାର ଋଷିଆ ବିରୋଧରେ ରାଜନୈତିକ କଟକଣା ଜାରି କରିଛନ୍ତି। ଏଥିରେ ଦେଶରେ ଋଷ ସମ୍ପର୍କିତ ୧୧ … Read More

ପାକିସ୍ତାନରେ ବଡ଼ଧରଣର ବିସ୍ଫୋରଣ

ଇସଲାମାବାଦ, (ଓଡିଶା  ଟାଇମ୍): ପାକିସ୍ତାନର ଉତ୍ତର ସିଆଲକୋଟ ସହରରେ ଏକ ବଡ଼ ବିସ୍ଫୋରଣ ଘଟିଛି । ଜାତୀୟ ଗଣମାଧ୍ୟମରେ ଏନେଇ ସୂଚନା ଦିଆଯାଇଛି । ଗଣମାଧ୍ୟମର ସୂଚନା ଅନୁସାରେ ବିସ୍ଫୋରଣର ଶବ୍ଦ ଏତେ ଜୋରରେ ଥିଲା ଯେ ପଞ୍ଜାବ ପ୍ରଦେଶର କ୍ୟାଣ୍ଟନମେଣ୍ଟ … Read More

ୟୁକ୍ରେନ୍‌ ଉପରେ ଘନଘନ ଆକ୍ରମଣ କରୁଛି ରୁଷ, କିଭ୍‌ରେ ୨୨୮ ଜଣ ଲୋକଙ୍କ ମୃତ୍ୟୁ

କିଭ୍,(ଓଡିଶା ଟାଇମ୍): ଥମୁନି ୟୁକ୍ରେନ୍‌-ରୁଷ ଯୁଦ୍ଧ  । ଆଜି ଯୁଦ୍ଧର ୨୫ ଦିନରେ ଦୁଇ ଦେଶଙ୍କ ମଧ୍ୟରେ ଲଢ଼େଇ ଜାରି ରହିଛି ।  ୟୁକ୍ରେନ ଉପରେ ଏବେ ବି ରୁଷ କରୁଛି ଘନଘନ ଆକ୍ରମଣ । ରୁଷିଆ ସେନା ପକ୍ଷରୁ ୟୁକ୍ରେନର … Read More

ପୁଣି ଅଶାନ୍ତ ବାଣୀବିହାର କ୍ୟାମ୍ପସ, ହଷ୍ଟେଲ୍‌ ଆଗରେ ଦାମୀ ଗାଡି ପୋଡିଦେଲେ ଦୁର୍ବୃତ୍ତ

ଭୁବନେଶ୍ବର, (ଓଡ଼ିଶା ଟାଇମ୍): ପୁଣି ଅଶାନ୍ତ ବାଣୀ ବିହାର କ୍ୟାମ୍ପସ୍। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଏହାପରେ ଗାଡି ପୋଡିଦେଲେ ଦୁର୍ବୁତ୍ତ । ଗାଡ଼ି ପୋଡ଼ାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧ ହଜାରରୁ ଅଧିକ କରୋନା ପଜିଟିଭ୍, ୧୨୭ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ।  ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବ୍ରେକ୍ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ … Read More

ପୁଟିନଙ୍କୁ ଜେଲେନସ୍କିଙ୍କ ଚେତାବନୀ, କହିଲେ ଦେବାକୁ ପଡ଼ିବ ଯୁଦ୍ଧର ମୂଲ୍ୟ

କିଭ୍,(ଓଡିଶା ଟାଇମ୍): ଗତ ୨୪ ଦିନ ହେଲା ଲାଗି ରହିଛି ରୁଷ-ୟୁକ୍ରେନ୍ ମଧ୍ୟରେ ଲଢ଼େଇ । ଦୁଇ ଦେଶ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଛି । ଏହାରି ଭିତରେ ଅନେକ ସୈନିକଙ୍କ ମୃତ୍ୟୁ ହୋଇସାରିଲାଣି । ଅନେକ ସାଧାରଣ ଲୋକଙ୍କ … Read More