ଭୋଟ ଦେଲେ ଭୁବନେଶ୍ୱର ମେୟର ପ୍ରାର୍ଥୀ ସୁଲୋଚନା ଦାସ

ଭୁବନେଶ୍ବର, (ଓଡିଶା ଟାଇମ୍): ଭୋଟ ଦେଲେ ସୁଲୋଚନା ଦାସ । ପୌର ନିର୍ବାଚନ ପାଇଁ ନିଜର ମତ ସାବ୍ୟସ୍ତ କରିଛନ୍ତି ଏହି ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ।  ଭୁବନେଶ୍ୱର ନୟାପଲ୍ଲୀ ନୂଆସାହିର ଗୋପବନ୍ଧୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ  ୩୯ … Read More

ମଧ୍ୟାହ୍ନ ୧୨ଟା ସୁଦ୍ଧା ୩୨ ପ୍ରତିଶତ ପୋଲିଂ, ସୁରୁଖୁରୁରେ ଚାଲିଛି ମତଦାନ

ଭୁବନେଶ୍ବର, (ଓଡିଶା ଟାଇମ୍): ଜାରି ରହିଛି ପୌର ଭୋଟ । ମଧ୍ୟାହ୍ନ ୧୨ଟା ସୁଦ୍ଧା ୩୨ ପ୍ରତିଶତ ପୋଲିଂ ହୋଇଛି । ବେଶ୍‌ ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳା ସହ ଭୋଟଦାନ ଜାରି ରହିଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ … Read More

ୟୁକ୍ରେନ ଯୁଦ୍ଧ ଭୂମିରେ ଖବର ସଂଗ୍ରହ କରୁଥିବାବେଳେ ଋଷ ସାମ୍ବାଦିକଙ୍କୁ ହତ୍ୟା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଯୁଦ୍ଧ ଭୂମିରେ ଖବର ସଂଗ୍ରହ କରୁଥିବାବେଳେ ଚାଲିଗଲା ସାମ୍ୱାଦିକଙ୍କ ଜୀବନ । ଅନୁସନ୍ଧାନକାରୀ ସମ୍ବାଦପତ୍ର ପାଇଁ ଜଣେ ଋଷର ସାମ୍ବାଦିକ ୟୁକ୍ରେନ ରାଜଧାନୀରେ ଏକ ଆବାସିକ ପଡ଼ିଆରେ ସୈନ୍ୟଙ୍କ ଗୁଳିରେ ତାଙ୍କ ଜୀବନ ଚାଲିଯାଇଛି । ବୁଧବାର … Read More

ଇଭିଏମ୍‌ ତ୍ରୁଟି, ମତଦାନ ବିଳମ୍ବ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଆରମ୍ଭ ହୋଇଛି ପୌର ନିର୍ବାଚନ । ହେଲେ ବଭିନ୍ନ ବୁଥରେ ମତଦାନ ଆରମ୍ଭରୁ ଇଭିଏକ୍‌ ତ୍ରୁଟି ଦେଖାଦେଇଛି । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ବୁଥରେ ଇଭିଏମ୍‌ ତ୍ରୁଟି ଦେଖିବାକୁ ମିଳିଛି । ଫଳରେ ଭୋଟର ମାନେ … Read More

ଆମେରିକାକୁ ରୁଷର କଡ଼ା ଧମକ, ପରମାଣୁ ଯୁଦ୍ଧ ପାଇଁ ଦେଲା ଚେତାବନୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍):  ଚାରି ଦିନିଆ ୟୁରୋପ ଗସ୍ତରେ ଅଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ । ୟୁରୋପରେ ବାଇଡେନ୍‌ ୟୁକ୍ରେନରେ ଉପରେ ରୁଷର ଆକ୍ରମଣକୁ ନେଇ ଆଲୋଚନା କରିବେ । ଗତକାଲି ୟୁରୋପ ଗସ୍ତ ସମୟରେ ବାଇଡେନ୍‌ ଗଣମାଧ୍ୟମକୁ  ଏନେଇ … Read More

ଚାଲିଚାଲି ଯାଇ ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଏମସିର ୫୩ ନଂ ୱାର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭୋଟ୍‌ କେନ୍ଦ୍ରକୁ ପାଦରେ ଚାଲିଚାଲି ଯାଇ ନିଜର ମତାଧିକାର ସାବ୍ୟସ୍ତ … Read More

ହରିରାଜପୁର ପଞ୍ଚୁଦୋଳ ମେଳଣ ଆରମ୍ଭ, ପାରମ୍ପରିକ ବାଦ୍ୟ ସହ ଆତସବାଜିରେ କମ୍ପିଲା ଗଗନପବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ମେଳଣ ଆରମ୍ଭ। ପୁରୀ ଜିଲ୍ଲା ହରିରାଜପୁରରେ ଜାକ ଜମକରେ ଚାଲିଛି ଶ୍ରୀପଶ୍ଚିମାଶମ୍ଭୁ ସୋମନାଥଦେବଙ୍କ ପଞ୍ଚୁଦୋଳ ମେଳଣ । ମନ୍ଦିରରୁ ଥାଟ ପଟୁଆର ଧରି ମେଳଣ ପଡ଼ିଆକୁ ବାହାରିଛନ୍ତି ଠାକୁର ପଶ୍ଚିମାଶମ୍ଭୁ ସୋମନାଥ ଦେବ। … Read More

ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୩୮ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୩୨୩ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ପ୍ରଖର ମାନସିକତାରେ ଦୁରୂହ କାର୍ଯ୍ୟ ସମ୍ପାଦନ କରିବାରେ ସିଦ୍ଧିହସ୍ତ ହେବେ । ପ୍ରଚୁର ଅର୍ଥାଗମର ସୂଚନା ମିଳୁଛି । ସ୍ୱକୁଳ ପ୍ରଧାନ ହୋଇପାରନ୍ତି । ଶତ୍ରୁ ବିନାଶ କରି ଆଶ୍ୱସ୍ତ ହେବେ । ସୁସ୍ଥ ରହିବେ । ଶୁଭ ରଙ୍ଗ … Read More

ପଞ୍ଜାବ ସରକାରଙ୍କ ବଡ ଘୋଷଣା, ନିୟମିତ ହେବେ ୩୫ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ

ଚଣ୍ଡିଗଡ,( ଓଡିଶା ଟାଇମ୍):  ପଞ୍ଜାବରେ ଆମ୍ ଆଦମୀ ପାର୍ଟି କ୍ଷମତାକୁ ଆସିବା ପରେ ଆକ୍ସନ ମୋଡରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଭଗଓ୍ଵନ୍ତ ମାନ। ଗୋଟିଏ ପରେ ଗୋଟିଏ ବଡ ନିଷ୍ପତ୍ତି ନେଇ ଚାଲିଛନ୍ତି। ଏହି କ୍ରମରେ ମଙ୍ଗଳବାର ପଞ୍ଜାବ ସରକାର ୩୫  ହଜାର … Read More