ରାଜ୍ୟରେ କରୋନା ନେଲା ୬୮ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୭୬୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୪୨୬କୁ ବୃଦ୍ଧି … Read More

୨୪ ଘଣ୍ଟାରେ ବାହାରିଲେ ୭୬୧ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୭୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୧୬୯୮ ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ … Read More

ଆଜି ଅଗଷ୍ଟ ୨୩ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ପୁରୁଣା ଚିନ୍ତା ଭୁଲି ଆଗକୁ ବଢିବା ପାଇଁ ଭାବନ୍ତୁ । କାହାରିକୁ କୌଣସି କଥା ବୁଝାଇବାରେ ତ୍ରୁଟି ହୋଇପାରେ । କାରବାର ସମ୍ବନ୍ଧୀୟ ଯାତ୍ରାକରିବାକୁ ପଡିପାରେ । ଶୁଭ ରଙ୍ଗ ଆକାଶୀ । ଶୁଭ ଅଙ୍କ ୭ । ଚାଷୀ- … Read More

ଆଜି ଅଗଷ୍ଟ ୨୨ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ଯାତ୍ରା ସ୍ଥଗିତ ରଖିବାକୁ ପଡିବ । ସୁଖ-ସମ୍ମାନ ଲାଭକରିପାରନ୍ତି । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ଶୁଭ ରଙ୍ଗ ଲାଇଟ୍ ନୀଳ,ଧଳା … Read More

ସ୍କୁଲ ରୂପାନ୍ତରଣ କାର୍ଯ୍ୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କର ଉଚ୍ଚାକାଂକ୍ଷୀ ସ୍କୁଲ ରୂପାନ୍ତରଣ କାର୍ଯ୍ୟ। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ସଂପୂର୍ଣ୍ଣ। ପ୍ରଥମ ପର୍ଯ୍ୟାୟରେ ୧୦ଟି ରୂପାନ୍ତରିତ ସ୍କୁଲକୁ ଆଜି ଲୋକାର୍ପିତ କରିଛନ୍ତି … Read More

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା : ଡିଏଫଓଙ୍କୁ ୩ ଘଣ୍ଟା ମରାଥନ୍ ଜେରା କଲା କ୍ରାଇମବ୍ରାଞ୍ଚ

ଗଜପତି, (ଓଡିଶା ଟାଇମ୍): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି ଡିଏଫଓ ସଂଗ୍ରାମ କେଶରୀ ବେହେରା । ଡିଏଫଓଙ୍କୁ ୩ ଘଣ୍ଟା ଜେରା କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଜେରା ପରେ ଗଣମାଧ୍ୟମ ପ୍ରଶ୍ନକୁ ଏଡାଇ … Read More

ମାଆ ଓ ପୁଅଙ୍କ ହୃଦୟସ୍ପର୍ଶୀ ଫଟୋ ; ଡିଏସପି ପୁଅ – ଏଏସଆଇ ମାଆ ପରସ୍ପରକୁ କରୁଛନ୍ତି ସାଲ୍ୟୁଟ

ମୁମ୍ବାଇ, (ଓଡିଶା ଟାଇମ୍): ଗୁଜରାଟ ପୁଲିସରେ କାର୍ଯ୍ୟ କରୁଥିବା ଜଣେ ମାଆ ଓ ପୁଅଙ୍କ ହୃଦୟସ୍ପର୍ଶୀ ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ଗୁଜରାଟ ଜନସେବା ଆୟୋଗର ଅଧ୍ୟକ୍ଷ ଦୀନେଶ ଦସା ଟ୍ୱିଟରରେ ଏହି ଫଟୋ ପୋଷ୍ଟ କରିଛନ୍ତି। … Read More

କାବୁଲ ବିମାନବନ୍ଦର ନିକଟରୁ ଭାରତୀୟଙ୍କ ସମେତ ୧୫୦ଜଣଙ୍କୁ ଉଠାଇନେଲେ ତାଲିବାନୀ !

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନରେ ତାଲିବାନର ବର୍ବରତା ଜାରି । ସୂଚନାନୁସାରେ, ତାଲିବା ଆତଙ୍କୀମାନେ ଜୋର ଜବରଦସ୍ତ ୧୫୦ ଜଣଙ୍କୁ କାବୁଲ ବିମାନବନ୍ଦରରୁ ଉଠାଇ ନେଇଛନ୍ତି । ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ନାଗରିକ ରହିଛନ୍ତି । ଏମାନଙ୍କ ମଧ୍ୟରେ … Read More

ମାଷ୍ଟରକ୍ୟାଣ୍ଟିନ ଘୋଡାର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ

ଭୁବନେଶ୍ବର, (ଓଡିଶା ଟାଇମ୍): ମାଷ୍ଟରକ୍ୟାଣ୍ଟିନ୍ ଘୋଡ଼ାର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି । ଯେଉଁ ସ୍ଥାନରେ ଘୋଡ଼ା ଥିଲା ସେ ସ୍ଥାନରେ ରହିଛି । କିନ୍ତୁ ତାର ପାରିପାର୍ଶ୍ବିକ ପ୍ରତିମୂର୍ତ୍ତିଙ୍କୁ ଉଠାଯାଉଛି । ସେଠାରେ ବିଡିଏ, ସ୍ମାର୍ଟସିଟି ଲିମିଟେଡର ଅଧିକାରୀଙ୍କ ସହ … Read More

ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ; ଚୀନ୍‌ ସରକାରଙ୍କ ସମର୍ଥନ

ବେଜିଂ,(ଓଡିଶା ଟାଇମ୍): ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲକୁ ଚୀନ ସମର୍ଥନ କରିଥିବାବେଳେ ଦେଶବାସୀ ଏହାକୁ ସମାଲୋଚନା କରିଛନ୍ତି । ଇସଲାମିକ ଚରମପନ୍ଥୀ ନାମରେ ଆଫଗାନିସ୍ତାନରେ ଯୁଦ୍ଧ ଚଳାଇଥିବା ଏକ ସଂଗଠନକୁ ସମର୍ଥନ କରିବା ଠିକ୍ ନୁହେଁ ବୋଲି ଚୀନବାସୀ କହିଛନ୍ତି । … Read More