ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ଫଳାଫଳ ; ପାସ୍ ହାର ୮୦.୮୩ ପ୍ରତିଶତ

କଟକ, (ଓଡିଶା ଟାଇମ୍): ପ୍ରକାଶ ପାଇଲା ମାଟ୍ରିକ ଅଫଲାଇନ୍‌ ପରୀକ୍ଷା ରେଜଲ୍ଟ । www.bseodisha.ac.in ଓ୍ବେବ୍‌ସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ଅଛି । ମୋଟ ୮୦.୮୩ ପ୍ରତିଶତ ଛାତ୍ରଛାତ୍ରୀ ଅଫଲାଇନ ପରୀକ୍ଷାରେ ପାସ୍‌ କରିଥିବା ସୂଚନା ମିଳିଛି । ମୋଟ ୫୨୩୩ … Read More

କାବୁଲରେ ୟୁକ୍ରେନ ବିମାନ ହାଇଜ୍ୟାକ

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନ ରାଜଧାନୀ କାବୁଲରେ ୟୁକ୍ରେନର ଏକ ବିମାନକୁ ହାଇଜ୍ୟାକ କରାଯାଇଥିବା ସୂଚନା ମିଳିଛି। ଏହି ବିମାନ ୟୁକ୍ରେନ ନାଗରିକ ଉଦ୍ଧାର କରିବା ପାଇଁ ଆଫଗାନିସ୍ତାନ ଯାଇଥିଲା। ୟୁକ୍ରେନର ଡେପୁଟି ବୈଦେଶିକ ମନ୍ତ୍ରୀ ୟେବଗେନି ୟେନିନ ମଙ୍ଗଳବାର ଦିନ … Read More

ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ୍‌ ରେଜଲ୍ଟ

କଟକ, (ଓଡିଶା ଟାଇମ୍): ମଙ୍ଗଳବାର ବାହାରିବ ରେଜଲ୍ଟ । ଅପରାହ୍ନ ୪ଟାରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ। ଅନଲାଇନ୍ ମାର୍କିଂରେ ସନ୍ତୁଷ୍ଟ ନଥିବା ଛାତ୍ରଛାତ୍ରୀମାନେ ଅଫଲାଇନ୍‌ରେ ପରୀକ୍ଷା ଦେଇଥିଲା। ଏହି ଛାତ୍ରଛାତ୍ରୀମାନଙ୍କର ଆଜି ଅପରାହ୍ନରେ ପ୍ରକାଶ ପାଇବ ରେଜଲ୍ଟ । ମୋଟ୍ … Read More

କାଲିଠୁ ୩ ଦିନ ବର୍ଷିବ

ଭୁବନେଶ୍ବର, (ଓଡିଶା ଟାଇମ୍):ମୌସୁମୀ ପ୍ରବାହ ଏବେ ଓଡ଼ିଶା ଉପରେ ଦୁର୍ବଳ ଥିବା ସତ୍ତ୍ୱେ ଆସନ୍ତା କାଲିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିବ ବର୍ଷା।  ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟ ବର୍ଷା ହେବାକୁ ଥିବା ବେଳେ  କିଛି … Read More

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ନକ୍ସଲ ନିହତ

ମାଲକାନଗିରି, (ଓଡିଶା ଟାଇମ୍): ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ଏନକାଉଣ୍ଟର । ପୋଲିସ ଗୁଳିରେ ୨ ମାଓବାଦୀ ନିହତ । ମୃତ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ଏସିଏମ୍‌ କାବାସୀ ହୁଙ୍ଗା । ଅନ୍ୟ ଜଣଙ୍କ ପରିଚୟ ମିଳିପାରିନାହିଁ । କୋଣ୍ଟା ଥାନା … Read More

ଆଫଗାନିସ୍ତାନ ପ୍ରସଙ୍ଗ : ଗୁରୁବାର ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଫଗାନିସ୍ତାନ ପ୍ରସଙ୍ଗରେ ବିଚାରବିମର୍ଶ ପାଇଁ ଭାରତ ସରକାର ସର୍ବଦଳୀୟ ବୈଠକ ଡକାଇଛନ୍ତି। ଆସନ୍ତା ଗୁରୁବାର, ୨୬ତାରିଖରେ ସଂସଦର ମୁଖ୍ୟ କମିଟି ପ୍ରକୋଷ୍ଠରେ ଆୟୋଜିତ ଏହି ବୈଠକରେ ବିଶେଷ ଭାବେ ସାଂସଦମାନେ ଉପସ୍ଥିତ ରହିବେ। ଉକ୍ତ ସଂକଟ ନେଇ … Read More

୨୪ ଘଣ୍ଟାରେ ବାହାରିଲେ ୨୫ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ … Read More

ତାଲିବାନକୁ ଆର୍ଥିକ ସହାୟତା ଯୋଗାଇବ ଚୀନ

କାବୁଲ, (ଓଡିଶା ଟାଇମ୍):  ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ତାନରେ ସଂପ୍ରତି ପ୍ରତି ମୁହୂର୍ତ୍ତରେ ହତ୍ୟା, ଅତ୍ୟାଚାର, ଶୋଷଣ, ବିସ୍ଫୋରଣ ଭଳି ଘଟଣା ଘଟିଚାଲିଥିବାବେଳେ ଦେଶକୁ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଦଖଲ କରିଥିବା ତାଲିବାନ ଆତଙ୍କିଙ୍କ ପାଇଁ ଦେଶ ଚଳାଇବା ଏବେ କଷ୍ଟକର ହୋଇପଡିଛି। ଗଣତାନ୍ତ୍ରିକ … Read More

ଭିଜିଲାନ୍ସ ଜାଲରେ ସୁପରଭାଇଜର

ଭଦ୍ରକ, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ସୁପରଭାଇଜର । ଭଦ୍ରକ ସିଡିପିଓ କାର୍ଯ୍ୟାଳୟର ସୁପରଭାଇଜର ମଲ୍ଲିଲତା ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଉଛି । ବାସଭବନ ସମେତ ୪ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ଖବର ଅନୁଯାୟୀ, … Read More

ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୨୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା … Read More