୨୪ ଘଣ୍ଟାରେ ଦେଶରେ ବାହାରିଲେ ୪୫ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ  ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ … Read More

ରାଉରକେଲା ଗସ୍ତରେ ପୋଲିସ ଡିଜି

ଭୁବନେଶ୍ବର, (ଓଡିଶା ଟାଇମ୍): ଡିଜିପି ଅଭୟ ରବିବାର ରାଉରକେଲା ଗସ୍ତ କରିବାର କାର୍ଯ୍ୟକ୍ରମର ରହିଛି । ସେ ସିଭିକ୍ ସେଣ୍ଟରରେ ଏକ ସମ୍ମାନୀତ କାର୍ଯ଼୍ୟକ୍ରମରେ ଅଂଶ ଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ କୋଭିଡ ସମୟରେ ଜୀବନ ହାରିଥିବା କୋଭିଡ୍ ଯୋଦ୍ଧାଙ୍କ … Read More

ରାଜ୍ୟରେ କରୋନା ନେଲା ୬୯ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୮୪୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୮୩୪କୁ ବୃଦ୍ଧି ପାଇଛି … Read More

୨୪ ଘଣ୍ଟାରେ ବାହାରିଲେ ୮୪୯ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୮୪୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୬୫୦୩ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ … Read More

ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଉପେନ୍ଦ୍ର ଭଞ୍ଜ ସମ୍ମାନ ଘୋଷଣା, ଅନନ୍ତ ଏବଂ କୁମ୍‌କୁମ୍‌ ହେବେ ସମ୍ମାନିତ

ଭୁବନେଶ୍ବର, (ଓଡିଶା ଟାଇମ୍): ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ କବିସମ୍ରାଟ ‘ଉପେନ୍ଦ୍ର ଭଞ୍ଜ ସମ୍ମାନ’ ଘୋଷଣା କରାଯାଇଛି । ୨୦୧୯ ଓ ୨୦୨୦ ବର୍ଷ ପାଇଁ ଏହି ସର୍ବୋଚ୍ଚ ସମ୍ମାନ ଶୁକ୍ରବାର ଦିନ ଘୋଷଣା କରିଛି ଓଡ଼ିଶା ସଂଗୀତ ନାଟକ … Read More

ହାଇକମାଣ୍ଡଙ୍କୁ ସିଦ୍ଧୁଙ୍କ ଚେତାବନୀ

ଚଣ୍ଡିଗଡ, (ଓଡିଶା ଟାଇମ୍): ବହୁତ ଟଣାଓଟରା ଓ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଇଚ୍ଛା ବିରୋଧରେ ପଞ୍ଜାବ କଂଗ୍ରେସର ସଭାପତି କରାଯାଇଥିବା ନବଜୋତ ସିଂହ ଏବେ ଦଳକୁ ଧମକାଇଛନ୍ତି। ତାଙ୍କୁ ନିଷ୍ପତ୍ତି ନେବାର ଅଧିକାର ଦିଆଯାଉ ବୋଲି ସିଦ୍ଧୁ କହିଛନ୍ତି। ସେ କହିଛନ୍ତି, … Read More

କରାଚୀରେ ଭୀଷଣ ଦୁର୍ଘଟଣା: କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ୧୫ ଜଣ, ଉଦ୍ଧାରକାର୍ଯ୍ୟ ଜାରି

କରାଚୀ,(ଓଡିଶା ଟାଇମ୍): ପାକିସ୍ତାନ କରାଚୀରେ ଭୀଷଣ ଦୁର୍ଘଟଣା ହୋଇଛି। କରାଚୀ ମେହେରାନ ସହରରେ ଥିବା କେମିକାଲ କାରଖାନାରେ ନିଆଁ ଲାଗିବାରୁ ପ୍ରାୟ ୧୫ ଜଣ ଜିଅନ୍ତା ଜାଳି ଯାଇଛନ୍ତି। ନିଆଁ ଲିଭାଇବା ସହ ମୃତଦେହ ବାହାର କରିବା ଜାରି ରହିଛି। ମୃତକଙ୍କ … Read More

ପୁରୀ ସିଂହଦ୍ୱାର ଭଳି ହେବ ଲିଙ୍ଗରାଜ

ଭୁବନେଶ୍ବର, (ଓଡିଶା ଟାଇମ୍): ଲିଙ୍ଗରାଜ ମନ୍ଦିର ମୁଖ୍ୟଦ୍ୱାରର ହେବ ନବକଳେବର ।  ଶ୍ରୀମନ୍ଦିରର ସିଂହଦ୍ୱାର ଢାଞ୍ଚାରେ ଏହାର ପୁନଃ ନିର୍ମାଣ କରାଯିବ । ଫନି ପରଠରୁ ଲିଙ୍ଗରାଜ ମନ୍ଦିର କବାଟ ଭଙ୍ଗା ଅବସ୍ଥାରେ ପଡ଼ିଥିବା ବେଳେ ଏବେ ଏଏସଆଇ ପକ୍ଷରୁ ଏଥିପାଇଁ … Read More

ଏଣିକି SCBରେ କରୋନା ସଂକ୍ରମିତଙ୍କୁ ମାଗଣାରେ ମିଳିବ ଇକମୋ ସେବା, ୯ଟି ମେସିନ୍ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କଟକ, (ଓଡିଶା ଟାଇମ୍): ଆଜି କଟକ ବଡ ମେଡିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚିଛନ୍ତି। ବଡ ମେଡିକାଲରେ ପହଞ୍ଚି ଇକମୋ ଚିକିତ୍ସା ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ୯ଟି ଇକମୋ ମେସିନ ଉଦ୍ଦଘାଟନ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏସସିବି ପୂର୍ବ ଭାରତର … Read More

କାବୁଲ ବିସ୍ଫୋରଣକୁ ଭାରତର କଡା ନିନ୍ଦା: ଆତଙ୍କବାଦ ବିରୋଧରେ ସମ୍ମିଳିତ ଲଢେଇ ପାଇଁ ଆହ୍ୱାନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଗୁରୁବାର ସଂଧ୍ୟାରେ କାବୁଲ ବିମାନ ବନ୍ଦର ସମେତ ନିକଟବର୍ତ୍ତୀ ସ୍ଥାନରେ ପରକୁ ପର ହୋଇଥିବା ସାତଟି ବିସ୍ପୋରଣ ଘଟଣାକୁ ଭାରତ ଦୃଢ ନିନ୍ଦା କରିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏଭଳି ଆକ୍ରମଣ ସମୁଦାୟ … Read More