ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍‌ ଜାରିକଲେ ରାଜ୍ୟ ସରକାର, ରାଜ୍ୟରୁ ହଟିଲା ସପ୍ତାହାନ୍ତ ସଟ୍‌ଡାଉନ୍‌

ଭୁବନେଶ୍ବର, (ଓଡିଶା ଟାଇମ୍): ସେପ୍ଟେମ୍ବର ମାସ ପାଇଁ ରାଜ୍ୟରେ ନୂଆ କୋଭିଡ୍ ଗାଇଡଲାଇନ୍‌ ଜାରି କରାଯାଇଛି । ନୂଆ ଗାଇଡଲାଇନ୍‌ ନେଇ ପ୍ରେସବାର୍ତ୍ତା ଜରିଆରେ ସୂଚନା ଜାରି କରିଛନ୍ତି ଏସ୍‌ଆରସି ପ୍ରଦୀପ ଜେନା । କରୋନା ସଂକ୍ରମଣକୁ ରୋକିବା ଦିଗରେ ରାଜ୍ୟ … Read More

ମଥୁରାରେ ମଦ ଓ ମାଂସ ବିକ୍ରି ଉପରେ ଲାଗିଲା ପ୍ରତିବନ୍ଧକ

ଉତ୍ତରପ୍ରଦେଶ, (ଓଡିଶା ଟାଇମ୍): ତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଥୁରାରେ ମଦ ଓ ମାଂସ ବିକ୍ରି ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିଷେଧାଦେଶ ଯୋଜନା କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସୋମବାର ବିଳମ୍ବିତ ରାତିରେ ମଥୁରାରେ … Read More

ଡିସେମ୍ବର ସୁଦ୍ଧା ସରିପାରେ ଟିକାକରଣ

ଭୁବନେଶ୍ବର, (ଓଡିଶା ଟାଇମ୍): ଡିସେମ୍ବର ସୁଦ୍ଧା ସରିବ ଟୀକାକରଣ। ଯଦି ଟୀକା ଆସିବାରେ କୌଣସି ସମସ୍ୟା ନହୁଏ ୪ ମାସ ମଧ୍ୟରେ ଟୀକାକରଣ ଶେଷ ହେବ। ଟୀକାକରଣ ଜାରି ରହିଛି। ବର୍ତ୍ତମାନ ଟୀକାରେ କିଛି ସମସ୍ୟା ନାହିଁ ବୋଲି କହିଛନ୍ତି ପରିବାର … Read More

ଇତିହାସରେ ପ୍ରଥମ; ଏକ ସଙ୍ଗେ ଶପଥ ନେଲେ ୯ ବିଚାରପତି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭାରତର ଇତିହାସରେ ପ୍ରଥମ। ଏକ ସଙ୍ଗେ ଶପଥ ନେଲେ ସୁପ୍ରିମକୋର୍ଟର ୯ ଜଣ ନୂଆ ବିଚାରପତି। ମଙ୍ଗଳବାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍‌ ଭେଙ୍କଟ ରମଣ ସେମାନଙ୍କୁ ଶପଥ ପାଠ କରାଇଛନ୍ତି। ୯ ନୂଆ ବିଚାରପତିଙ୍କ ମଧ୍ୟରେ … Read More

ସାଢେ ୩ଟାରେ ଆସିବ ସେପ୍ଟେମ୍ବର ମାସର ଗାଇଡଲାଇନ୍

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାମଧ୍ୟରେ ମଙ୍ଗଳବାର ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍ ଜାରି କରିବେ ରାଜ୍ୟ ସରକାର । ଏସଆରସି ପ୍ରଦୀପ ଜେନା ଦିନ ଅପରାହ୍ନ ୩.୩୦ରେ କରୋନା ସ୍ଥିତି ବାବଦରେ ଘୋଷଣା … Read More

ଭାରତକୁ ଆଉଏକ ପଦକ, ବ୍ରୋଞ୍ଜ ଜିତିଲେ ସିଂହରାଜ

ଟୋକିଓ, (ଓଡିଶା ଟାଇମ୍): ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତୀୟ ପାରା ଆଥଲେଟଙ୍କ ଜବରଦସ୍ତ ପ୍ରଦର୍ଶନ ଜାରି ରହିଛି। ମଙ୍ଗଳବାର ଭାରତକୁ ଶୁଟିଂରେ ବ୍ରୋଞ୍ଜ ପଦକ ଦେଇଛନ୍ତି ସିଂହରାଜ ଅଧାନା। ସିଂହରାଜ ପୁରୁଷ ୧୦ ମିଟର୍ ଏୟାର ପିସ୍ତଲ ଏସଏଫ୍-୧ ଇଭେଣ୍ଟରେ ଏହି … Read More

ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଧାର୍ଯ୍ୟ ହେବ ଲଗ୍ନ

ସମ୍ବଲପୁର, (ଓଡିଶା ଟାଇମ୍): ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଧାର୍ଯ୍ୟ ହେବ ଲଗ୍ନ । ସନ୍ଧ୍ୟା ୫ଟାରେ ସମ୍ବଲପୁର ବ୍ରହ୍ମପୁରା ମନ୍ଦିର ପରିସରରେ ଲଗ୍ନ ନିର୍ଦ୍ଧାରଣ କରାଯିବ । ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ ପକ୍ଷରୁ ପଣ୍ଡିତ, ବିଦ୍ବାନ ଓ … Read More

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଖମ୍ବରେ ମାଡ଼ ହୋଇ ଚୁରମାର ହୋଇଗଲା ଅଡି କାର୍, ସମସ୍ତ ୭ ଜଣ ମୃତ

ବେଙ୍ଗାଲୁରୁ, (ଓଡିଶା ଟାଇମ୍): ଭୟଙ୍କର ଦୁର୍ଘଟଣା । ଖୁଣ୍ଟରେ ପିଟିହେଲା କାର୍ ।ଜୀବନ ହାରିଲେ ୭ ସଦସ୍ୟ । ଏପରି ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ବେଙ୍ଗାଲୁରୁରେ । ସୂଚନାନୁସାରେ, ମଙ୍ଗଳବାର ସକାଳେ ଏକ ବେଙ୍ଗାଲୁରୁର ଏକ କାର୍ କେଉଁ ଆଡେ … Read More

ଆମେରିକା ଆଫଗାନିସ୍ତାନ ଛାଡିବା ପରେ ତାଲିବାନୀଙ୍କ ସେଲିବ୍ରେସନ

କାବୁଲ, (ଓଡିଶା ଟାଇମ୍): ୨୦ ବର୍ଷ ଧରି ଚାଲିଥିବା ଯୁଦ୍ଧର ଅବସାନ ଘଟାଇ ବିଶ୍ୱର ଶକ୍ତିଶାଲୀ ରାଷ୍ଟ୍ର ବୋଲାଉଥିବା ଯୁକ୍ତରାଷ୍ଟ୍ର ଆମେରିକା ସେନା ଆଫଗାନିସ୍ତାନ ଛାଡିଛନ୍ତି । ତେବା ସେନା ଦେଶ ଛାଡିଯିବା ପରେ ଖୁସିରେ ମସଗୁଲ ତାଲିବାନୀ । ଆମେରିକା … Read More

ଦୈନିକ ସଂକ୍ରମଣରେ ହ୍ରାସ ; ଆଉ ୩୦,୯୪୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କିଛି ଦିନ ହେବ ଦୈନିକ ସଂକ୍ରମଣ ୪୦ ହଜାର ଅତିକ୍ରମ କରୁଥିବା ବେଳେ ଗତକାଲି ତୁଳନାରେ ଆଜି ଏଥିରେ ହ୍ରାସ ହୋଇଥିବା ପରିଲକ୍ଷିତ ହୋଇଛି। ୨୪ଘଣ୍ଟାରେ ଆଉ ୩୦,୯୪୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। … Read More