ପୂର୍ବ ପରି ସମସ୍ତଙ୍କୁ କଟକଣା ମାନିବାକୁ ପଡିବ

ଭୁବନେଶ୍ବର, (ଓଡିଶା ଟାଇମ୍): କଟକଣା କୋହଳ ପରେ ସମସ୍ତଙ୍କ ଦାୟିତ୍ୱ ବଢିଯାଇଛି । ସମସ୍ତଙ୍କ ଦାୟିତ୍ୱ ବଢିବା ସହ ମନିଟରୀଙ୍ଗ ବାଧ୍ୟତାମୂଳକ କରିବାକୁ ପଡିବ। କଟକଣାକୁ ସମସ୍ତେ ପୂର୍ବପରି ମାନିବାକୁ ପଡ଼ିବାକୁ । ବିଭାଗର ଦାୟିତ୍ୱ ବଢିବ କାହିଁକି ନା କଟକଣା … Read More

ଆଜିଠୁ ସିନେମା ହଲ୍‌ ହେବ ହାଉସ ଫୁଲ୍‌

ଭୁବନେଶ୍ବର, (ଓଡିଶା ଟାଇମ୍): ସିନେମା ହଲ ମାଲିକଙ୍କୁ ମିଳିଲା ଆଶ୍ୱସ୍ତି । ଆଜିଠାରୁ ରାଜ୍ୟରେ ଶତ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ । ଗତକାଲି ସେପ୍ଟେମ୍ବର ଲାଗି ସରକାର ଗାଇଡଲାଇନ୍ ଜାରି କରିଥିବାବେଲେ ଆଜିଠୁ ଲାଗୁ ହୋଇଛି ଏହି … Read More

ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ, (ଓଡିଶା ଟାଇମ୍): ସେପ୍ଟେମ୍ବର ମାସର ଗାଇଡଲାଇନ୍ ଜାରି କରାଯିବା ଅନେକ କଟକଣା କୋହଳ କରାଯାଇଛି । ଖସୁଥିବା କରୋନା ସଂକ୍ରମଣ ହାରକୁ ନଜରରେ ରଖି ରାଜ୍ୟ ସରକାର ସେପ୍ଟେମ୍ବର ମାସର କଟକଣାକୁ ଆହୁରି କୋହଳ କରିଛନ୍ତି । ଏହି ଗାଇଡଲାଇନ୍ … Read More

୬ରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର, (ଓଡିଶା ଟାଇମ୍): ଆସନ୍ତା ୬ ତାରିଖରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ।  କ୍ଲାସ ରୁମରେ ଶିକ୍ଷାଦାନ ଆରମ୍ଭ କରାଯିବ। ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଅଜୟ ନାୟକ ସବୁ ବୈଷୟିକ ଶିକ୍ଷାନୁଷ୍ଠାନକୁ … Read More

ଖୋଲିଲା ଲିଙ୍ଗରାଜ ମନ୍ଦିର: ଥରକେ ୧୦୦ ଭକ୍ତଙ୍କୁ ଅନୁମତି

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିଛି ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ବିଏମସି ଜାରି କରିଥିବା କୋଭିଡ୍ ମାର୍ଗଦର୍ଶିକା ପାଳନ କରିବାକୁ ପଡିବ । ମନ୍ଦିରକୁ ପ୍ରବେଶ ପୂର୍ବରୁ ପ୍ରତ୍ୟେକ ଦର୍ଶନାର୍ଥୀ ନେଇଥିବା … Read More

ରାଜ୍ୟରେ କରୋନା ନେଲା ୫୩ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୭୧୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୨୨କୁ ବୃଦ୍ଧି … Read More

୨୪ ଘଣ୍ଟାରେ ବାହାରିଲେ ୭୧୯ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୭୧୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୮୪୬୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ … Read More

ଆଫଗାନିସ୍ତାନ ଛାଡିବା ବୁଦ୍ଧିମାନର ନିଷ୍ପତ୍ତି, ସର୍ବୋତ୍ତମ ନିଷ୍ପତ୍ତି- ବାଇଡେନ

ୱାଶିଂଟନ, (ଓଡିଶା ଟାଇମ୍): ଆଫଗାନିସ୍ତାନରୁ ଆମେରିକା ନିଜର ସୈନ୍ୟ ସମ୍ପୂର୍ଣ୍ଣ ପ୍ରତ୍ୟାହାରକୁ ଦୃଢ ଭାବରେ ସମର୍ଥନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଏହା ଆମେରିକା ପାଇଁ ସର୍ବୋତ୍ତମ ନିଷ୍ପତ୍ତି ବୋଲି ମଙ୍ଗଳବାର ହ୍ୱାଇଟ ହାଉସରେ ଉଦବୋଧନ ଦେଇ ବାଇଡେନ କହିଛନ୍ତି। … Read More

ବିଧାନସଭାର ମୌସୁମୀ ଅଧିବେଶନ: ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିରୋଧୀ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। ଆଜିଠୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ସ୍ବଳ୍ପ ସମୟ ପାଇଁ ଅଧିବେଶନ ବସୁଥିଲେ ମଧ୍ୟ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାରଣ ବିରୋଧୀଙ୍କ ପାଖରେ … Read More

ଏଣିକି ବାହାଘରରେ ବାଜିବ ବ୍ୟାଣ୍ଡ୍‌ ବାଜା : ହାଉସ୍‌ଫୁଲ୍ ହେବ ସିନେମା ହଲ

ଭୁବନେଶ୍ବର, (ଓଡିଶା ଟାଇମ୍): ଆସିଲା ସେପ୍ଟେମ୍ବର ମାସର କରୋନା ଗାଇଡ୍‌ଲାଇନ୍‌। ରାଜ୍ୟରେ କରୋନା ସଂକ୍ରମଣ ଏକ ପ୍ରତିଶତରୁ କମ ରହିଛି। ତେଣୁ ଜୀବନ  ଜୀବିକାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା ଗାଇଡ୍‌ଲାଇନ୍‌ରେ କୋହଳ କରିଛନ୍ତି। ନୂତନ ଗାଇଡ୍‌ଲାଇନ୍ ଅକ୍ଟୋବର ୧ … Read More