ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଦେହାନ୍ତ

ମୁମ୍ବାଇ, (ଓଡିଶା ଟାଇମ୍): ଆଉ ନାହାନ୍ତି ବିଗ୍‌ ବସ୍‌ ବିଜେତା ସିଦ୍ଧାର୍ଥ ଶୁକ୍ଲା। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଛି ବୋଲି କୁହାଯାଉଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ସୂଚନା ମୁତାବକ, ଗତକାଲି ରାତିରେ ସିଦ୍ଧାର୍ଥ ଶୋଇବା ପୂର୍ବରୁ … Read More

ଅନୀଲ ଦେଶମୁଖଙ୍କ ଜ୍ୱାଇଁ ଓ ଓକିଲ ଗିରଫ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଜ୍ୱାଇଁ ଓ ଓକିଲଙ୍କୁ ଗିରଫ କଲା ସିବିଆଇ। ବୁଧବାର ଏ ଦୁଇ ଜଣଙ୍କୁ ତାଙ୍କ କାର୍‌ ଅଟକାଇ ସିବିଆଇ ଉଠାଇ ନେଇଥିବା ସୂଚନା ମିଳିଛି। ଜ୍ୱାଇଁ ଗୌରବ ଚତୁର୍ବେଦୀ ଏବଂ … Read More

୨୪ ଘଣ୍ଟାରେ ବାହାରିଲେ ୪୭ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ ,(ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ  ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ … Read More

ରାଜ୍ୟରେ କରୋନା ନେଲା ୬ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୭୫୪ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୨୮କୁ ବୃଦ୍ଧି … Read More

ହରିଶଙ୍କର-ନୃସିଂହନାଥର ବିକାଶ ପାଇଁ ମାଷ୍ଟର ପ୍ଲାନ୍

ବଲାଙ୍ଗୀର, (ଓଡିଶା ଟାଇମ୍): ହରିଶଙ୍କର ନୃସିଂହନାଥର ବିକାଶ ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ସ୍ବତନ୍ତ୍ର ପ୍ରକଳ୍ପ। ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ୨ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଏହି ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫାଇଭ-ଟି ସଚିବଙ୍କ ଉପସ୍ଥିତିରେ … Read More

ବିଏମ୍‌ସିର ଗଶେଶ ପୂଜା ଗାଇଡଲାଇନ୍‌: ପୂଜକଙ୍କ ବ୍ୟତୀତ ସମସ୍ତଙ୍କୁ ପେଣ୍ଡାଲ ମନା

ଭୁବନେଶ୍ବର, (ଓଡିଶା ଟାଇମ୍): ଆଗକୁ ଆସୁଛି ପାର୍ବଣ ଋତୁ। ରାଜ୍ୟରେ ଧିରେ ଧିରେ ତଳମୁହାଁ ହେଉଥିବା ମହାମାରୀ ପାର୍ବଣ ସମୟରେ ପୁଣି ନିଜ କୋପ ଦେଖାଇବାର ଭୟ ଘାରିଛି। ତେଣୁ ଆସନ୍ତା ୧୦ ତାରିଖରେ ପାଳିତ ହେବାକୁ ଥିବା ଗଶେଶ ପୂଜା … Read More

ଯୁକ୍ତ ୨ ଅଫ୍‌ଲାଇନ୍‌ ପରୀକ୍ଷା: ଆସନ୍ତାକାଲିଠୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା

ଭୁବନେଶ୍ବର, (ଓଡିଶା ଟାଇମ୍): ଚଳିତ ବର୍ଷ ପ୍ରକାଶ ପାଇଥିବା ଯୁକ୍ତ ଦୁଇ ରେଜଲ୍ଟରେ ଯେଉଁ ଛାତ୍ରଛାତ୍ରୀ ସନ୍ତୁଷ୍ଟ ନାହାନ୍ତି ସେମାନେ ଅଫ୍‌ଲାଇନ୍‌ରେ ପରୀକ୍ଷା ଦେଇ ପାରିବେ।ସେପ୍ଟେମ୍ବର ୩ରୁ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ଅନ୍‌ଲାଇନ୍‌ ଯୋଗେ ଆବେଦନ କରିପାରିବେ। ସେପ୍ଟେମ୍ବର ୭ ହେଉଛି ଆବେଦନର … Read More

୨୪ ଘଣ୍ଟାରେ ବାହାରିଲେ ୭୫୪ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୭୫୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୯୨୨୩ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ … Read More

ଶିକ୍ଷା ବିଭାଗର ୨ କର୍ମଚାରୀ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ

ବୌଦ୍ଧ, (ଓଡିଶା ଟାଇମ୍): ବୌଦ୍ଧ ଜିଲ୍ଲା ଶିକ୍ଷା ବିଭାଗର ଦୁଇ ଜଣ କର୍ମଚାରୀ ଲାଞ୍ଚ ନେଇ ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଦୁଇ ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ଦିଆଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ହରଭଂଗା … Read More

ପୁଣି ବୃଦ୍ଧି ପାଇଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରୋଷେଇ ଘରେ ପୁଣି ମହଙ୍ଗା ମାଡ। ପୁଣି ଥରେ ବୃଦ୍ଧି ପାଇଛି ଘରୋଇ ରୋଷେଇ ସିଲିଣ୍ଡର ଦର। ସରକାରୀ ତୈଳ କମ୍ପାନୀ ଗୁଡିକ ଦର ବୃଦ୍ଧି କରିଛନ୍ତି। ମାତ୍ର ୧୫ ଦିନ ମଧ୍ୟରେ ଅଣ-ସବସିଡିଯୁକ୍ତ ସିଲିଣ୍ଡର ମୂଲ୍ୟ … Read More