ଜେଇଇ ପରୀକ୍ଷାରେ ଅନିୟମିତତା, ୬ଟି ରାଜ୍ୟରେ ସିବିଆଇ ରେଡ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଚାଲିଥିବା ଜେଇଇ(ମେନ୍ସ) ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ଆକ୍ସନ ମୁଡ୍ରେ ସିବିଆଇ। ଆଜି ସିବିଆଇର ଏକାଧିକ ଟିମ୍ ଦିଲ୍ଲୀ-ଏନସିଆର, ଇନ୍ଦୋର, ପୁଣେ, ବେଙ୍ଗାଲୁରୁ ଓ ଜାମସେଦପୁ ଭଳି ୬ଟି ରାଜ୍ୟର ୧୯ଟି … Read More











