ତୃତୀୟ ଲହର ଆସିଲେ କୌଣସି ଅସୁବିଧା ନାହିଁ : DMET

ଭୁବନେଶ୍ବର, (ଓଡିଶା ଟାଇମ୍) : ପିଲାମାନେ ସଂକ୍ରମଣ ହେବା ପାଇଁ ପରିବାର ଲୋକଙ୍କୁ ପରୋକ୍ଷରେ ଦାୟୀ କଲା ସ୍ବାସ୍ଥ୍ୟ ବିଭାଗ । ପ୍ରାଥମିକ ଦାୟିତ୍ବ ଅଭିଭାବକଙ୍କର । ସେମାନେ ଜଣାଇବା ଦରକାର ଯେ, ତାଙ୍କ ପିଲାକୁ ଥଣ୍ଡା, କାଶ କି ଜ୍ବର … Read More

ଚିଟ୍‌ଫଣ୍ଡ ଲିଙ୍କ: ବନ୍ଧା ହେଲେ ପୂର୍ବତନ ବିଧାୟକ

ବିଶାଖାପାଟଣା, (ଓଡିଶା ଟାଇମ୍): ଶେଷରେ ବନ୍ଧାହେଲେ ପୂର୍ବତନ ବିଧାୟକ ମଲ୍ଲା ବିଜୟ ପ୍ରସାଦ । ବିଶାଖାପାଟଣା ପଶ୍ଚିମ ଜୋନ୍‌ର ପୂର୍ବତନ ବିଧାୟକ ତଥା ୱାଇଏସ୍‌ଆର୍‌ସିପି ନେତାଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସ । ୨୦୧୯ ଚିଟ୍‌ଫଟ୍‌ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା … Read More

ଚଳିତ ବର୍ଷ ମୁକେଶ ଅମ୍ବାନିକଙ୍କ ସମ୍ପତ୍ତିରେ ୧୭ ବିଲିଅନ ଡଲାର ବୃଦ୍ଧି

ମୁମ୍ବାଇ, (ଓଡିଶା ଟାଇମ୍): ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ତଥା ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ପରିମାଣ ଚଳିତ ବର୍ଷ ୧୭ ବିଲିଅନ ଡଲାର ବୃଦ୍ଧିପାଇଛି। ସୋମବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାର ମୂଲ୍ୟ ବୃଦ୍ଧି ଘଟିବା … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୧ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ  ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ … Read More

ତାଲିବାନରେ ଉପରେ ଅଜ୍ଞାତ ସୈନ୍ୟ ବିମାନର ହମଲା

କାବୁଲ, (ଓଡିଶା ଟାଇମ୍): ପଞ୍ଜଶୀର ଘାଟୀକୁ ଗତ ତାଲିବାନ କବ୍‌ଜା କରିନେଇଥିବା ଦାବି କରିଥିଲେ ମଧ୍ୟ ଏଯାଏଁ ସରିନି ଲଢେଇ । ଶେଷ ହୋଇନି ଯୁଦ୍ଧ, ଜାରି ରହିଛି ସଂଘର୍ଷ । ଏହାରି ଭିତରେ ପଞ୍ଜଶୀର ଘାଟୀରେ କିଛି ଅଜ୍ଞାତ ସୈନ୍ୟ … Read More

କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ … Read More

୨୪ ଘଣ୍ଟାରେ ବାହାରିଲେ ୬୩୮ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୬୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୨୮୦୫ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭୨ … Read More

ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ, ୮ ମାସରେ ଆଦାୟ ହୋଇଛି ୨୧ କୋଟି ଫାଇନ୍

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କରୋନା ସ୍ଥିତି ଧିରେଧିରେ କମିଥିବା ବେଳେ ଗତ ଦିନରେ ଲାଗିଥିବା କଟକଣା ଏବେ କୋହଳ ହୋଇଛି । ଏହି ସମୟ ମଧ୍ୟରେ ଆଇନ୍‌କୁ ମାନି ନଥିବା କାରଣରୁ ଲୋକଙ୍କ ଠାରୁ ଫାଇନ୍‌ ଆଦାୟ ହୋଇଥିଲା । … Read More

ଇଡ଼ିରେ ହାଜର ହେଲେ ମମତାଙ୍କ ପୁତୁରା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଇଡ଼ିରେ ହାଜର ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀ। କୋଇଲା ଦୁର୍ନୀତି ମାମଲାରେ ନୂଆଦିଲ୍ଲୀ ଜାମନଗର ସ୍ଥିତ ଇଡି ଅଫିସିରେ ସେ ପହଞ୍ଚିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ପଚରାଉଚରା … Read More

ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ୍ ଋଣ ପରିମାଣ ୧ ଲକ୍ଷ ୨୨ ହଜାର ୯୧୭ କୋଟି ଟଙ୍କା ହେବ : ଅର୍ଥମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ବିଧାନସଭା ମୌସୁମୀ ଅଧିବେଶନରେ ପଞ୍ଚମ ଦିନରେ ଗୃହକାର୍ଯ୍ୟ ସ୍ବାଭାବିକ ଚାଲିଛି । ଗୃହରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଣତାରକା ପ୍ରଶ୍ନର ଉତ୍ତର ରଖିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଚଳିତ ବର୍ଷ … Read More