ଏନ୍ଡିଏରେ ନାରୀ ଶକ୍ତି, ସୁପ୍ରିମକୋର୍ଟଙ୍କୁ ଜଣାଇଲା କେନ୍ଦ୍ର
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଏନ୍ଡିଏରେ ନାରୀ ଶକ୍ତିଙ୍କୁ ସୁଯୋଗ। ମହିଳାଙ୍କୁ ମିଳିବ ସ୍ଥାୟୀ ନିଯୁକ୍ତି। ସେନାରେ ଏବେ ସେମାନେ ଯୋଗ ଦେଇପାରିବେ। ଏନେଇ କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି। କେନ୍ଦ୍ର ସରକାର କହିଛନ୍ତି, ଏନ୍ଡିଏ ଏବଂ ନାଭାଲ ଏକାଡେମିରେ ମହିଳାମାଙ୍କୁ … Read More











