୨୪ ଘଣ୍ଟାରେ ବାହାରିଲେ ୪୨୮ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୭୨୬୧ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୨ … Read More

ଶ୍ରୀନଗରରେ ଆତଙ୍କୀ ହମଲା: ଜଣେ ପୋଲିସ ଅଧିକାରୀ ଶହୀଦ

ଶ୍ରୀନଗର, (ଓଡିଶା ଟାଇମ୍): ଶ୍ରୀନଗର ଖାନୟାର ଅଞ୍ଚଳରେ ରବିବାର ଦିନ ଆତଙ୍କୀ ହମଲା ହୋଇଛି। ସୁରକ୍ଷା ବାହିନୀ ଦୃଢତାର ସହ ଆତଙ୍କବାଦୀଙ୍କୁ ସାମ୍ନା କରିଥିଲେ। ଏଥି ସହ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଏହି ଆତଙ୍କବାଦୀ ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ … Read More

ଜାମିନ ପ୍ରଦାନ କାଳରେ ଅଭିଯୁକ୍ତଙ୍କ ଅପରାଧ ରେକର୍ଡ ଯାଞ୍ଚ ଜରୁରି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କୌଣସି ଅଭିଯୁକ୍ତକୁ ଜାମିନ ମଞ୍ଜୁର ପୂର୍ବରୁ କୋର୍ଟମାନେ ତାଙ୍କର ଅପରାଧ ରକର୍ଡ ସୁନିଶ୍ଚିତ କରିନେବା ଜରୁରି। ଏହା କହିଛନ୍ତି ସର୍ବୋଚ୍ଚନ୍ୟାୟାଳୟ। ପଞ୍ଜାବ ଓ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ ହତ୍ୟା ଓ ଅପରାଧିକ ଷଡ଼ଯନ୍ତ୍ର ସମ୍ପର୍କିତ ଏକ ଜାମିନ … Read More

ବାଦଲଫଟା ବର୍ଷା, ଜଣେ ମୃତ, ଅନେକ ନିଖୋଜ

ଶ୍ରୀନଗର, (ଓଡିଶା ଟାଇମ୍): ଜମ୍ମୁ-କଶ୍ମୀରର ବାରାମୁଲା ଜିଲ୍ଲାରେ ବାଦଲଫଟା ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ କଫରନାର ଅଞ୍ଚଳରେ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ଭାସିଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ହୋଇଥିବା ସୂଚନା ମିଳିଛି। … Read More

ତାଲିବାନ ସପକ୍ଷରେ ରାସ୍ତାକୁ ଓହ୍ଲାଇଲେ ୩୦୦ ଆଫଗାନ ମହିଳା

କାବୁଲ, (ଓଡିଶା ଟାଇମ୍): ତାଲିବାନକୁ ବିରୋଧ କରୁଥିବା ମହିଳା ଏବେ ତାଲିବାନୀଙ୍କ ସମର୍ଥନରେ ବାହାରିଛନ୍ତି। ପାଖାପାଖି ୩ଶହରୁ ଅଧିକ ଆଫଗାନ ମହିଳା ତାଲିବାନ ସରକାରଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛନ୍ତି। ବୁର୍ଖା ପିନ୍ଧି ସେମାନେ କରିଛନ୍ତି ରାଲି। ଶନିବାର କାବୁଲରେ ଦେଖିବାକୁ ମିଳିଥିଲା … Read More

ଗଭୀର ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ବର, (ଓଡିଶା ଟାଇମ୍): ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେଲା ଲଘୁଚାପ । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଘନିଭୁତ ହୋଇ ଅବପାତରେ ପରିଣତ ହେବ । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ନେବ ଅବପାତର ରୂପ । ଏବେ ଏହା ଉତ୍ତର-ପଶ୍ଚିମ ଏବଂ … Read More

୨୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୩୮ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ  ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ … Read More

ଦିଲ୍ଲୀରେ ୪୬ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ଫେବୃଆରୀରେ ଘନ କୁହୁଡ଼ି ତ ଖରାଦିନେ ପ୍ରବଳ ବର୍ଷା ଆଉ ମୌସୁମିରେ ମୁଣ୍ଡଫଟା ଖରା। ଏମିତି ବିଚିତ୍ର ପାଣିପାଗ ସତ୍ତ୍ବେ ଚଳିତବର୍ଷର ମୌସୁମି ବର୍ଷା ଦୀର୍ଘ ୪୬ ବର୍ଷର ରେକର୍ଡ ଭାଙ୍ଗିଛି। ପାଣିପାଗ … Read More

ନୀତିନ ପଟେଲ ହୋଇପାରନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ, ରେସ୍‌ରେ ଅନେକ ଦାବିଦାର

ଅହମଦାବାଦ, (ଓଡିଶା ଟାଇମ୍):ଗୁଜରାଟ ମୁଖ୍ୟମନ୍ତ୍ରୀ ପଦ ନେଇ ଆରମ୍ଭ ହୋଇଛି ମାନସମନ୍ଥନ । କିଏ ସମ୍ଭାଳିବ ଚୌକି ତାକୁ ନେଇ ଚାଲିଛି ଅଙ୍କକଷା । ରେସରେ ଅନେକ ଦାବିଦାର ଥାଇ ମଧ୍ୟ ନୀତିନ ପଟେଲଙ୍କ ନାଁ ସର୍ବାଗ୍ରେ ରହିଛି । ପଦ … Read More

ଆଫଗାନ୍ ମହିଳାଙ୍କ ନୂଆ ରୂପ, ବୁର୍ଖା ପିନ୍ଧି ତାଲିବାନ ସପକ୍ଷରେ କଲେ ଶୋଭାଯାତ୍ରା

କାବୁଲ, (ଓଡିଶା ଟାଇମ୍): ତାଲିବାନର ସମର୍ଥନରେ ଆଫଗାନ ମହିଳା । କାବୁଲରେ ଶନିବାର ଚିତ୍ର ଥିଲା ଭିନ୍ନ । ମୁଣ୍ଡରୁ ଗୋଡ ଯାଏଁ ବୁର୍ଖା ପିନ୍ଧି ରାସ୍ତାରେ ଶୋଭାଯାତ୍ରା କରିଛନ୍ତି ମହିଳା । ସେମାନେ ହାତରେ ତାଲିବାନର ପତାକା ଧରିଥିବା ମଧ୍ୟ … Read More