ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ

ଭୁବନେଶ୍ବର, (ଓଡିଶା ଟାଇମ୍): ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି ଦଳ ଡିଆଁ ପର୍ବ । କଂଗ୍ରେସକୁ ବାଏ ବାଏ କରି ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ । ଭାଙ୍ଗିଲା କୋରାପୁଟ କଂଗ୍ରେସ ଗଡ । କଂଗ୍ରେସ … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୭ ହଜାରରୁ ଅଧିକ କରୋନା ପଜିଟିଭ୍, ୨୮୪ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା … Read More

କୋଭିଡ୍ ନିୟମ ନ ମାନିଲେ ପାର୍ବଣରେ ସଂକ୍ରମଣ ବଢିବା ସମ୍ଭାବନା : DMET

ଭୁବନେଶ୍ବର, (ଓଡିଶା ଟାଇମ୍): କୋଭିଡ୍ ନିୟମ ନ ମାନିଲେ ପର୍ବ ପର୍ବାଣୀରେ ସଂକ୍ରମଣ ବଢିବାର ସମ୍ଭାବନା ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି । ମୂର୍ତ୍ତି ଉଚ୍ଚତା ବଢିଲେ ସ୍ଥାପନ ଓ ସ୍ଥାନାନ୍ତରଣରେ ଅଧିକ ଲୋକ ନିୟୋଜିତ ହେବେ । ଯଦି … Read More

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ତଥ୍ୟ ଲିକ୍‌ ମାମଲା, ୪ ଅଭିଯୁକ୍ତ କୋର୍ଟ ଚାଲାଣ

ଚାନ୍ଦିପୁର, (ଓଡିଶା ଟାଇମ୍): ଚାନ୍ଦିପୁର ITRରୁ ତଥ୍ୟ ଲିକ୍‌ ମାମଲା । ଏହି ଘଟଣାରେ ଗିରଫ ହୋଇଥିବା ୪ଜଣଙ୍କ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI୪କୁ ତଥ୍ୟ ଦେଉଥିବା ଅଭିଯୋଗରେ ମଙ୍ଗଳବାର ସମସ୍ତଙ୍କୁ … Read More

ବନ୍ଧୁକ ମୁନରେ ଭାରତୀୟ ବ୍ୟବସାୟୀଙ୍କୁ ଉଠାଇ ନେଲା ତାଲିବାନ

କାବୁଲ, (ଓଡିଶା ଟାଇମ୍): ଆଫଗାନିସ୍ତାନରେ ଜାରି ରହିଛି ତାଲିବାନର କ୍ରୁରତା। ତାଲିବାନ ସେନା ଲଗାତର ବିରୋଧୀଙ୍କୁ ନିଜ ଶିକାର କରୁଛନ୍ତି। ଏହାରି ଭିତରେ ଏବେ ଜଣେ ଭାରତୀୟ ନାଗରିକ ତାଲିବାନୀଙ୍କ ଶିକାର ହୋଇଛନ୍ତି। ତାଲିବାନ ଆଫଗାନିସ୍ତାନର ଜଣେ ଭାରତୀୟ ବ୍ୟବସାୟକୁ ଅପହରଣ … Read More

କୋଭିଡ୍ ନେଲା ଆଉ ୬ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୪୫୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି … Read More

୨୪ ଘଣ୍ଟାରେ ବାହାରିଲେ ୪୫୭ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୪୫୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୧୭୭୧୮ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୬୫ … Read More

ବଢ଼ୁଛି ୭ ନଦୀର ଜଳସ୍ତର

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୧୧ ତାରିଖରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ  ଫୁଲୁଛି ବିଭିନ୍ନ ନଦୀର ଜଳସ୍ତର ।  ରାଜ୍ୟରେ ୭ଟି ନଦୀର ଜଳସ୍ତର ଏବେ ବଢିବାରେ ଲାଗିଛି ।  ଜଳସ୍ତର ବୃଦ୍ଧିକୁ ଦେଖି ମଙ୍ଗଳବାର ସନ୍ଧ୍ୟାରେ ହୀରାକୁଦ … Read More

ହୀରାକୁଦ ଜଳଭଣ୍ଡାରର ଖୋଲିଲା ୬ ଗେଟ୍

ସମ୍ବଲପୁର, (ଓଡିଶା ଟାଇମ୍): ସମ୍ୱଲପୁର ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି । ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୭.୮୩ ଫୁଟ । ବାମପାର୍ଶ୍ବରେ ୪ଟି ଏବଂ ଡାହାଣ ପାର୍ଶ୍ବରେ ୨ଟି ଗେଟ୍ ଦେଇ ଜଳ … Read More

ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ଡିଆରଡିଓର ୪ ଠିକା କର୍ମଚାରୀ ଗିରଫ

ବାଲେଶ୍ବର, (ଓଡିଶା ଟାଇମ୍): ଗୁପ୍ତ ତଥ୍ୟ ପ୍ରଘଟ ଅଭିଯୋଗରେ ଡିଆରଡିଓର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଛି ବାଲେଶ୍ଵର ପୁଲିସ। ସୋମବାର ବିଳମ୍ବିତ ରାତିରେ ପୁଲିସ ସେମାନଙ୍କ ଘର ଚାନ୍ଦିପୁର ଝାମ୍ପରାହାଟ ଓ ନୂଆନଈରୁ ଉଠାଇ ଆଣିଥିଲା। ଜେରା ପରେ ସେମାନଙ୍କୁ … Read More