କୃଷି ଆଇନକୁ ବର୍ଷେ: ଦିଲ୍ଲୀରେ ଏସଏଡିର ପ୍ରତିବାଦ ଶୋଭାଯାତ୍ରା

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ତିନିଟି କୃଷି ଆଇନ ଗୃହୀତ ହେବାର ଏକବର୍ଷ ପୂରଣ ହୋଇଛି। ଶିରୋମଣି ଅକାଳି ଦଳ (ଏସଏଡି) ଏହି ଦିନଟିକୁ କଳା ଶୁକ୍ରବାର ଭାବରେ ପାଳନ କରିବା ସହିତ ପ୍ରତିବାଦ ଶୋଭାଯାତ୍ରା ଆୟୋଜନ କରିଥିଲା। ଦିଲ୍ଲୀରେ ଗୁରୁଦ୍ୱାରା … Read More

ତାଲିବାନକୁ ଆଇଏମ୍‌ଏଫ୍‌ର ବଡ ଝଟ୍‌କା; ସର୍ତ୍ତ ପୂରଣ ନହେଲେ ମିଳିବନି କୌଣସି ସାହାଯ୍ୟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ତାଲିବାନକୁ ଆଇଏମ୍‌ଏଫ୍‌ର ଶକ୍ତ ଝଟ୍‌କା । ଆଫଗାନିସ୍ତାନକୁ ନିୟନ୍ତ୍ରଣ କରିଥିବା ତାଲିବାନକୁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ତରଫରୁ ମିଳିଛି ବଡ ଝଟ୍‌କା । ଆଇଏମ୍ଏଫ୍ ବର୍ତ୍ତମାନ ଆଫଗାନିସ୍ତାନ ସହ ସମ୍ପର୍କ ବିଚ୍ଛିନ୍ନ କରି ଦେଇଛି । ତାଲିବାନ … Read More

ଟ୍ରେସିଂ ହେଉଛି ବୋଲି ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ୩ ମାସ ଗୁରୁତ୍ବପୂର୍ଣ୍ଣ : DMET

ଭୁବନେଶ୍ବର, (ଓଡିଶା ଟାଇମ୍): ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହେଲା । ଏହି ସମୟରେ ଭିଡ଼ ଭାଡ଼ ଆରମ୍ଭ ହୋଇଥାଏ । ତେଣୁ ଏହି ତିନି ମାସ ଗୁରୁତ୍ବପୂର୍ଣ୍ଣ । ଏହି ସମୟକୁ ଲକ୍ଷ୍ୟ ରଖି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ କହିଥିଲେ … Read More

କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୬୨୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । … Read More

୧୮ରୁ ୨୦ ପ୍ରବଳ ବର୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍): ଆସନ୍ତା ୧୮ ତାରିଖରୁ ପୁଣି ବର୍ଷା ବଢ଼ିବ । ୨୦/୨୧ ଯାଏଁ ବର୍ଷା କରାଇବ । ଅଧିକ ବର୍ଷା ହେବ ଉତ୍ତର ଓଡ଼ିଶାରେ । ଏବେ ଯାଇଥିବା ଲଘୁଚାପ ବର୍ଷାଠାରୁ ସମ୍ଭାବ୍ୟ ବର୍ଷା ପରିମାଣ କମ୍‌ ରହିବ … Read More

୨୪ ଘଣ୍ଟାରେ ବାହାରିଲେ ୬୨୮ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଅଗଷ୍ଟ ପରେ ସେପ୍ଟେମ୍ବର ବି ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ … Read More

ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ଫ୍ଲାଏଓଭର, ୧୩ ଆହତ

ମୁମ୍ବାଇ, (ଓଡିଶା ଟାଇମ୍): ଏକ ନିର୍ମାଣାଧୀନ ଫ୍ଲାଏଓଭର ଭୁଶୁଡ଼ି ପଡ଼ିବାରୁ ୧୩ ଜଣ ଶ୍ରମିକ ଆହତ ହୋଇଛନ୍ତି। ଶୁକ୍ରବାର ଭୋର ପ୍ରାୟ ସାଢ଼େ ୪ଟା ବେଳେ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଅଞ୍ଚଳରେ ଏହି ଘଟଣା ଘଟିଛି। ବିକେସି ମୁଖ୍ୟ ରାସ୍ତା … Read More

୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୧ ବର୍ଷରେ ପାଦ ଦେଲେ ନରେନ୍ଦ୍ର ମୋଦି । ଏହି ଅବସରରେ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିପାଇଁ ୨୦ ଦିନିଆ ରାଷ୍ଟ୍ରୀୟ ଅଭିଯାନର … Read More

ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି ବିଶ୍ୱକର୍ମା ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା । ଆଜି ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡିଶାର ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ … Read More

ଆଫଗାନିସ୍ତାନରେ ପୁନଃ ଗୋଷ୍ଠୀବଦ୍ଧ ହେଉଛନ୍ତି ଅଲ କାଏଦା ଆତଙ୍କି

ୱାସିଂଟନ, (ଓଡିଶା ଟାଇମ୍): ତାଲିବାନ ଦ୍ୱାରା ନିୟନ୍ତ୍ରିତ ଆଫଗାନିସ୍ତାନରେ ଅଲ କାଏଦା ଆତଙ୍କିମାନେ ପୁନଃ ଗୋଷ୍ଠୀବଦ୍ଧ ହେଉଥିବା ସୂଚନା ଦେଇଛି ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ। ଆଗାମୀ ୧୨ରୁ ୧୪ ମାସ ମଧ୍ୟରେ ଅଲ କାଏଦା ଆତଙ୍କିମାନେ ପୁନଃ ଶକ୍ତିଶାଳୀ ହୋଇ … Read More