୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍

Bhu,(ଓଡିଶା ଟାଇମ୍): ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୩୭୩୫ରେ … Read More

ଦେଶରେ ଆଉ ୨୯,୬୧୬ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଶୁକ୍ରବାର ଦିନକ ମଧ୍ୟରେ ଆଉ ୨୯,୬୧୬ ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକରେ ୨୮,୦୪୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ ଦୈନିକ ସଂକ୍ରମଣ ହାର ୧.୮୬% ଏବଂ ସାପ୍ତାହିକ ସଂକ୍ରମଣ … Read More

ଶ୍ରୀଜୀଉଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି

ପୁରୀ, (ଓଡିଶା ଟାଇମ୍): ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ୍.ଭି ରାମାନ୍ନା । ତାଙ୍କ ସହ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ, ଏସ୍‌ପି , … Read More

ଡିଆରଡିଓ ଗୁପ୍ତତଥ୍ୟ ପ୍ରଘଟ ଘଟଣା : ଜିମା ସରିଲା,କାରାଗାର ଗଲେ ୫ଅଭିଯୁକ୍ତ

କଟକ, (ଓଡିଶା ଟାଇମ୍): ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (ଡିଆରଡିଓ)ରୁ ଗୁପ୍ତତଥ୍ୟ ପ୍ରଘଟ ଘଟଣାରେ ଗିରଫ ୫ଅଭିଯୁକ୍ତଙ୍କ ଜିମା ଅବଧି ଶେଷ ହେବା ପରେ ଶୁକ୍ରବାର ବାଲେଶ୍ବର କାରାଗାରକୁ ଫେରିଯାଇଛନ୍ତି। ପ୍ରାୟ ୭ଦିନଧରି ଅଭିଯୁକ୍ତଙ୍କୁ ପଚରାଉଚରା ପରେ … Read More

ୟୁପିଏସସି ୨୦୨୦ ପରୀକ୍ଷାଫଳ, ଶୁଭମ ହେଲେ ଟପ୍ପର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପ୍ରକାଶ ପାଇଛି ୟୁପିଏସସି ୨୦୨୦ ପରୀକ୍ଷା ଫଳ। ବିହାର କାଟିହରର ଶୁଭମ କୁମାର ହୋଇଛନ୍ତି ଟପ୍ପର। ଇଂଜିନିଅରରୁ ସେ ବନିଛନ୍ତି ଆଇଏଏସ୍‌। ଜାଗୃତି ଅୱସ୍ତି ଏବଂ ଅଙ୍କିତା ଜୈନ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। … Read More

ବଙ୍ଗୋପସାଗରରେ ଆସୁଛି ବାତ୍ୟା : ୨୬ରେ ଛୁଇଁବ ଉପକୂଳ

ଭୁବନେଶ୍ବର, (ଓଡିଶା ଟାଇମ୍): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅବପାତର ରୂପ ନେଇଛି। ଏହା ପଶ୍ଚିମ -ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ୨୫ ତାରିଖ ଦିନ ୧୨ଟା ବେଳେ ଏହା ସାଇକ୍ଲୋନିକ ଷ୍ଟର୍ମର ରୂପ ନେବ। ତେବେ ବାତ୍ୟାର ସର୍ବାଧିକ … Read More

ରୋହିଣୀ କୋର୍ଟରେ ଗୁଳିକାଣ୍ଡ, ୩ ଅପରାଧୀ ନିହତ

ନୂଆଦିଲ୍ଲୀ, ଓଡିଶା ଟାଇମ୍): ନୂଆଦିଲ୍ଲୀର ଜନଗହଳି ପୂର୍ଣ୍ଣ ଅଂଚଳରେ ଥିବା ରୋହିଣୀ କୋର୍ଟରେ ଆଜି ଗୁଳିକାଣ୍ଡରେ ୩ ଜଣ ଅପରାଧୀ ନିହତ ହୋଇଛନ୍ତି। ଗୁଳି ବିନିମୟରେ ବିଚାରାଧୀନ ଅପରାଧୀ ଜିତେନ୍ଦ୍ର ଗୋଗୀଙ୍କ ସମେତ ତିନିଜଣ ଅପରାଧୀଙ୍କ ମୃତ୍ୟୁ ଘଟିଥିବା ପୁଲିସ କହିଛି। … Read More

ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍

କଟକ, (ଓଡିଶା ଟାଇମ୍): ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର କରିବା ବେଳେ ଘଟିଲା ଅଘଟଣ । ପ୍ରଖର ସୁଅରେ ଓଲଟିଲା ଓଡ୍ରାଫ୍ ଟିମ୍‌ର ବୋଟ୍ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବୋଟ୍‌ରେ ୭ଜଣ ଥିବା ଜଣାପଡିଛି । … Read More

ଗୁଗୁଲ୍ ଓ ଆପଲ୍‌ ଷ୍ଟୋରରୁ ୮ଲକ୍ଷରୁ ଅଧିକ ଆପ୍ ଗାଏବ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଗୁଗଲ ଓ ଆପଲ ନିଜ ଆପ ଷ୍ଟୋରରୁ ଲକ୍ଷାଧିକ ବିପଜ୍ଜନକ ଆପକୁ ବ୍ୟାନ୍ କରି ଦେଇଛନ୍ତି । ଏକ ସୂଚନାରୁ ଜଣାପଡ଼ିଛି ଯେ, ୨୦୨୧ ମସିହା ଜୁନ୍ ମାସ ମଧ୍ୟରେ ଗୁଗଲ ପ୍ଲେ ଷ୍ଟୋର ଓ ଆପଲ … Read More

ପରିବର୍ତ୍ତନ ହେବ ପୂଜା ଗାଇଡ୍‌ଲାଇନ୍ !

ଭୁବନେଶ୍ବର, (ଓଡିଶା ଟାଇମ୍): ପରିବର୍ତ୍ତନ ହୋଇପାରେ ପୂଜା ଗାଇଡ଼ ଲାଇନ । ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ନୂଆ ଗାଇଡ଼ ଲାଇନରେ ସ୍ଥାନ ଓ ସଂକ୍ରମଣର ସ୍ଥିତି ଦେଖି କଟକଣା ବଢ଼ାଇବାକୁ ନିଷ୍ପତ୍ତି ନେବେ ରାଜ୍ୟ … Read More