ଉରୀ ସେକ୍ଟରରେ ଆତଙ୍କବାଦୀଙ୍କୁ ମୁହଁତୋଡ ଜବାବ: ପାଞ୍ଚ ଦିନରେ ୪ ଆତଙ୍କୀ ନିପାତ

ଶ୍ରୀନଗର, (ଓଡିଶା ଟାଇମ୍): ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଦମନ ଅଭିଯାନ ଜୋରଦାର ହୋଇଛି । ଭାରତୀୟ ସେନା ପକ୍ଷରୁ ପୁଣିଥରେ ପାକିସ୍ତାନର ଷଡଯନ୍ତ୍ରକୁ ପଣ୍ଡ କରିଦିଆଯାଇଛି । ମଙ୍ଗଳବାର ଉରୀ ସେକ୍ଟରରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ କାବୁ କରିଥିବା ସୂଚନା ମିଳିଛି । … Read More

ପିପିଲି ପାଇଁ ପ୍ରସ୍ତୁତି ଶେଷ: କୋଭିଡ୍ ଲକ୍ଷଣ ଥିଲେ ବି ଦେଇପାରିବେ ଭୋଟ୍, ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ବର, (ଓଡିଶା ଟାଇମ୍): ପିପିଲି ଉପନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ପିପିଲି ନିର୍ବାଚନମଣ୍ଡଳୀରେ ୨୦୧ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ୧୨ଟି ବୁଥ୍ ରେ ଭିଡିଓ କାଷ୍ଟିଂ ବ୍ୟବସ୍ଥା … Read More

ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ

ବଲାଙ୍ଗୀର, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ଜିଲ୍ଲା କୃଷି ଅଧିକାରୀ । ବଲାଙ୍ଗୀର ଜିଲ୍ଲା କୃଷି ଅଧିକାରୀ ହିମାଂଶୁ ଶେଖର ପାଢ଼ୀ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ହିମାଂଶୁଙ୍କୁ କାବୁ କରିଛି … Read More

ଦେଶର ୧୧ଟି ବୃହତ ଶିଳ୍ପ କରିଡରକୁ ଅନୁମୋଦନ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଶିଳ୍ପ କ୍ଷେତ୍ରରେ ଭାରତ ଦ୍ରୁତଗତିରେ ଅଗ୍ରଗତି ହେଉଛି । ବ୍ୟବସାୟୀକ କ୍ଷେତ୍ରକୁ ବିଭିନ୍ନ ବ୍ୟବସାୟ କେନ୍ଦ୍ର ସହିତ ଯୋଡିବା ପାଇଁ ପ୍ରୟାସ ଜାରି ରଖିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ଆଉ ୧୧ଟି ବୃହତ ଶିଳ୍ପ … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଧିରେଧିରେ କମୁଛି। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ  ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ … Read More

କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୫୪୫ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୭ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ … Read More

୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୫୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୨୫୩୦୯ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୧୯ … Read More

ଆଜି ସେପ୍ଟେମ୍ବର ୨୮ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ପଣ ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି । ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ । ଚାଷୀ- … Read More

ବିଜୟଙ୍କୁ ହରାଇ ଭୁବନେଶ୍ୱର କ୍ଳବର ନୂଆ ସଭାପତି ହେଲେ ଅସିତ୍‌ ତ୍ରିପାଠୀ

ଭୁବନେଶ୍ବର,(ଓଡିଶା ଟାଇମ୍): ବାଜିମାତ କରିଲେ  ଅସିତ ତ୍ରିପାଠୀ  ।  ଭୁବନେଶ୍ୱର କ୍ଳବର ସଭାପତି ଭାବେ ମନୋନୀତ ହୋଇଛନ୍ତି ଅବସରପ୍ରାପ୍ତ ଆଇଏସ୍‌  ଅସିତ ତ୍ରିପାଠୀ   । ମୋଟ ୭୭୬ଟି  ଭୋଟ ପାଇ ସେ ଏହି ବିଜୟ ହାସଲ କରିଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦୀ  … Read More

କରୋନାରେ ଚାଲିଗଲା ମହିଳାଙ୍କ ଜୀବନ: ପୁଅ ସହିତ ମିଶି ସ୍ତ୍ରୀ ପାଇଁ ମନ୍ଦିର ତିଆରି କଲେ ସ୍ୱାମୀ

ଭୋପାଲ, (ଓଡିଶା ଟାଇମ୍): ଜଣେ ଥିଲେ ସାହାଜାହାନ ଯିଏ ନିଜ ସ୍ତ୍ରୀ ମୁମତାଜଙ୍କ ପାଇଁ ତାଜମହଲ ତିଆରି କରିଥିଲେ। ସେହିପରି ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କର ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ପତ୍ନୀ ମନ୍ଦିର ତିଆରି କରିଛନ୍ତି। ଘର ବାହାରେ … Read More