କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୫୨୪ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । … Read More

ଦେଶରେ ଚିହ୍ନଟ ହେଲେ ଆଉ ୨୧,୨୫୭ ନୂଆ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧,୨୫୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ କରୋନାରୁ ୨୪,୯୬୩ ଜଣ ସୁସ୍ଥ ହୋଇଛନ୍ତି । କରାଯାଉଥିବା ନମୁନା ପରୀକ୍ଷା ମଧ୍ୟରୁ ସଂକ୍ରମିତ ଚିହ୍ନଟ … Read More

ଆଜିଠୁ ନନ୍ଦନକାନନରେ ଗଡ଼ିବ ଟଏ ଟ୍ରେନ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜିଠୁ ନନ୍ଦନକାନନରେ ଜୀବଜନ୍ତୁଙ୍କ ଗହଣରେ ଟ୍ରେନ୍ ସଫାରୀର ମଜା ନେବେ ପର୍ଯ୍ୟଟକ। ୭ ବର୍ଷ ପରେ ଟ୍ରାକ୍‌ରେ ଗଡ଼ିବ ଟଏ ଟ୍ରେନ୍।  ଚିଡ଼ଆଖାନା ଆସୁଥିବା ପର୍ଯ୍ୟଟକଙ୍କୁ ଏହି ଟ୍ରେନ ଦେବ ବୁଲିବାର ଅଭୂଲା ଅନୁଭୂତି। ଏମ୍‌ସିଏଲର ଆର୍ଥିକ … Read More

ଦେଶର ୫ ହାଇକୋର୍ଟରେ ନିଯୁକ୍ତ ହେଲେ ୯ ନୂଆ ବିଚାରପତି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶର ୯ ଜଣ ବିଚାରପତିଙ୍କୁ ୫ଟି ହାଇକୋର୍ଟରେ ନିଯୁକ୍ତି ପ୍ରଦାନ କରାଯିବା ନେଇ ଗୁରୁବାର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ଗତ ମାସରେ ସୁପ୍ରିମକୋର୍ଟଙ୍କ କଲେଜିୟମ ଦ୍ବାରା ବିଭିନ୍ନ ହାଇକୋର୍ଟ​‌ରେ ଖାଲିଥିବା … Read More

ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୨୪ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୫୨୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୦୫୧୮ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୦୬ … Read More

ଭୂକମ୍ପରେ ଦୋହଲିଲା ଲଦାଖ ଓ ମିଆଁମାର ମାଟି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଲେହ ଲଦାଖ ଓ ମିଆଁମାରରେ ଏକା ସାଙ୍ଗରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଜାତୀୟ ଭୂମିକମ୍ପ କେନ୍ଦ୍ର ଅନୁସାରେ ଲେହ ଲଦାଖରେ ବିଳମ୍ୱିତ ରାତିରେ ୩.୮ ତୀବ୍ରତାରେ କମ୍ପନ ଅନୁଭୂତ ହୋଇଥିଲା । ସେହିଭଳି ମିଆଁମାର … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ପାରିବାରିକ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୩ । ଗୃହିଣୀ- … Read More

ପାଣିରେ ବୁଡ଼ି ନୁହେଁ, ହୃଦ୍‌ଘାତରେ ମରିଛି ଦନ୍ତା

ଭୁବନେଶ୍ବର, (ଓଡିଶା ଟାଇମ୍): ମହାନଦୀ ମୁଣ୍ଡୁଳି ବ୍ୟାରେଜରେ ମୃତ ହାତୀର ଆସିଲା ବ୍ୟବଚ୍ଛେଦ ରିପୋର୍ଟ । ଦୀର୍ଘ ସମୟ ପାଣିରେ ଥିବା ଯୋଗୁଁ ମାନସିକ ଆଘାତ ଲାଗିଥିଲା । ସେଥିଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । … Read More

କାଲଭୈରବ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ

ବାରଣାସୀ, (ଓଡିଶା ଟାଇମ୍): ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଇ ଦିନିଆ ବାରାଣାସୀ ଗସ୍ତରେ ଯାଇଛନ୍ତି। ବୁଧବାର ଦିନ ଯୋଗୀ ବାରାଣାସୀରେ ପହଞ୍ଚି ସନ୍ଧ୍ୟାରେ ଅଧିକାରୀଙ୍କ ସହ ବିକାଶ ଯୋଜନା ଓ ଆଇନ ବ୍ୟବସ୍ଥାକୁ ନେଇ ମାରାଥନ ବୈଠକ କରିଥିଲେ। … Read More

ପାରାଦୀପ ବନ୍ଦରର ନୂତନ ଅଧ୍ୟକ୍ଷ ଭାବେ ପୋଲାମରାଜୁ ଲକ୍ଷ୍ମୀ ହରନାଧ ନିଯୁକ୍ତ

ପାରାଦ୍ବୀପ, (ଓଡିଶା ଟାଇମ୍): ପାରାଦୀପ ବନ୍ଦରରେ ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ହେଲେ ପୋଲାମରାଜୁ ଲକ୍ଷ୍ମୀ ହରନାଧ । ବନ୍ଦର ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ କରିବା ସହିତ ସିଆଇଏସଏଫ୍ ପକ୍ଷରୁ ଗାର୍ଡ଼ ଅଫ୍ ଅନର ଦିଆଯାଇଥିଲା । ତେବେ ପାରାଦୀପ … Read More