ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍ ରେଜଲ୍ଟ, ମୃଦୁଳ ଅଗ୍ରଓ୍ୱାଲ ଟପ୍ପର
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପ୍ରକାଶ ପାଇଲା ଜେଇଇ ଆଡଭାନ୍ସଡ୍ ରେଜଲ୍ଟ । ଯେଉଁ ଛାତ୍ରମାନେ ଗତ ୩ ତାରିଖରେ ଆୟୋଜିତ ପ୍ରବେଶିକା ପରୀକ୍ଷା ଦେଇଥିଲେ ସେମାନେ ଜେଇଇ ଓ୍ୱେବସାଇଟରୁ ନିଜ ନିଜର ପରୀକ୍ଷାଫଳ ଦେଖିପାରିବେ । ଜେଇଇ ଆଡଭାନ୍ସଡ୍ ରେଜଲ୍ଟ ଜାଣିବା … Read More











