ଫିଲପାଇନ୍ସରେ ବଢୁଛି ସାମୁଦ୍ରିକ ବାତ୍ୟା ‘କୋମ୍ପାସୁ’ ମୃତ୍ୟୁ ସଂଖ୍ୟା
ମାନିଲା,( ଓଡିଶା ଟାଇମ୍): ଫିଲପାଇନ୍ସ ସରକାର ଘୂର୍ଣ୍ଣିବାତ୍ୟା କୋମ୍ପାସୁ ଯୋଗୁ ଅନୁନ୍ୟ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ରବିବାର ପୁଷ୍ଟି କରିଛନ୍ତି। ଏବେବି ୧୬ ଜଣ ନିଖୋଜ ଅଛନ୍ତି। ଏଣୁ ହୁଏତ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ତେବେ … Read More











