‘ଖତରୋ କେ ଖିଲାଡ଼ି’: ବିଜେତାଙ୍କୁ ମିଳିଲା ଚମକଦାର୍ ଟ୍ରଫି ସହିତ ଲଗଜରି କାର୍

ଟେଲି ଦୁନିଆର ଷ୍ଟଣ୍ଟ ଭିତିକ ରିଏଲିଟି ଶୋ’ ‘ଖତରୋଁ କେ ଖିଲାଡ଼ି’ ସିଜିନ୍ ୯ ର ବିଜେତା ହୋଇଛନ୍ତି ପୁନିତ୍ । ବିଜେତାର ଟ୍ରଫି ସହ ପୁନିତଙ୍କୁ ମାରୁତି ସୁଜୁକି ସ୍ୱିଫ୍ଟ କାର୍ ଉପହାର ମିଳିଛି । ଏହି ଶୋ’ର ଶେଷ … Read More

ଏକଜିମା ସମସ୍ୟାର ଘରୋଇ ଉପଚାର

ଏକଜିମା ଏକ ଇନଫ୍ଲେମେଟ୍ରି ସ୍କିନ୍ ଡିଜିଜ୍, ଯେଉଁଥିରେ ତ୍ୱଚା ଅତ୍ୟଧିକ ଭାବେ କୁଣ୍ଡେଇ ହେବା ସହିତ ଲାଲ୍ ହୋଇ ଘା ହୋଇଥାଏ । ଅନେକ କ୍ଷେତ୍ରରେ ଏକଜିମା ହେବା ଦ୍ୱାରା ତ୍ୱଚା ଫାଟିଯାଏ ଏବଂ ତ୍ୱଚାରେ କୁଞ୍ଜନ ସୃଷ୍ଟି ହୁଏ । … Read More

ଖରାରେ ଚମକିମ ଚେହେରା, ଆଜିଠାରୁ ଅଭ୍ୟାସରେ ଆଣନ୍ତୁ ଏହି ବିୟୁଟି ଟିପସ

ଖରାଦିନ ଆସିଗଲାଣି । ଖରାରେ ସବୁଠାରୁ ବେଶୀ ପ୍ରଭାବିତ ହୋଇଥାଏ ଚେହେରା ଓ କେଶ । ଖରାଦିନେ ତ୍ୱଚା ଜନିତ ବିଭିନ୍ନ ସମସ୍ୟା ଅଧିକ ଭାବେ ଦେଖାଦେଇଥାଏ । ତେବେ ଏଥିରୁ ମୁକ୍ତି ପାଇବାକୁ ହେଲେ ଆପଣ କିଛି ବିୟୁଟି ଟିପସ … Read More

ଅମ୍ବାନୀ ପରିବାରରେ ଆଉ ଏକ ବିବାହ: ଜୀବନସାଥି ହେଲେ ଲଭବାର୍ଡ଼ ଆକାଶ-ଶ୍ଲୋକା

ଭାରତର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବିବାହ ଉତ୍ସବ ଏକ ରାଜକୀୟ ପରିବେଶ ମଧ୍ୟରେ ମୁମ୍ବାଇର ଜିଓ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା । ପ୍ରଖ୍ୟାତ ହିରା ବ୍ୟବସାୟୀ ରସେଲ୍ ମେହେତାଙ୍କ ଝିଅ ଶ୍ଲୋକାଙ୍କ ସହିତ ଆକାଶ … Read More

ହଲିଉଡ୍ ଫିଲ୍ମର ରିମେକରେ ଅମୀର୍

‘ଠଗସ ଅଫ୍ ହିନ୍ଦୁସ୍ତାନ୍’ର ବିଫଳତା ପରେ ମିଷ୍ଟର୍ ପରଫେକ୍ଟ ଅମୀର୍ ଖାନ୍ ଏକ ରକମ ଭାଙ୍ଗି ପଡ଼ିଥିବାର ଦେଖିବାକୁ ମିଳିଥିଲା । କିଛି ଦିନ ପର୍ଯ୍ୟନ୍ତ ନିରାଶା ଭାବ ଅମୀର୍ଙ୍କ ଚେହେରାରେ ସ୍ପଷ୍ଟ ପ୍ରତୀୟମାନ ହେଉଥିଲା । କିନ୍ତୁ ଏବେ ଅମୀର୍ଙ୍କ … Read More

ନିର୍ଦ୍ଧାରିତ ସମୟ ପୂର୍ବରୁ ରିଲିଜ୍ ହେବ ‘କଳଙ୍କ’, ଜାଣନ୍ତୁ କାରଣ

କରଣ ଜୋହରଙ୍କ ମଲଟିଷ୍ଟାରର୍ ଫିଲ୍ମ ‘କଳଙ୍କ’ ନିର୍ଦ୍ଧାରିତ ସମୟ ପୂର୍ବରୁ ସିନେମାଘରକୁ ଆସିବ ବୋଲି ଖବର ମିଳିଛି । ବରୁଣ ଧୱନ୍ ଓ ଆଲିଆଙ୍କ ଅଭିନୀତ ଏହି ଫିଲ୍ମ ଆସନ୍ତା ୧୯ ତାରିଖରେ ରିଲିଜ୍ ହେବାର ପ୍ଲାନିଙ୍ଗ୍ ଥିଲା । କିନ୍ତୁ … Read More

ଓମେନ୍ସ ଡେ’କୁ ନେଇ ଆୟୁଷ୍ମାନଙ୍କ କବିତା ଭିଡିଓ ଭାଇରାଲ୍

ଚାରିଆଡ଼େ ‘ମହିଳା ଦିବସ’କୁ ଧୁମଧାମରେ ପାଳନ କରାଯାଉଥିବାବେଳେ ବଲିଉଡ୍ ମଧ୍ୟ ପଛରେ ନାହିଁ । ବଲିଉଡ୍ ତାରକା ନିଜ ନିଜ ଢଙ୍ଗରେ ମହିଳା ଦିବସର ମେସେଜ୍ ଓ ଶୁଭକାମନା ଜଣାଇଥିବାବେଳେ ଦକ୍ଷ ଅଭିନେତା ଆୟୁଷ୍ମାନ୍ ଖୁରାନା ଟିକେ ନିଆରା ଅନ୍ଦାଜରେ ମହିଳା … Read More

ଆକାଶ-ଶ୍ଲୋକାଙ୍କ ବିବାହ ଉତ୍ସବ ଆରମ୍ଭ, ପ୍ରଥମ ଭିଡିଓ ଭାଇରାଲ୍

ଅମ୍ବାନୀ ପରିବାରରେ ଏବେ ଆକାଶଙ୍କର ରାଜକୀୟ ବିବାହ ଉତ୍ସବର ବିଭିନ୍ନ ରୀତିନୀତି ଆରମ୍ଭ ହୋଇସାରିଛି । ୭ ଫେବୃୟାରୀରେ ଅମ୍ବାନୀ ପରିବାର ପକ୍ଷରୁ ଅନାଥ ଶିଶୁଙ୍କ ପାଇଁ ‘ଅନ୍ନ ସେବା’ କାର୍ଯ୍ୟକ୍ରମ ହୋଇଥିଲା, ଯାହାର ଫଟୋ ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ଥିଲା … Read More

ବଦଲା: ମୁଭି ରିଭ୍ୟୁ

ଏଥର ଫ୍ରାଇଡେ ରିଲିଜରେ ସିନେମା ଘରକୁ ଆସିଛି ମେଗାଷ୍ଟାର୍ ବିଗ୍ ବି ଓ ସୁନ୍ଦରୀ ତାପସୀ ପନ୍ନୁଙ୍କ ଅଭିନୀତ ‘ବଦଲା’ । ଏହି ସସପେନ୍ସ ଥ୍ରୀଲର୍ ଏକ ମର୍ଡ଼ର୍ ମିଷ୍ଟ୍ରୀକୁ ନେଇ ଗତିଶୀଳ । ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର … Read More

‘କେବିସି’ରେ ସାରା

‘କେଦାରନାଥ୍’ରୁ ବଲିଉଡ୍ରେ ପାଦ ଥାପିଥିବା ସାରା ଇତିମଧ୍ୟରେ ଜଣେ ନାମୀ ଦାମୀ ଅଭିନେତ୍ରୀ ଭାବେ ନାଁ କମାଇ ସାରିଛନ୍ତି । ରଣବୀର୍ ସିଂଙ୍କ ସହିତ ‘ସିମ୍ବା’ରେ ସ୍କ୍ରୀନ୍ ସେୟାର୍ କରିବା ପରେ ସାରାଙ୍କ ଷ୍ଟାରଡମ୍ ଦ୍ୱିଗୁଣିତ ହୋଇଥିଲା । କିନ୍ତୁ ଆପଣ … Read More