ବାୟୋପିକ୍ ପାଇଁ ଫି’ ବଢାଇଲେ କଙ୍ଗନା

କିଛିଦିନ ତଳେ ଖବର ଆସିଥିଲା ଯେ ତାମିଲନାଡ଼ୁର ସିଏମ୍ ଜୟଲଳିତାଙ୍କ ବାୟୋପିକ୍ ପରଦା ଉପରକୁ ଆସିବ ଏବଂ ଏଥିପାଇଁ କଙ୍ଗନା ରଣାୱତଙ୍କୁ ସାଇନ୍ କରାଯାଇଛି । କଙ୍ଗନାଙ୍କ ଜନ୍ମଦିନରେ ଏହି ଖୁସି ଖବର ସେୟାର୍ କରାଯାଇଥିଲା । ଏଭଳି ଏକ ଖବରରେ … Read More

ଖରାଦିନେ ପାଦର ଯତ୍ନ

ଖରାଦିନେ ଅଧିକ ଝାଳ ଓ ଧୁଳି ପାଇଁ ପାଦ ଅଧିକ ସଂକ୍ରମିତ ହୋଇଥାଏ । ୱାର୍କଆଉଟ୍ କରିବା ସମୟରେ ଟାଇଟ୍ ବୁଟ୍ ପିନ୍ଧବା ଦ୍ୱାରା ପାଦରେ ଫୋଟକା ହେବା କିମ୍ବା ଲାଲ୍ ପଡ଼ିଯାଇ ଜଳାପୋଡ଼ା ହେବା ଭଳି ସମସ୍ୟା ଦେଖାଯାଏ । … Read More

ସନ୍ଧ୍ୟା ପରେ କାହାକୁ ଦିଅନ୍ତୁ ନାହିଁ ଏହି ୪ଟି ଜିନିଷ, ଆସିପାରେ ଦାରିଦ୍ର‌୍ୟତା

ଅନେକ ସମୟରେ ଆମେ ଅଜାଣତରେ ଏଭଳି କିଛି ଭୁଲ୍ କରିବସୁ, ଯାହାଦ୍ୱାରା ପରିବାରରେ ଆର୍ଥିକ ସଙ୍କଟ ଦେଖାଦେଇଥାଏ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଏଭଳି କିଛି କାମ ରହିଛି ଯାହାକୁ ସକାଳେ ଓ ସନ୍ଧ୍ୟାରେ କରିବା ଉଚିତ୍ ନୁହେଁ । ସନ୍ଧ୍ୟା … Read More

ଫିଲ୍ମ ଫେୟାର୍ ଆୱାର୍ଡ଼ ୨୦୧୯, ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ, ରଣବୀର୍ ଶ୍ରେଷ୍ଠ ଅଭିନେତା

ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଚଳିତବର୍ଷର ଫିଲ୍ମ ଫେୟାର୍ ଆୱାର୍ଡ଼ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରେଡ୍ କାର୍ପେଟ୍ରେ ବି ଟାଉନ୍ର ତାରକାମାନଙ୍କର ଜଲୱା ଥିଲା ଆଖିଝଲସା । ମନୋରଞ୍ଜନ ଜଗତର ବିଭିନ୍ନ କ୍ଷେତ୍ରରେ ତାରକାମାନଙ୍କୁ ସେମାନଙ୍କର ଦକ୍ଷ ଓ ସର୍ବଶ୍ରେଷ୍ଠ … Read More

ଚର୍ଚ୍ଚାରେ ପିସିଙ୍କ ଆଉଟଫିଟ୍, ଦାମ୍ ୪ ଲକ୍ଷ ଟଙ୍କା

ପ୍ରଶଂସକ ମହଲରେ ଗ୍ଲୋବାଲ୍ ତାରକା ବୋଲାଉଥିବା ପ୍ରିୟଙ୍କା ଚୋପ୍ରା ଏବେ ଏକ ଡ୍ରେସ୍ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ପର୍ସନାଲ୍ ହେଉ କିମ୍ବା ପ୍ରୋଫେସନ୍ ଲାଇଫ, କୌଣସି ନା କୌଣସି କାରଣ ପାଇଁ ସବୁବେଳେ ଲାଇମଲାଇଟରେ ରହୁଥିବା ପିସିଙ୍କ ଏକ ଫଟୋ … Read More

ବଦଳିଲା ‘ପତି ପତ୍ନୀ ଔର୍ ୱୋ’ର ରିଲିଜ୍ ଡେଟ୍

କାର୍ତିକ ଆର୍ଯ୍ୟନ୍, ଭୂମି ପେଡନେକର୍ ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଅପକମିଙ୍ଗ୍ ଫିଲ୍ମ ‘ପତି ପତ୍ନୀ ଔର୍ ୱୋ’ର ରିଲିଜ୍ ତାରିଖରେ କିଛି ପରିବର୍ତ୍ତନ କରାଯାଇଥିବାର ଖବର ମିଳିଛି । ନିକଟରେ ଫିଲ୍ମ ସମ୍ପର୍କିତ ଷ୍ଟାରକାଷ୍ଟ୍ ଓ କିଛି ଲୁକ୍ର ଫଟୋ … Read More

ଲିକ୍ ହେଲା ‘ମଲଙ୍ଗ’ର ସୁଟିଂ ସେଟର କିଛି ଫଟୋ, ଭାଇରାଲ୍ ପରେ ବଢୁଛି ଫିଲ୍ମ ପ୍ରତି କ୍ରେଜ୍

ବି ଟାଉନର ଆଗାମୀ ଫିଲ୍ମ ‘ମଲଙ୍ଗ’ରେ ପ୍ରଥମ ଥର ପାଇଁ ଦିଶା ପଟାନୀ ଓ ଆଦିତ୍ୟ ରାୟ କାପୁରଙ୍କ ଅନସ୍କ୍ରୀନ୍ ରୋମାନ୍ସ ଦେଖିବାକୁ ମିଳିବ । ଏହି ଖବର ପରେ ସିନେପ୍ରେମୀ ଖୁବ୍ ଉତ୍ସାହର ସହିତ ଫିଲ୍ମର ମୁକ୍ତିଲାଭ ତାରିଖକୁ ଅପେକ୍ଷା … Read More

ଜୟଲଳିତାଙ୍କ ଭୂମିକାରେ କଙ୍ଗନା

କଙ୍ଗନାଙ୍କ ଜନ୍ମଦିନ ଅବସରରେ ପ୍ରଶଂସକ ମହଲରେ ଏକ ଜବରଦସ୍ତ ଖବର ଶୁଣିବାକୁ ମିଳୁଛି । ‘ମଣିକର୍ଣ୍ଣିକା’ର ସଫଳତା ପରେ ସେ ଆଉ ଏକ ବାୟୋପିକରେ ଅଭିନୟ କରିବାକୁ ଯାଉଛନ୍ତି । ତାମିଲନାଡ଼ୁର ସିଏମ୍ ଜୟଲଳିତାଙ୍କ ଜୀବନୀକୁ ନେଇ ଏକ ବାୟୋପିକ୍ ନିର୍ମିତ … Read More

ବୁଧବାର ଦିନ ରଖନ୍ତୁ ବ୍ରତ, ଦୂର ହେବ ଆର୍ଥିକ ସଙ୍କଟ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବାରର ମହତ୍ୱ ଓ ଗୁରୁତ୍ୱ ରହିଛି । ଅର୍ଥ ସମ୍ବନ୍ଧୀୟ ଯେ କୌଣସି ସମସ୍ୟାର ସମାଧାନ ପାଇଁ ବୁଧବାର ହେଉଛି ପ୍ରକୃଷ୍ଟ ଦିନ । ଏହିଦିନ ଆପଣ ବ୍ରତ ରଖିବା ଦ୍ୱାରା ସମସ୍ତ ପ୍ରକାର ଆର୍ଥିକ ସଙ୍କଟ … Read More

ଟାଟୁ କରିବା ପରେ ତ୍ୱଚାର ଏକ୍ସଟ୍ରା କେୟାର୍ ନେବେ କେମିତି, ଜାଣନ୍ତୁ

ଟାଟୁ ବନାଇବା ଆଜିକାଲିର ଫ୍ୟାଶନ୍ ଟେଣ୍ଡର ଏକ ଅବିଛେଦ୍ୟ ଅଙ୍ଗ । କିନ୍ତୁ ଟାଟୁ କରିବା ପରେ ତ୍ୱଚାର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ, ନଚେତ୍ ଏହାଦ୍ୱାରା ତ୍ୱଚା ସଂକ୍ରମଣର ଆଶଙ୍କା ୯୦ ପ୍ରତିଶତ ବଢିଯାଇଥାଏ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀମାନେ କହିଛନ୍ତି । … Read More