ଖରାଦିନେ ମୁଣ୍ଡବିନ୍ଧା ଓ ସନଷ୍ଟ୍ରୋକ୍ ଦୂର କରିବା ପାଇଁ ସରଳ ଟିପ୍ସ

ଖରାର ପ୍ରକୋପ ଧୀରେ ଧୀରେ ବଢିବାରେ ଲାଗିଛି । ଏହା ସହିତ ବଢିଚାଲିଛି ସ୍ୱାସ୍ଥ୍ୟଗତ ବିଭିନ୍ନ ସମସ୍ୟା । ଅତ୍ୟଧିକ ଖରା ଯୋଗୁଁ ସନଷ୍ଟ୍ରୋକ୍ ହେବା କିମ୍ବା ମୁଣ୍ଡବିନ୍ଧା ସମସ୍ୟା ଅଧିକ ଦେଖାଯାଏ । ଏଥିରୁ ମୁକ୍ତି ପାଇବା ପାଇଁ ବାହାରକୁ … Read More

ଭାତ ରାନ୍ଧିବା ପୂର୍ବରୁ କରୁଛନ୍ତି କି ଏହି ଭୁଲ୍, ହୋଇପାରେ ଅଶୁଭ

ଆମର ଶାସ୍ତ୍ର ପୁରାଣରେ ରାନ୍ଧିବା ଶୈଳୀ ସମ୍ପର୍କରେ ଅନେକ ବିଧିବିଧାନ ଲେଖା ଅଛି । ସେଥି ମଧ୍ୟରୁ କିଛି ନିୟମ ରହିଛି, ଯାହାକୁ ଆମେ ପ୍ରତିଦିନ ଆପଣାଇଥାଉ । କିନ୍ତୁ ଅନେକ ସମୟରେ ଅଜାଣତରେ ଏଭଳି କିଛି ଭୁଲ୍ ହୋଇଯାଏ, ଯାହାକି … Read More

‘ମର୍ଦ୍ଦାନୀ୨’ର ସୁଟିଂ ଆରମ୍ଭ, ଦମଦାର୍ ଲୁକରେ ରାନୀ

ଅନେକ ଦିନର ବ୍ୟବଧାନ ପରେ ‘ମର୍ଦ୍ଦାନୀ୨’ ମାଧ୍ୟମରେ ରାନୀ ମୁଖାର୍ଜି ପୁଣିଥରେ ବଡ଼ ପରଦାକୁ ଫେରୁଛନ୍ତି । ଏହାର ସୁଟିଂ ଆରମ୍ଭ ହୋଇଯାଇଛି ଏବଂ ସୁଟିଂ ସେଟରୁ ରାନୀଙ୍କ ଫାଷ୍ଟ୍ ଲୁକ୍ ସାମନାକୁ ଆସିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା … Read More

ଆଉ ଏକ କୋରିଆନ୍ ଫିଲ୍ମର ହିନ୍ଦୀ ରିମେକ୍ କରିବେ ସଲ୍ଲୁ

ସଲ୍ଲୁଙ୍କ ଆଗାମୀ ଫିଲ୍ମ ‘ଭାରତ’ର ସୁଟିଂ ସରିଯାଇଛି ଏବଂ ସେ ଏବେ ‘ଦବଙ୍ଗ ୩’ ଓ ‘ଇନସାଆଲ୍ଲା’ର ସୁଟିଂ ପାଇଁ ପୂର୍ବ ପ୍ରସ୍ତୁତି କରୁଛନ୍ତି ବୋଲି ଖବର ଶୁଣିବାକୁ ମିଳିଥିଲା । ଇତିମଧ୍ୟରେ ସଲ୍ଲୁ ତାଙ୍କର ଆଉ ଏକ ପ୍ରୋଜେକ୍ଟ ଉପରୁ … Read More

ସଫଳତା ଆଣିଦେବ ଗୋଲମରିଚ

ଅନେକ ସମୟରେ ଆମେ ଯେତେ ଚେଷ୍ଟା କଲେ ମଧ୍ୟ କିଛି କାମ ସମ୍ପୂର୍ଣ୍ଣ ହୋଇପାରେ ନାହିଁ । କିମ୍ବା କିଛି କାମରେ ବାରମ୍ବାର ବାଧା ଉପୁଜିଥାଏ । କୌଣସି କାମ ଖୁବ୍ କଷ୍ଟରେ ସମ୍ପୂର୍ଣ୍ଣ ହେଲେ ମଧ୍ୟ ସେଥିରେ ପୂର୍ଣ୍ଣ ଭାବେ … Read More

ପାଣିରେ ମିଶାଇ ପିଅନ୍ତୁ ଏହି ଜିନିଷ, ଖରାଦିନେ ଚମକିବ ଚେହେରା

ଧୀରେ ଧୀରେ ଖରା ବଢିଚାଲିଛି । ଏମିତି ସମୟରେ ଚେହେରା ଓ କେଶ ଜନିତ ସମସ୍ୟା ଅଧିକ ଦେଖାଦେଇଥାଏ । ଖରାଦିନରେ ଚମକଦାର୍ ତ୍ୱଚା ପାଇବାକୁ ହେଲେ ଆପଣଙ୍କୁ ନିଶ୍ଚିତଭାବେ ବିୟୁଟି ପାର୍ଲରର ସାହାରା ନେବାକୁ ପଡ଼ିଥାଏ । କିନ୍ତୁ ପାର୍ଲର୍ରେ … Read More

ନିର୍ଦ୍ଧାରିତ ସମୟ ପୂର୍ବରୁ ରିଲିଜ୍ ହେବ ‘ପାଗଲପନ୍ଥୀ’

ଅନେକ ଦିନର ବ୍ୟବଧାନ ପରେ ଜନ୍ ଆବ୍ରାହମ୍ ବଡ଼ ପରଦାକୁ ଫେରିଛନ୍ତି । ଜନଙ୍କ ଲେଉଟାଣୀ ପ୍ରଶଂସକ ମହଲରେ ଖୁସିର ଲହରି ଖେଳାଇ ଦେଇଛି । ଏହି ଖୁସିକୁ ଦ୍ୱିଗୁଣିତ କରିଛି ଜନ୍ ଆଗାମୀ ଫିଲ୍ମ ‘ର’ । ଏହି ଫିଲ୍ମରେ … Read More

‘ଜଙ୍ଗଲି’ର ମୋସନ୍ ପୋଷ୍ଟର୍ ରିଲିଜ୍, ଦମଦାର୍ ଲୁକରେ ବିଦ୍ୟୁତ୍ ଜାମୱାଲ୍

ଆଉ ଦିନ କେଇଟା ପରେ ଆକ୍ସନ୍ ହିରୋ ବିଦ୍ୟୁତ୍ ଜାମୱାଲଙ୍କ ଅଭିନୀତ ଫିଲ୍ମ ‘ଜଙ୍ଗଲି’ ମୁକ୍ତିଲାଭ କରିବ । ଏମିତି ସମୟରେ ଫିଲ୍ମର ଏକ ନୂଆ ମୋସନ୍ ପୋଷ୍ଟର୍ ରିଲିଜ୍ କରାଯାଇଛି । ଏହି ପୋଷ୍ଟରକୁ ବିଦ୍ୟୁତ୍ ନିଜ ଟ୍ୱିଟର୍ ଆକାଉଣ୍ଟ୍ … Read More

‘ଛପାକ୍’ର ଫାଷ୍ଟଲୁକ୍ ରିଲିଜ୍, ଚିହ୍ନି ହେଉନି ଦୀପିକାଙ୍କୁ

ବଲିଉଡ୍ ମସ୍ତାନୀ ଦୀପିକା ପାଦୁକୋନଙ୍କ ଅପକମିଙ୍ଗ୍ ଫିଲ୍ମ ‘ଛପାକ୍’ର ଫାଷ୍ଟଲୁକ୍ ରିଲିଜ୍ କରାଯାଇଛି । ଏହି ପୋଷ୍ଟରରେ ଦୀପିକାଙ୍କ ଲୁକ୍ ସିନେପ୍ରେମୀଙ୍କ ସହିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଫିଲ୍ମର କାହାଣୀ ଏସିଡ୍ ପୀଡ଼ିତା ଲକ୍ଷ୍ମୀ ଅଗ୍ରୱାଲଙ୍କ ନେଇ ରଚନା କରାଯାଇଛି … Read More

‘ଦ ତାଶକେଣ୍ଟ୍ ଫାଇଲ୍’ର ଟ୍ରେଲର୍ ରିଲିଜ୍, ଦମଦାର୍ ଲୁକରେ ନଜର ଆସିଲେ ସମସ୍ତ କଳାକାର

ଦିନକୁ ଦିନ ବଲିଉଡ୍ରେ ବାୟୋପିକର ଧାରା ବଢିବଢି ଚାଲିଛି । କାହିଁକି ବା ନହେବ । ନୂଆ ରୁଚି ଅନୁଯାୟୀ କମରସିଆଲ୍ ଫିଲ୍ମ ଅପେକ୍ଷା ବାୟୋପିକକୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି ଏବଂ ବକ୍ସ ଅଫିସ୍ରେ ବାୟୋପିକର ବ୍ୟବସାୟ ମଧ୍ୟ ଅଧିକ … Read More