ଆଉ ଏକ ରେକର୍ଡ଼: ୱାଲର୍ଡ଼ ବୁକ୍ ଅଫ୍ ରେକର୍ଡ଼ ଲଣ୍ଡନରେ କପିଲ୍ ଶର୍ମା
ଟେଲି ଦୁନିଆର କମେଡ଼ି ତାରକା କପିଲ୍ ଶର୍ମାଙ୍କ ପ୍ରଶଂସକଙ୍କ ପାଇଁ ଆସିଯାଇଛି ଖୁସି ଖବର । ଦେଶବିଦେଶର ଅନେକ ଦର୍ଶକଙ୍କୁ ହସର ଖୋରାକ ଯୋଗାଉଥିବା କପିଲଙ୍କ ନାମ ୱାଲର୍ଡ଼ ବୁକ୍ ଅଫ୍ ରେକର୍ଡ଼ ଲଣ୍ଡନରେ ଲିପିବଦ୍ଧ କରାଯାଇଛି । ଭାରତର ସବୁଠାରୁ … Read More











