ତାପସୀଙ୍କ ‘ରଶ୍ମୀ ରକେଟ୍’ର ମୋସନ୍ ପୋଷ୍ଟର୍ ରିଲିଜ୍
ତାପସୀ ପନ୍ନୁଙ୍କ ତୃତୀୟ କ୍ରିଡ଼ାଭିତ୍ତିକ ଫିଲ୍ମ ଭାବେ ‘ରଶ୍ମୀ ରକେଟ୍’ର ମୋସନ୍ ପୋଷ୍ଟର୍ ରିଲିଜ୍ କରାଯାଇଛି । ଏଥିରେ ତାପସୀ ଗୁଜରାଟର କଚ୍ଛରେ ଦୌଡ଼ୁଛନ୍ତି ଏବଂ ସେ କିଛି ସମୟ ପରେ ରନିଙ୍ଗ୍ ଟ୍ରାକରେ ପହଞ୍ଚୁ ଥିବାର ଦେଖିବାକୁ ମିଳିଛି । … Read More











