ଧନତରାସରେ କିଣନ୍ତୁ ଏହି ୫ଟି ଜିନିଷ, ଦେଖନ୍ତୁ ଚମତ୍କାର
ଆଉ କିଛି ଦିନ ପରେ ଆସିବ ଧନତରାସ୍ ପର୍ବ । ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନାର ବିଶେଷ ପର୍ବ ଦୀପାବଳିର ଦୁଇଦିନ ପୂର୍ବରୁ ଭଗବାନ ଶ୍ରୀବିଷ୍ଣୁ ସଂସାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଧନ୍ୱନ୍ତରୀର ଅବତାର ନେଇଥିଲେ । ସେହି ଦିନକୁ ଧନତରାସ୍ … Read More











