ଏସିଆନ୍ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ ହେଲା ମନୋଜଙ୍କ ଫିଲ୍ମ
ଗତ ବର୍ଷ ରିଲିଜ୍ ହୋଇଥିବା ମନୋଜ ବାଜପେୟୀଙ୍କ ଅଭିନୀତ ‘ଭୋଁସଲେ’କୁ ଏସିଆନ୍ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ କରାଯାଇଛି । ବାର୍ସିଲୋନାରେ ଅନୁଷ୍ଠିତ ଏହି ଉତ୍ସବରେ ‘ଭୋଁସଲେ’କୁ ‘ବେଷ୍ଟ୍ ସ୍କ୍ରିନ୍ ପ୍ଲେ’ ଓ ‘ବେଷ୍ଟ୍ ଡାରେକ୍ଟର୍’ ଆୱାର୍ଡ଼ ମିଳିଛି । ବିସ୍ଥାପିତମାନଙ୍କ ଜୀବନ … Read More











