୪ଟି ରାଜ୍ୟ କମାଇଲେ ପେଟ୍ରୋଲ୍‌-ଡିଜେଲ୍‌ ମୂଲ୍ୟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦିନକୁ ଦିନ ହୁ ହୁ ହୋଇ ପେଟ୍ରୋଲ୍‌-ଡିଜେଲ୍‌ର ମୂଲ୍ୟ ବଢ଼ି ବଢ଼ି ଚାଲିଛି । କିଛି କିଛି ରାଜ୍ୟରେ ଏହା ଶତକ ମଧ୍ୟ ପାର କଲାଣି । ତୈଳ ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ବର୍ତ୍ତମାନ ଧର୍ମ … Read More

ବିଦ୍ୟାଳୟରେ କଡାକଡି ପାଳନ ହେବ କୋଭିଡ ନିୟମାବଳୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ହେଉଥିବାରୁ ପୁଣି ବିଭିନ୍ନ ରାଜ୍ୟରେ ଲକଡାଉନ ଫେରିଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କୋଭିଡ ନିୟମାବଳୀକୁ କଡାକଡି ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ପରିସ୍ଥିତିରେ … Read More

ଭଦ୍ରକରେ ଜଣେ ମହାରାଷ୍ଟ୍ର ଫେରନ୍ତାଙ୍କୁ ନେଇ ଟେନସନ୍ : ହେଲା କୋଭିଡ୍ ପରୀକ୍ଷା, ଜଣାପଡିନି କେଉଁ ଷ୍ଟ୍ରେନ୍

ଭଦ୍ରକ, (ଓଡିଶା ଟାଇମ୍) :ରାଜ୍ୟରେ କରୋନାର ଦ୍ବିତୀୟ ଲହର ଆଶଙ୍କା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି କରୋନାର ନୂଆ ଷ୍ଟ୍ରେନ୍ ନେଇ ମହାରାଷ୍ଟ୍ର ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଭଦ୍ରକର ଜଣେ … Read More

ବଢୁଛି କୋଭିଡ଼ ସଂକ୍ରମଣ, ପୁଣି ଫେରିଲା ନାଇଟ୍‌ କର୍ଫ୍ୟୁ ;୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ

ମୁମ୍ବାଇ, (ଓଡିଶା ଟାଇମ୍) :କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ପୁଣି ଫେରିଲା ନାଇଟ କର୍ଫ୍ୟୁ । ପୁଣେରେ ଆଜିଠୁ ଜାରି ହେବ ନାଇଟ କର୍ଫ୍ୟୁ । ରାତି ୧୧ଟାରୁ ସକାଳ ୬ଟା ଯାଏ କଟକଣା ଜାରି ରହିବ । କେବଳ ଅତ୍ୟାବଶ୍ୟକ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୯ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୬୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୭୦୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

କଟକରେ କଡାକଡି ହେଲା କୋଭିଡ୍‌ ଗାଇଡ୍‌ ଲାଇନ୍‌: ବିଜ୍ଞପ୍ତି ଜାରି କଲା କଟକ ମହାନଗର ନିଗମ

କଟକ, (ଓଡିଶା ଟାଇମ୍) :କଟକରେ କଡାକଡି ହେଲା କୋଭିଡ୍ ଗାଇଡ୍‌ଲାଇନ୍ସ। ଦୋକାନ, ବଜାର, କର୍ମକ୍ଷେତ୍ର, ପର୍ଯ୍ୟଟନସ୍ଥଳୀମାନଙ୍କରେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତା ବାଧ୍ୟତାମୂଳକ। ନିୟମ ଉଲଂଘନ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏ  ନେଇ ବିଜ୍ଞପ୍ତି ଜାରି କଲା କଟକ … Read More

ଆଜି ଆସିବ ରାଜ୍ୟ ବଜେଟ୍, ରାଜ୍ୟର ଆୟ ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ଆସିବ ରାଜ୍ୟ ବଜେଟ୍ । ୨୦୨୧- ୨୨ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ । ଅପରାହ୍ନରେ ବିଧାନସଭାରେ ପେପରଲେସ ବଜେଟ ଉପସ୍ଥାପନ ହେବ । ଏଥର ବଜେଟ … Read More

ଆଜି ଫେବୃୟାରୀ ୨୨ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛ

ମେଷ ପୂର୍ବଆଲୋଚନା କ୍ରମରେ ଘରର କେତେକ ରହିଯାଇଥିବା କାମକୁ କରିବା ସକାଶେ ଚିନ୍ତା କରିପାରନ୍ତି । ପଡୋଶୀଙ୍କ ସହ ବିଭିନ୍ନ ଆଲୋଚନାରେ ସମୟ କଟାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ । ଚାଷୀ- ଜଳବାୟୁ ବିଷୟରେ … Read More

ମାଳଦ୍ବୀପକୁ ୫ କୋଟି ଡଲାର ପ୍ରତିରକ୍ଷା ଋଣ ଯୋଗାଇବ ଭାରତ

ମାଲେ , (ଓଡିଶା ଟାଇମ୍) : ଭାରତ ସର୍ବଦା ମାଳଦ୍ବୀପର ଏକ ଭରସାଯୋଗ୍ୟ ପ୍ରତିରକ୍ଷା ସହଯୋଗୀ ରହିବ ବୋଲି ଦୁଇ ଦିନିଆ ମାଳଦ୍ବୀପ ଗସ୍ତରେ ଆସିଥିବା ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ରବିବାର କହିଛନ୍ତି। ଭାରତ ମାଳଦ୍ବୀପ ସହିତ ୫ କୋଟି … Read More

ଆବଶ୍ୟକ ପଡିଲେ ସ୍ଥିତିର ତର୍ଜମା କରାଯିବ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :କରୋନାର ନୂଆ ଷ୍ଟ୍ରେନ୍‌କୁ ଦେଶର କେତେକ ରାଜ୍ୟରେ ଭୟର ବାତାବାରଣ ଖେଳି ଯାଇଛି। ସଂପୃକ୍ତ ରାଜ୍ୟମାନଙ୍କରେ ପୁଣି ଲକଡାଉନ୍ ଫେରିଛି। ଏ ନେଇ ରାଜ୍ୟ  ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ପ୍ରତିକ୍ରିୟା ସାମ୍ନାକୁ … Read More