୨୪ରେ ଆସିବେ ବ୍ରାଜିଲ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସକୁ ମଝିରେ ଆଉ ୪ ଦିନ ରହିଲା। ଆସନ୍ତା ରବିବାର ସାରା ଦେଶରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ/ଗଣତନ୍ତ୍ର ଦିବସ ବା ରିପବ୍ଲିକ୍‌ ଡେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ରାଜଧାନୀ ଦିଲ୍ଲୀରେ ଯବାନଙ୍କ ସମେତ ବିଭିନ୍ନ ସୁରକ୍ଷାବଳ … Read More

ଶରଣାର୍ଥୀଙ୍କ ଦୁଃଖ ଅନୁଭବ କରିଛି…

ଭୁବନେଶ୍ୱର(ଓଟି): ସିଏଏକୁ ମୁଁ ଠିକ୍‌ରେ ବୁଝିପାରିଛି। ଶରଣାର୍ଥୀଙ୍କ ଦୁଃଖ କଣ ଅନୁଭବ କରିପାରିଛି। କାରଣ ମୋ ବାପା ହେଉଛନ୍ତି ବାଂଲାଦେଶର। ଆଜି ମୋ ବାପା ବଞ୍ଚିଥିଲେ ଖୁବ୍ ଖୁସି ହୋଇଥାନ୍ତେ। ତେବେ କେତେକ ଲୋକେ ଏହାକୁ କାହିଁକି ବିରୋଧ କରୁଛନ୍ତି ତାହା … Read More

ଦାନରେ ଶ୍ରଦ୍ଧାଳୁ ଦେଲେ ୩୫ କେଜି ସୁନା

ମୁମ୍ବାଇ(ଓଟି): ଧନୀ ଓ ଦୟାବାନ ବ୍ୟକ୍ତିମାନେ ବିଭିନ୍ନ ସମୟରେ ଦାନଧର୍ମ କରୁଥିବା ଆମେ ଶୁଣି ଆସିଛେ। ବିଭିନ୍ନ ଧର୍ମାନୁଷ୍ଠାନ ଓ ଅସହାୟଙ୍କୁ ଲୋକେ ଦାନ କରିଥାନ୍ତି। ତେବେ ଜଣେ ସାଧାରଣ ଭାବେ କେତେ ମୂଲ୍ୟ ଦାନ କରିପାରେ? ଜଣଙ୍କ ଭାବନାଠାରୁ ନିହାତି … Read More

ସୁରାଟକୁ ଉଡ଼ିଲା ଜାହାଜ

ଭୁବନେଶ୍ୱର(ଓଟି): ଭୁବନେଶ୍ୱରରୁ ସୁରାଟକୁ ଆଜି ଜାହାଜ ଉଡ଼ିଛି। ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ଆଜି ୮୧ ଜଣ ଯାତ୍ରୀଙ୍କୁ ନେଇ ସକାଳ ୮ଟା ୪୦ରେ ସୁରାଟ ଅଭିମୁଖେ ଉଡାଣ କରିଥିଲା। ସପ୍ତାହର ସୋମବାର ଓ ଗୁରୁବାର ଭୁବନେଶ୍ୱର-ସୁରାଟ ଏବଂ … Read More

ନାମାଙ୍କନରୁ ସିଧା ଦାୟିତ୍ଵ: ଜେପି ନଡ୍ଡା ବିଜେପି ସଭାପତି

ନୂଆଦିଲ୍ଲୀ: ଓଡ଼ିଶା ଭଳି ଝଲକ ଦେଖିବାକୁ ମିଳିଛି ବିଜେପିର ରାଷ୍ଟ୍ରୀୟ ନିର୍ବାଚନୀ କ୍ଷେତ୍ରରେ। କିଛିଦିନ ତଳେ ରାଜ୍ୟ ବିଜେପି ସଭାପତି ପାଇଁ ନିର୍ବାଚନ ହେବାକୁ ଥିଲା। କିନ୍ତୁ ନାମାଙ୍କନପତ୍ର ଦାଖଲ କରିଥିଲେ କେବଳ ସମୀର ମହାନ୍ତି। ବାସ୍, ନିର୍ଦ୍ଵନ୍ଦ୍ଵରେ ଶ୍ରୀ ମହାନ୍ତି … Read More

ଫେବ୍ରୁଆରୀରେ ଆରବିଆଇ ବୈଠକ

ନୂଆଦିଲ୍ଲୀ(ଓଟି): ବିତ୍ତୀୟ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରୁ ମଧ୍ୟବର୍ତ୍ତୀକାଳୀନ ଡିଭିଡେଣ୍ଡ ବାବଦରେ ଅର୍ଥ ମାଗିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଆସନ୍ତା ଫେବ୍ରୁଆରୀରେ ହେବାକୁ ଯାଉଥିବା ରିଜର୍ଭ ବ୍ୟାଙ୍କ ମୁଦ୍ରା ସମୀକ୍ଷା ବୈଠକରେ ଏହି ବିଷୟ ମୁଖ୍ୟ … Read More

୬ କମ୍ପାନୀର ପୁଞ୍ଜିରେ ଉଲ୍ଲେଖନୀୟ ବୃଦ୍ଧି

ମୁମ୍ବାଇ:  କିଛିଦିନ ହେଲା ଭାରତୀୟ ଶେୟାର ବଜାର ଉତ୍ସାହିତ ରହିଥିଲା ବେଳେ ବିଭିନ୍ନ କମ୍ପାନୀରେ ଘରୋଇ ଏବଂ ବିଦେଶୀ ନିବେଶକାରୀଙ୍କ ଦ୍ୱାରା ପୁଞ୍ଜି ନିବେଶ ବୃଦ୍ଧି ପାଇଛି । ଏହିକ୍ରମରେ ବିଗତ ସପ୍ତାହରେ ଦେଶର ପ୍ରମୁଖ ୧୦ଟି କମ୍ପାନୀଙ୍କ ମଧ୍ୟରୁ ୬ଟି … Read More

୩୧ରେ ପୂର୍ବାଞ୍ଚଳ ମୁଖ୍ୟମନ୍ତ୍ରୀ ସମ୍ମିଳନୀ

ଭୁବନେଶ୍ୱର(ଓଟି): ଭୁବନେଶ୍ଵରରେ ହେବ ପୂର୍ବାଞ୍ଚଳ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ। ଆସନ୍ତା ୩୧ରେ ଏହି ସମ୍ମିଳନୀ ହେବାକୁ ଥିବାବେଳେ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ ବୋଲି କୁହାଯାଉଛି। ଲୋକସେବା ଭବନର କନଭେନସନ ହଲରେ ଆୟୋଜିତ ହେବାକୁ ବୈଠକରେ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହା … Read More

ବାଇଶିରୁ ପୁଣି ବର୍ଷିବ!

ଭୁବନେଶ୍ଵର(ଓଟି): ଟିକେ ଖରା ଟିକେ ଛାଇ ଭଳି ପ୍ରକୃତିର ଖେଳ ବଡ଼ ବଚିତ୍ର। ଚଳିତବର୍ଷ ପାଣିପାଗରେ କ୍ରମାଗତ ପରିବର୍ତ୍ତନ ଯୋଗୁ ସାଧାରଣରେ ଏଭଳି ଚର୍ଚା ଲାଗି ରହିଛି। ବର୍ଷାକୁ ଶୀତ… ପୁଣି କୁହୁଡ଼ି କାକର ମଧ୍ୟରେ ହାଡ଼ଭଙ୍ଗା ଜାଡ଼। ସେ ଭିତରେ … Read More

ପୁଣି ହେଲମେଟ୍ ଚିନ୍ତା!

ଭୁବନେଶ୍ୱର(ଓଟି): କିଛିଦିନର ହୋହଲା ପରେ ସମସ୍ତେ ଗାଡ଼ିକୁ ନେଇ ଟେନସନ୍ ଛାଡ଼ିଥିଲେ । ତେବେ ପୁଣି ଗାଡ଼ି ଚାଳକ ସାବଧାନ ହେବାର ସମୟ ଆସିଯାଇଛି । ଏନେଇ ବିଭାଗୀୟ ମନ୍ତ୍ରୀ ସତର୍କ ସୂଚନା ଦେଇସାରିଛନ୍ତି । କଥା ହେଲା ଗାଡ଼ି ଚାଳକମାନେ … Read More