ବିପୁଳ ବିସ୍ଫୋରକ ଜବତ

ଭୁବନେଶ୍ଵର(ଓଟି): ଗୋଦାମରେ ଥିଲା ବିପୁଳ ବିସ୍ଫୋରକ ସାମଗ୍ରୀ। କେଜି କି ଦୁଇ କେଜି ନୁହେଁ ଧରାପଡ଼ିଲା ୧୯୬ କ୍ଵିଣ୍ଟାଲ। ଗଞ୍ଜାମ ଜିଲ୍ଲାରେ ଆଜି ଏଭଳି ସାମଗ୍ରୀ ଜବତ କରିଛି ଏସଟିଏଫ୍। ରମ୍ଭା ଥାନା ଅନ୍ତର୍ଗତ ଗୋପାଳପୁର ଅଞ୍ଚଳ ଉକ୍ତ ଗୋଦାମରେ ଏସଟିଏଫ୍ … Read More

ସିଏଏ ବିରୋଧରେ ଆନ୍ଦୋଳନ, ଉତ୍ତେଜନା

ଭୁବନେଶ୍ଵର(ଓଟି): ନାଗରିକତା ସଂଶୋଧିତ ଆଇନ (ସିଏଏ)କୁ ବିରୋଧ କରି ବହୁଜନ କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶାର କେତେକ ଜିଲ୍ଲାରେ ମୋର୍ଚ୍ଚା ଜୋରଦାର ଆନ୍ଦୋଳନ କରିଛି। ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଆନ୍ଦୋଳନ … Read More

ଓଲଟିଗଲା ‘ମାରୁତି’: ଚାଲିଗଲା ୮ ପ୍ରାଣ

ଭୁବନେଶ୍ଵର(ଓଟି): ତପ୍ତପାଣି ଘାଟି ନିକଟ ଏକ ବ୍ରିଜ୍‌ ତଳକୁ ଓଲଟି ପଡ଼ିଲା ବସ୍। ଏହି ଦୁର୍ଘଟଣା ଫଳରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୪୦ ଜଣ ଆହତ ହୋଇଛନ୍ତି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ବୋଲି ଜଣାପଡ଼ିଛି। ସମସ୍ତ ଆହତଙ୍କୁ … Read More

‘କରୋନା’ ଆତଙ୍କ: ଓଡ଼ିଶା ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର(ଓଟି): ମାରାତ୍ମକ କରୋନା ଭାଇରସ୍ ବା ଏସଏଆରଏସ୍ (ସାର୍ସ) ଚୀନରେ ବ୍ୟାପିବାରେ ଲାଗିଛି। ଏହି ଭୟାନକ ସଂକ୍ରାମକ ରୋଗରେ କ୍ରମାଗତ ଭାବେ ବିଭିନ୍ନ ବୟସର ଲୋକେ ଆକ୍ରାନ୍ତ ହେଉଛନ୍ତି। ତେବେ ଖାଲି ଚୀନ ନୁହେଁ, ଏହା ଏସିଆ ସମେତ ଅନ୍ୟ ରାଷ୍ଟ୍ରକୁ … Read More

ଚର୍ଚ୍ଚାରେ ‘ଚାମ୍ପିଅନ୍’ ଝୁଲିମା

ଭୁବନେଶ୍ୱର(ଓଟି): କନ୍ଧମାଳର ସେଇ ଝିଅଟି। ସମ୍ପ୍ରତି ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିଜ ଜୀବନ ସଂଘର୍ଷ ଆଉ ସାମାଜିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମିଳିଛି ଢେର୍‌ ପ୍ରଶଂସା। ହଁ, ସେ ହେଉଛନ୍ତି ୨୧ ବର୍ଷୀୟା ସମାଜସେବୀ ଝୁଲିମା। କନ୍ଧମାଳ … Read More

ଜାନୁଆରୀ ସୁଦ୍ଧା କମିଛି ଟିକସ ଆଦାୟ

ନୂଆଦିଲ୍ଲୀ(ଓଟି): ଗତ ଏପ୍ରିଲ ପହିଲାରୁ ଜାନୁଆରୀ ୨୫ ସୁଦ୍ଧା ମୋଟ ୭.୩ ଲକ୍ଷ କୋଟି ଟିକସ ଆଦାୟ ହୋଇଛି। ଯାହାକି ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ୫.୪ ପ୍ରତିଶତ କମ୍ ବୋଲି ଜଣାପଡ଼ିଛି। ଗତ ବର୍ଷ ଟିକସ ଆଦାୟ … Read More

ଆମଦାନୀ ସାମଗ୍ରୀରେ ବଢ଼ିବ ଶୁଳ୍କ

ନୂଆଦିଲ୍ଲୀ(ଓଟି): ବିଭିନ୍ନ ରାଷ୍ଟ୍ରରୁ ଦେଶକୁ ଆମଦାନୀ କରାଯାଉଥିବା କେତେକ ସମାଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗାମୀ ବଜେଟରେ ଘୋଷଣା କରିପାରନ୍ତି ବୋଲି ବିଶେଷସୂତ୍ରରୁ କୁହାଯାଇଛି। ବିଶେଷକରି ଚୀନରୁ … Read More

୩୧ ବାତିଲ, ୧୩ରେ ହେବ ପୂର୍ବାଞ୍ଚଳ କାଉନସିଲ୍ ବୈଠକ

ଭୁବନେଶ୍ୱର(ଓଟି): ପୂର୍ବାଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀ ତାରିଖରେ ପରିବର୍ତ୍ତନ ହୋଇଛି। ପୂର୍ବରୁ ଏହା ଜାନୁଆରୀ ୩୧ରେ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ଫେବ୍ରୁଆରୀ ୧୩କୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ପୂର୍ବାଞ୍ଚଳର ସମସ୍ତ ମୁଖ୍ୟମନ୍ତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବେ। ଭୁବନେଶ୍ଵରରେ ହେବାକୁ ଥିବା … Read More

ମନସ୍ଵୀ-ମନୋଜ-ମହାନ

ମନୋଜ ଦାସ ଆମର ପଦ୍ମଭୂଷଣ ଭୁବନେଶ୍ଵର(ଓଟି): ଏଇ ମାଟିର ସନ୍ତାନ… ଏଇ ମାଟିର ମହାନ ପୁରୁଷ। ସେ ଆଉ କେହି ନୁହନ୍ତି… ମନୋଜ ଦାସ। ଅଦ୍ଵିତୀୟ ସାରସ୍ଵତ ପୁରୁଷ। ସେହି ମହାନ ବ୍ୟକ୍ତି ଆଜି ଆମର ପଦ୍ମଭୂଷଣ… କେନ୍ଦ୍ର ସରକାର ପକ୍ଷରୁ … Read More

ବିମାନବନ୍ଦର ଦୁର୍ଘଟଣାର ଚାଲିଛି ତନାଘନା

ଭୁବନେଶ୍ୱର(ଓଟି): ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଶୁକ୍ରବାର ରାତି ବଡ଼ ଅଭାବନୀୟ ଘଟଣା ଘଟିଛି। ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଶ୍ରମିକଙ୍କ ଜୀବନ ଚାଲିଯାଇଛି। ସେହିପରି ଜଣେ ଗୁରୁତର ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାକୁ … Read More