କରୋନା ପାଇଁ ଓଡ଼ିଶାରେ କଡ଼ା ସତର୍କତା

ଭୁବନଶ୍ଵେର(ଓଟି): ଦିନକୁ ଦିନ ଭୟଙ୍କର ହେଉଛି କରୋନା। ଚୀନରୁ ବ୍ୟାପି ଥିବା ଏହି ମାରାତ୍ମକ ଭାଇରସ୍‌ ବିଶ୍ଵରେ ଆତଙ୍କ ଖେଳାଇ ସାରିଲାଣି। ୨୪ରୁ ଅଧିକ ଦେଶରେ ସଂକ୍ରମିତ ହୋଇଥିବା ଯୋଗୁ ଚାରିଆଡ଼େ ଆତଙ୍କ ଦେଖାଦେଇଛି। ଏହିକ୍ରମରେ ଭାରତରେ କ୍ରମାଗତ ଦୁଇ ଦିନରେ … Read More

କାୟା ମେଲାଉଛି ‘କରୋନା’: କେରଳରେ ତୃତୀୟ ରୋଗୀ

ନୂଆଦିଲ୍ଲୀ(ଓଟି): ମାରାତ୍ମକ କରୋନା ଭାଇରସ୍‌ କାୟା ମେଲାଇବାରେ ଲାଗିଛି। ଏଥିରେ ଆକ୍ରାନ୍ତ ଆଉଜଣେ ରୋଗୀ କେରଳରେ ଚିହ୍ନଟ ହୋଇଛନ୍ତି। ଫଳରେ ଦେଶରେ କେବଳ କେରଳରେ ହିଁ ୩ ଜଣ କରୋନା ଭାଇରସରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବା ସ୍ପଷ୍ଚ ହୋଇଛି। କେରଳର … Read More

କରୋନା କୋକୁଆ: ଚୀନବାସୀଙ୍କ ଇ-ଭିସା ବାତିଲ୍

ନୂଆଦିଲ୍ଲୀ(ଓଟି): ସାରା ବିଶ୍ଵରେ କରୋନା କୋକୁଆ ଭୟ ଖେଳାଇ ଦେଇଛି। ଚାହୁଁ ଚାହୁଁ ଭାରତ ସମେତ ବିଶ୍ଵର ୨୫ଟି ଦେଶକୁ ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ୍‌ ବ୍ୟାପିଯାଇଛି। ଦୀର୍ଘ ୧୭ବର୍ଷ ପରେ ଦେଖାଦେଇଥିବା ଏହି ଆତଙ୍କ ପୂର୍ବ ତୁଳନାରେ ଅଧିକ … Read More

ଗ୍ରେନେଡ୍ ଆକ୍ରମଣ, ୨ ଯବାନ ସମେତ ୪ ଆହତ

ଶ୍ରୀନଗର(ଏଜେନ୍ସି): ଜମ୍ମୁ-କଶ୍ମୀରର ଶ୍ରୀନଗରରେ ପୁଣି ଆତଙ୍କବାଦୀ ମାତିଛନ୍ତି। ଏଥର ସିଧାସଳଖ ଟାର୍ଗେଟ୍‌ କରିଥିଲେ ସିଆରପିଏଫ ଯବାନ ଓ ଅଧିକାରୀଙ୍କୁ। ସାଧାରଣରେ ଆତଙ୍କ ଖେଳାଇ ଅଶାନ୍ତି ସୃଷ୍ଟି କରିବା ସେମାନଙ୍କ ଉଦ୍ଦେଶ୍ୟ ଥିଲା ବୋଲି ଅନୁମାନ କରାଯାଉଛି। ତେବେ ଆତଙ୍କବାଦୀମାନେ ସିଧାସଳଖ ଗ୍ରେନେଡ୍‌ … Read More

02022020 ଲକି ନଂ; କିନ୍ତୁ ବିବାହ ନୋହିଲା

ନୂଆଦିଲ୍ଲୀ(ଓଟି): ମାରାତ୍ମକ ଭୂତାଣୁ କରୋନା ଆତଙ୍କରେ ବିଶ୍ଵ ଚିନ୍ତିତ। ଦେଶ ପରେ ଦେଶକୁ ସଂକ୍ରମିତ ହେଉଛି ଭାଇରସ୍। ଏହାର ଉତ୍ପତ୍ତି ସ୍ଥଳ ଚୀନରେ ସାଂଘାତିକ ସ୍ଥିତି ଉପୁଜିଛି। ଏଭଳି ଆତଙ୍କ କାଳରେ ଶୁଭକାର୍ଯ୍ୟ ତଥା ମାଙ୍ଗଳିକ କାର୍ଯ୍ୟ ଲାଗି କିଏ ଅବା … Read More

ଡେଉଁଛି ‘କରୋନା’: ଭାରତରେ ଆଉଜଣେ ଆକ୍ରାନ୍ତ

ନୂଆଦିଲ୍ଲୀ(ଓଟି): କରୋନା ପାଇଁ ସାରା ବିଶ୍ଵରେ ବଢ଼ିଯାଇଛି ଚିନ୍ତା। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ସମେତ ୟୁନିସେଫ୍, ମିଳିତ ଜାତିସଂଘ ଆଦି ବିଶ୍ଵସ୍ତରୀୟ କାର୍ଯ୍ୟାଳୟରେ ଏହି ମହାମାରୀ ସଂକ୍ରମଣ ଓ ଏହାକୁ ରୋକିବା ପାଇଁ ବିଚାର ବିମର୍ଶ ଚାଲିଛି। ଏଥିସହ  ବିଶ୍ଵବ୍ୟାପୀ ଦେଶର … Read More

ଆନ୍ଦୋଳନ ଦୂରେଇବା ଲାଗି ଆନ୍ଦୋଳନ

ନୂଆଦିଲ୍ଲୀ(ଓଟି): ପ୍ରତିବାଦର ସହଜ ମାର୍ଗ ହେଉଛି ଆନ୍ଦୋଳନ। ତାଠୁ ସହଜ ମାର୍ଗ ହେଉଛି ବନ୍ଦ। ଭାରତରେ ଏଭଳି ଦୃଶ୍ୟ ବିଭିନ୍ନ ସମୟରେ ଦେଖିବାକୁ ମିଳେ। ତେବେ ବନ୍ଦ, ଧର୍ମଘଟ, ଆନ୍ଦୋଳନ ଆଦି ଯାହା ବି ହେଉ ତାହା କେତେ ଶାନ୍ତିପୂର୍ଣ୍ଣ ଭାବେ … Read More

ସବୁ ଖାଲି ଫମ୍ପା ଭାଷଣ: ରାହୁଲ

ନୂଆଦିଲ୍ଲୀ(ଓଟି): ବଜେଟରେ କିଛି ବି ନଥିଲା, ସବୁ ଫମ୍ପା ଲାଗିଲା। କିନ୍ତୁ ସବୁଠାରୁ ଦୀର୍ଘତମ ବଜେଟ୍‌ ଭାଷଣ ଇତିହାସ ସୃଷ୍ଟି କରିଛି। ଏଭଳି ସମାଲୋଚନା କରିବା ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ବଜେଟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। … Read More

ପୂର୍ଣ୍ଣାଙ୍ଗ ବଜେଟ୍: ଦେଖନ୍ତୁ କେଉଁ କ୍ଷେତ୍ରକୁ କେତେ…

ନୂଆଦିଲ୍ଲୀ(ଓଟି): ସଂସଦରେ ଉପସ୍ଥାପିତ ହୋଇସାରିଛି ପୂର୍ଣ୍ଣାଙ୍ଗ ବଜେଟ୍। ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିର ଦ୍ଵିତୀୟ ଏହି ସାଧାରଣ ବଜେଟକୁ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ବିଭିନ୍ନ କ୍ଷେତ୍ରକୁ ସମାନ ଭାବେ ଗୁରୁତ୍ୱ ଦିଆଯାଇଛି ବୋଲି ସରକାର ପ୍ରକାଶ କରିଛନ୍ତି। … Read More

୨୦୨୨ ସୁଦ୍ଧା ସମସ୍ତଙ୍କୁ ମିଳିବ ଘର

ନୂଆଦିଲ୍ଲୀ(ଓଟି): ବିଗତ ବହୁ ବର୍ଷ ଧରି ରିଅଲ ଇଷ୍ଟେଟ୍‌ କ୍ଷେତ୍ରରେ ଭଲ ସ୍ଥିତି ରହିଥିଲାବେଳେ ଜିଏସଟି ଓ ରିଅଲ ଇଷ୍ଟେଟ୍‌ ରେଗୁଲେଟୋରି ଅଥରିଟି (ରେରା) ଲାଗୁହେବା ପରେ ଏଥିରେ ଉଲ୍ଲେଖନୀୟ ସୁଫଳ ମିଳିପାରିଛି ଏବଂ ଗତ କିଛି ବର୍ଷ ଏକ୍ଷେତ୍ରରେ ସ୍ଥିତି … Read More