କରୋନା: ଔଷଧ ପାଇଁ ଭିଡ଼
ଭୁବନେଶ୍ୱର(ଓଟି): ଅଣାୟତ୍ତ ହୋଇଛି କରୋନା। ଚୀନରୁ ଏହି ଭାଇରସ୍ ବିଶ୍ଵର ୨୪ ଦେଶକୁ ବ୍ୟାପିଯାଇଛି। ଭାରତର କେବଳ କେରଳରେ ୩ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ ଅନେକଙ୍କୁ ସନ୍ଦେହରେ ଡାକ୍ତରଙ୍କ କଡ଼ା ନଜରରରେ ରଖାଯାଇଛି। ଏହିକ୍ରମରେ ଓଡ଼ିଶାରେ ମଧ୍ୟ ୬ଜଣଙ୍କ ରକ୍ତ ନମୁନା … Read More











