ବସ୍ରେ ଲାଗିଲା ୧୧ କେଭି ତାର, ୧୦ ମୃତ
ବ୍ରହ୍ମପୁର (ଓଟି): ଶୁଭକାର୍ଯ୍ୟରେ ଯାଉଥିଲେ। ସମସ୍ତଙ୍କ ମନରେ ହସଖୁସି ଭରି ରହିଥିଲା। ତେବେ ହଠାତ୍ କାଳ ମାଡ଼ିବସିଲା। ନିମିଷକରେ ସବୁ ଖୁସି ଲିଭିଗଲା। ଏଥିସହ ଲିଭିଗଲା ୧୦ଟି ଜୀବନ ପ୍ରଦୀପ। ଘଟଣାସ୍ଥଳରୁ ଶୁଭିଲା କରୁଣ ଚିତ୍କାର। ଏଭଳି ଦୁର୍ଘଟଣା ସାରା ରାଜ୍ୟରେ … Read More











