‘ବ୍ୟର୍ଥ ଯିବନି ବଳିଦାନ’

ନୂଆଦିଲ୍ଲୀ (ଓଟି): ସହିଦମାନଙ୍କ ବଳିଦାନ କେବେ ବ୍ୟର୍ଥ ଯିବନି। ସେହିପରି ବୀରଗଣଙ୍କୁ ଏ ଦେଶ କେବେ ମଧ୍ୟ ଭୁଲିବ ନାହିଁ। ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ସ୍ମରଣ ପୂର୍ବକ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପରୋକ୍ତ … Read More

ଭାରତ ଆସିବାକୁ ମାଲ୍ୟା କୁନ୍ଥକୁନ୍ଥ

ନୂଆଦିଲ୍ଲୀ(ଓଟି): କୋଟିକୋଟି ଟଙ୍କା ଋଣ ନେଇ ଭାରତରୁ ଖସି ପଳାଇଥିଲେ। ଦୀର୍ଘଦିନ ଧରି ସେନେଇ ଚାଲିଛି ତନାଘନା। ତେବେ ବିଦେଶରେ ରହି ଭାରତ ଆସିବାକୁ କୁନ୍ଥକୁନ୍ଥ ହେଉଛନ୍ତି ପଳାତକ ବିଜୟ ମାଲ୍ୟା। ଏକଦା ବ୍ୟବସାୟ କ୍ଷେତ୍ରରେ ଶୀର୍ଷକୁ ଛୁଇଁଥିବା ଓ ଭାରତରେ … Read More

ବଜେଟ୍‌ ଅଧିବେଶନ: ଆରମ୍ଭରୁ ଅଶାନ୍ତି

ଭୁବନେଶ୍ଵର (ଓଟି): ବିଧାନସଭା ବଜେଟ୍ ଅଧିବେଶନ ଆଜି ଆରମ୍ଭ ହୋଇଯାଇଛି। ତେବେ ଆରମ୍ଭରୁ ଗୃହରେ ଅଶାନ୍ତି ପରିଲକ୍ଷିତ ହୋଇଛି। ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍‌ଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ତେବେ ରାଜ୍ୟପାଳଙ୍କ ଅଭିଭାଷଣବେଳେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। … Read More

କୋବିଡ୍‌-୧୯: ମୃତ୍ୟୁ ସଂଖ୍ୟା ୧୩୬୭

ନୂଆଦିଲ୍ଲୀ(ଓଟି): ଥମୁନି ଆତଙ୍କ। ଦିନିକୁ ଦିନ ଯାଉଛି ଅନେକ ପ୍ରାଣ। ଆକ୍ରାନ୍ତ ହେଉଛନ୍ତି ଜଣେ ପରେ ଜଣେ। ଏଭଳି ମାରାତ୍ମକ କରୋନା ବା କୋବିଡ୍-୧୯ ବିଶ୍ଵରେ ଆତଙ୍କ ଖେଳାଇଛି। ଚୀନ୍‌ରେ ମୃତକଙ୍କ ସଂଖ୍ୟା ୧୩୬୭ରେ ପହଞ୍ଚିଥିବାବେଳେ କେବଳ ହୁବେଇ ପ୍ରଦେଶରେ ୨୪ … Read More

ଉଦ୍ଧବ ଆପଣାଉଛନ୍ତି ଫିନ୍‌ଲାଣ୍ଡ୍ ଫର୍ମୁଲା!

ମୁମ୍ବାଇ (ଓଟି): ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆପଣାଉଛନ୍ତି ଫିନ୍‌ଲାଣ୍ଡ ଫର୍ମୁଲା… ଏଭଳି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ଦେଶରେ। କାରଣ ଏଣିକି ମହାରାଷ୍ଟ୍ରର ସରକାରୀ କର୍ମଚାରୀ ସପ୍ତାହକୁ ୫ ଦିନ କାମ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ତେବେ ଏହା ସହ ଫିନ୍‌ଲାଣ୍ଡ୍‌ର ସମ୍ପର୍କ … Read More

ଜାତୀୟସ୍ତରରେ ଆଇଜିଏଚ୍ ଡାକ୍ତର ପୁରସ୍କୃତ

ରାଉରକେଲା(ଓଟି): ସର୍ବଭାରତୀୟ ସ୍ତରରେ ଓଡ଼ିଶାକୁ ପୁଣି ଗୌରବ ମିଳିଛି। ଆର୍‌ଏସ୍‌ପି ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲର ଡାକ୍ତରମାନେ ପୁରସ୍କାର ଲାଭ କରି ଏଭଳି ଗୌରବ ଅର୍ଜନ ଆଣିପାରିଛନ୍ତି। ବିଶାଖାପାଟଣା ଷ୍ଟିଲ୍ ପ୍ଲାଣ୍ଟସ୍ଥିତ ବିଶାଖା ଷ୍ଟିଲ୍ ଜେନେରାଲ ହସ୍‌ପିଟାଲରେ ଗତ ୭ରୁ ୯ … Read More

ରାଜନୀତିରେ ଅପରାଧ ଚିନ୍ତା: ଏସ୍‌ସିଙ୍କ ନୂଆ ନିର୍ଦ୍ଦେଶ

ନୂଆଦିଲ୍ଲୀ(ଓଟି): ଯେତେ ନିୟମ କଡ଼ାକଡ଼ି ହେଲେ ମଧ୍ୟ ରାଜନୀତିରେ ଅପରାଧିକ ମାମଲା ବଢ଼ିବାରେ ଲାଗିଛି। ଏହା ସମାଜ ପାଇଁ ବଡ଼ ସମସ୍ୟା ସୃଷ୍ଟି କରୁଛି। ବିଭିନ୍ନ ରାଜନୀତିକ ଦଳ ଏଦିଗରେ ପୂର୍ଣ୍ଣ ସଜାଗ ହେଉନଥିବାରୁ ଅପରାଧିକ ମାମଲାରେ ସମ୍ପୃକ୍ତ ବ୍ୟକ୍ତିବିଶେଷ ରାଜନୀତି … Read More

ଶୁକ୍ରବାର ‘ନିର୍ଭୟା’ ଶୁଣାଣି

ନୂଆଦିଲ୍ଲୀ(ଓଟି): ନିର୍ଭୟା ମାମଲାର ଦୋଷୀଙ୍କୁ ନେଇ ସରକାରଙ୍କ ସମସ୍ୟା ସରିନାହିଁ। ବାରମ୍ବାର ଆଇନଗତ ପ୍ରକ୍ରିୟାରେ ଦୋଷୀମାନେ ଆବେଦନ ପରେ ଆବେଦନ କରିଥିବାବେଳେ ସରକାର ଏନେଇ ସୁପ୍ରିମ କୋର୍ଟରେ ସ୍ଵତନ୍ତ୍ର ଆବେଦନ କରିଥିଲେ। ଦୋଷୀମାନଙ୍କୁ ପୃଥକ୍‌ ଭାବେ ଫାଶୀ ଦେବା ପାଇଁ କେନ୍ଦ୍ର … Read More

ପୁଣି ଦଳ ସମ୍ଭାଳିବେ ରାହୁଲ!

ନୂଆଦିଲ୍ଲୀ(ଓଟି): ଦିଲ୍ଲୀ ନିର୍ବାଚନ ସରିଯାଇଛି। ଆକ୍ଷେପ-ପ୍ରତ୍ୟାକ୍ଷେପ ମଧ୍ୟରେ ବିଭିନ୍ନ ରାଜନୀତିକ ଦଳ ସମ୍ପ୍ରତି ଦିଲ୍ଲୀ ଫଳାଫଳକୁ ନେଇ ଆତ୍ମଚିନ୍ତନ ଆରମ୍ଭ କରିଦେଇଛନ୍ତି। ବିଶେଷକରି କ୍ରମାଗତ ଦ୍ଵିତୀୟଥର ଲାଗି ଦିଲ୍ଲୀର କୌଣସି ଆସନରେ ଖାତା ଖୋଲିପାରିନଥିବା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। … Read More

ପିଲାଏ ବୋହିଲେ ମାଟ୍ରିକ୍ ପ୍ରଶ୍ନପତ୍ର

ସମ୍ବଲପୁର (ଓଟି): ପିଲାଏ ପରୀକ୍ଷା ଦେବେ- ପିଲାଙ୍କ ପାଇଁ ପ୍ରଶ୍ନପତ୍ର- ପେଟି ଉଠାଇବ କିଏ! ସେଇ ପିଲାମାନେ ହିଁ ବୋହିବେ… ଏକଥା ଆମେ କହୁନୁ। ଦୃଶ୍ୟ ଦେଖିଲେ ଯେକେହି ବୁଝିପାରିବେ। ଆଉକିଛି ଦିନ ପରେ ଆରମ୍ଭ ହୋଇଯିବ ମାଟ୍ରିକ୍‌ ପରୀକ୍ଷା। ଏନେଇ … Read More