ଟ୍ରମ୍ପ୍ ଆସିବେ ବୋଲି… ଅର୍ଥନୀତିଜ୍ଞ ଆଶାବାଦୀ
ନୂଆଦିଲ୍ଲୀ(ଓଟି): ଆମେରିକାର ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଥମ ଥର ପାଇଁ ଆସନ୍ତା ୨୪ରେ ଭାରତ ଆସିବାର ସ୍ଥିର ହୋଇଛି। ଟ୍ରମ୍ପଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି। ତେବେ ଟ୍ରମ୍ପଙ୍କ ଭାରତ ଗସ୍ତକୁ … Read More











