‘ଏଜିଟି’ ଚାମ୍ପିଅନ୍ ହେଲା ମୁମ୍ବାଇର ଡ୍ୟାନ୍ସ ଗ୍ରୁପ୍
ମୁମ୍ବାଇ(ଓଟି): ମୁମ୍ବାଇର ଜଣାଶୁଣା ଡ୍ୟାନ୍ସ ଗ୍ରୁପ ଭି-ଅନ୍ବିଟେବଲ୍ ଆମେରିକାର ଚର୍ଚ୍ଚିତ ଲାଇଭ୍ ଶୋ’ରେ ଚାମ୍ପିଅନ୍ ହୋଇଛି। ଫଳରେ ଉକ୍ତ ଟିମ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଆମେରିକାନ୍ ଗଟ୍ ଟ୍ୟାଲେଣ୍ଟର ବିଜେତା ହେବା କୌଣସି ସାଧାରଣ ପ୍ରସଙ୍ଗ ନୁହେଁ। ଏଥିରେ … Read More











