ଦିଲ୍ଲୀ ଦଙ୍ଗା: ଦୋଷୀଙ୍କୁ ଦିଆଯିବ ଦଣ୍ଡ

ନୂଆଦିଲ୍ଲୀ (ଓଟି): ସିଏଏ ବିରୋଧରେ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ବଡ଼ ଦଙ୍ଗା। ସପକ୍ଷବାଦୀ ଓ ବିପକ୍ଷବାଦୀ ମଧ୍ୟରେ ହୋଇଛି ସଂଘର୍ଷ। ଏପରିକି ଏହି ଦଙ୍ଗାରେ ୪୬ ଜଣ ପ୍ରାଣ ହରାଇଛନ୍ତି। ତେବେ ଦଙ୍ଗାକାରୀ ବା ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ … Read More

ଫଡ଼ନଭିସ୍‌ଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ (ଓଟି): ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନଭିସ୍‌ଙ୍କୁ ଲାଗିଛି ଝଟ୍‌କା। ସତ୍ୟପାଠରେ କିଛି ତଥ୍ୟ ଲୁଚାଇଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଥିବାବେଳେ ସେ ଏନେଇ ପୁନର୍ବିଚାର ଆବେଦନ କରିଥିଲେ। ଯାହାକୁ ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ସୂଚନା ଅନୁସାରେ ୨୦୧୪ ବିଧାନସଭା … Read More

‘କରୋନା’ ପାଇଁ ବିଳମ୍ବ ହେବ ଟୋକିଓ ଅଲିମ୍ପିକ୍ସ!

ନୂଆଦିଲ୍ଲୀ (ଓଟି): ସ୍ଥିର ହୋଇଥିଲା ଜୁଲାଇ ୨୪ରେ ଆରମ୍ଭ ହେବ ଟୋକିଓ ଅଲିମ୍ପିକ୍ସ। ତେବେ କରୋନା ଆତଙ୍କ କାରଣରୁ ବର୍ଷ ଶେଷ ପର୍ଯ୍ୟାୟକୁ ବିଶ୍ଵର ଏହି ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭକୁ ଘୁଞ୍ଚାଇ ଦିଆଯାଇପାରେ। ଜାପାନର ଅଲିମ୍ପିକ୍ସ କ୍ରୀଡ଼ା ଦାୟିତ୍ୱରେ ଥିବା ମନ୍ତ୍ରୀ … Read More

୪ ରାଷ୍ଟ୍ର ପାଇଁ ଭିସା ବାତିଲ୍

ନୂଆଦିଲ୍ଲୀ (ଓଟି): କରୋନା ଭାଇରସ୍ ପ୍ରକୋପକୁ ଦୃଷ୍ଟିରେ ରଖି ଭାରତ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଏହି ପରିପ୍ରେକ୍ଷୀରେ ଇଟାଲି, ଇରାନ, ଜାପାନ ଓ ଦକ୍ଷିଣ କୋରିଆ ନାଗରିକଙ୍କ ପାଇଁ ଜାରି ହୋଇଥିବା ଭିସା ବାତିଲ କରିଦିଆଯାଇଛି। ସୂଚନାଯୋଗ୍ୟ ଯେ ଇରାନର … Read More

କୋବିଡ୍-୧୯ ଆତଙ୍କ: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କଟକଣା

ଭୁବନେଶ୍ଵର (ଓଟି): କରୋନା ତଥା କୋବିଡ୍‌-୧୯ ଆତଙ୍କରେ ବିଶ୍ଵ ଥରହର ହେଲାଣି। ନିକଟ ଅତୀତରେ କେରଳରେ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବଳେ ଦେଶରେ ପୁଣି କରୋନା ଆତଙ୍କ ଦେଖାଦେଇଛି। ଗତ ସୋମବାର ତେଲେଙ୍ଗାନାରୁ ଜଣେ ଆକ୍ରାନ୍ତ ଚିହ୍ନଟ ‌ହୋଇଥିବାବେଳେ ମଙ୍ଗଳବାର … Read More

ସରିଲା ପ୍ରାକ୍ଟିସ୍, ୪ ଦୋଷୀକୁ ୩ରେ ଫାଶୀ!

ନୂଆଦିଲ୍ଲୀ (ଓଟି): ମୃତ୍ୟୁ ଦଣ୍ଡରୁ ବର୍ତ୍ତିବାକୁ ଶେଷ ଘୋଷିତ ଫାଶୀଦଣ୍ଡର ଦିନକ ପର୍ଯ୍ୟନ୍ତ ଦୋଷୀମାନେ ଆଇନଗତ ଦିଗ ଉପଯୋଗ କରିବାକୁ ପଛାଇନାହାନ୍ତି। ତେବେ ସେପଟେ ଫାଶୀ ଦେବାକୁ ପ୍ରସ୍ତୁତ ହୋଇଛି ଜହ୍ଲାଦ। ଚଳାଇଛି ଅଭ୍ୟାସ। ଦେଇସାରିଛି ଡମି ଫାଶୀ। ଅର୍ଥାତ୍‌ ନିର୍ଭୟା … Read More

ଯାଞ୍ଚ ଯାତନା: ଟ୍ରକ୍‌କୁ ଲକ୍ଷେ ଜୋରିମାନା

ରାୟଗଡ଼ା(ଓଟି): ମାର୍ଚ୍ଚ ପହିଲାରୁ ପୁଣି ରାଜ୍ୟରେ ଆରମ୍ଭ ହୋଇଯାଇଛି ଗାଡ଼ି ଯାଞ୍ଚ। ତେବେ ଏହାକୁ ସାଧାରଣରେ ଯାତନା ବୋଲି କୁହାଯାଉଛି ଓ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରାଯାଉଛି ବୋଲି ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଆଜି … Read More

ଧାମରା ଟର୍ମିନାଲ୍‌ରେ ନିଆଁ

ଭଦ୍ରକ (ଓଟି): ଭଦ୍ରକ ଜିଲ୍ଲା ଧାମରା ଆଦାନୀ ପୋର୍ଟରେ ଅଗ୍ନିକାଣ୍ଡ ଘଟିଛି। ତେବେ ସୌଭାଗ୍ୟବଶତଃ ବଡ଼ ଅଘଟଣ ହୋଇନାହିଁ। ପୋର୍ଟ ଭିତରେ କାମ ଚାଲୁଥିବା ଏଲ୍ଏନ୍‌ଜୀ ଟର୍ମିନାଲରେ ରବିବାର ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା। ତେବେ ନିଆଁର ପ୍ରକୋପ ସୋମବାର … Read More

ପୁଣି ଚମକାଇଲେ ଆଉଜଣେ ଓଡ଼ିଆ

ଭୁବନଶ୍ଵେର (ଓଟି): ଓଡ଼ିଶାର ଉତ୍କର୍ଷ ଆଉ ଓଡ଼ିଆଙ୍କ ଦକ୍ଷତା- ବେଶ୍‌ ଆଗରୁ ବିଶ୍ଵ ଦରବାରରେ ପ୍ରତିପାଦିତ ହୋଇଆସିଛି। ଓଡ଼ିଆମାନେ ସବୁବେଳେ ସ୍ଵତନ୍ତ୍ର ଆଉ ନୂଆ କରିବାରେ ସିଦ୍ଧହସ୍ତ। ଏହାକୁ ପ୍ରମାଣ କରିଛନ୍ତି ଆଉଜଣେ ଓଡ଼ିଆ। ହଁ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ର। … Read More

ମଙ୍ଗଳବା’ରୁ ପୁଣି ବର୍ଷା

ଭୁବନେଶ୍ୱର(ଓଟି): ପୁଣି ବର୍ଷାକୁ ନେଇ ଚିନ୍ତା। ବାରମ୍ବାର ଅଦିନିଆ ବର୍ଷା ଯୋଗୁ ଜନଜୀବନ କ୍ଷତିଗ୍ରସ୍ତ ହେଉଥିବାବେଳେ ଚାଷୀଙ୍କ ବିପୁଳ ହାନୀ ଘଟିଛି। ଏଭଳି ସ୍ଥିତିରେ ପୁଣି ରାଜ୍ୟରେ ବର୍ଷା ଆଶଙ୍କା ଦେଖାଦେଇଛି। ଆସନ୍ତା ମଙ୍ଗଳବାରଠାରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ … Read More