ମାଓବାଦୀଙ୍କ ଯୋଜନା ପଣ୍ଡ : ଅଳ୍ପକେ ବର୍ତ୍ତିଲେ ଯବାନ, ଠାବ ହେଲା ବିସ୍ଫୋରକ
ମାଲକାନଗିରି, (ଓଡିଶା ଟାଇମ୍) : ମାଓବାଦୀଙ୍କ ଯୋଜନା ପଣ୍ଡ । ଅଳ୍ପକେ ବର୍ତ୍ତିଲେ ଯବାନ। ଠାବ କଲେ ଆଇଇଡି। ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର୍ ଜିଲ୍ଲାରେ ଯବାନଙ୍କୁ ମିଳିଛି ଏହି ସଫଳତା। କୋୟେଲିବେଡା ଥାନା ଅନ୍ତର୍ଗତ ମର୍କାନାର- ବଡ଼ପରା ରାସ୍ତା ନିକଟରେ … Read More











