#କୋଭିଡ୍-୧୯: ହୋମ୍ କ୍ୱାରେଣ୍ଟାଇନରେ ରୁହ, ସେଲ୍ଫି ପଠାଅ
ବେଙ୍ଗାଲୁରୁ (ଓଟି): ମହାମାରୀ କରୋନା ଚିନ୍ତା ସବୁଠି ବଢ଼ିଛି। ଏଥିପାଇଁ ସରକାର ପଦକ୍ଷେପ ନେବା ସହ ସାଧାରଣ ଜନତାଙ୍କୁ ବାରମ୍ବାର ସତର୍କ ଓ ସଚେତନତା କରାଉଛନ୍ତି। କିନ୍ତୁ ହୋମ୍ କ୍ୱାରେଣ୍ଟାଇନରେ ଥିବା ଲୋକେ ନିୟମ ନ ମାନି ବାହାରେ ବୁଲୁଥିବା ବିଭିନ୍ନ … Read More











