#କରୋନା ଚିକିତ୍ସା ସେବାକାରୀଙ୍କୁ ଡବଲ୍‌ ଦରମା

ଚଣ୍ଡୀଗଡ଼ (ଓଟି): କରୋନା ମହାମାରୀ ପାଇଁ ସବୁଠି ଆତଙ୍କ ଓ ଭୟର ବାତାବରଣ। ସେ ଭିତରେ ଅସଲ ଯୋଦ୍ଧା ସାଜିଛନ୍ତି ସ୍ଵାସ୍ଥ୍ୟସେବା ଯୋଗାଉଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ। ଏହାକୁ ହୃଦଙ୍ଗମ କରି କେନ୍ଦ୍ର ସରକାର ପୂର୍ବରୁ ବୀମା ଓ ଅନ୍ୟାନ୍ୟ … Read More

‘ଡାକ୍ତର ଓ ନର୍ସ ହେଉଛନ୍ତି ଅସଲ ହୀରୋ’

ମୁମ୍ବାଇ (ଓଟି): ଅଭିନେତ୍ରୀ ଜୋଆ ମୋରାନି କରୋନା ସଂକ୍ରମିତ ହୋଇ ହସ୍ପିଟାଲ୍‌ ଭର୍ତ୍ତି ହୋଇଛନ୍ତି। ତେବେ ଡାକ୍ତର ଓ ନର୍ସମାନଙ୍କୁ ସେ ଅସଲ ହୀରୋ ବୋଲି ନିଜ ସୋସିଆଲ୍‌ ମିଡିଆରେ ପ୍ରକାଶ କରିଛନ୍ତି। ସେମାନଙ୍କ ସେବା ପାଇଁ ଯେତେ ପ୍ରଶଂସା କଲେ … Read More

#ଲକଡାଉନ୍: ଫସିଥିଲା ପୁଅ, ୧୪ଶହ କିମି ଘୂରିଲେ ମା’

ହାଇଦ୍ରାବାଦ (ଓଟି): ଲକ୍‌ଡାଉନ ଯୋଗୁ ପୁଅ ଅଟକି ରହିଥିଲା। ଏହାକୁ ସହିପାରିଲେନି ମା’। ସ୍କୁଟି ନେଇ ବାହାରି ପଡ଼ିଲେ ପୁଅକୁ ଉଦ୍ଧାର ପାଇଁ। ଏପରିକି ସ୍କୁଟି ଚଲାଇ ସେ ଦୀର୍ଘ ୧୪୦୦ କିମି ଦୂରରେ ଥିବା ପୁଅ ନିକଟକୁ ପହଞ୍ଚିଗଲେ। ଅବିଶ୍ଵାସ … Read More

ମହାପ୍ରଭୁଙ୍କ କୃପାରୁ ଟଳିଯିବ ବିପଦ: ଗଜପତି ମହାରାଜା

ପୁରୀ (ଓଟି): ମହାମରୀ କରୋନା ସ୍ଥିତି ରାଜ୍ୟ ପାଇଁ ଚିନ୍ତା ବଢ଼ାଇଛି। ସ୍ଥିତିକୁ ଦେଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାରଙ୍କ ୨୧ଦିନିଆ ଲକ୍‌ଡାଉନ୍‌ ଆସନ୍ତା ୧୪ରେ ଶେଷ ହେବାକୁ ଥିବାବେଳେ ରାଜ୍ୟ ସରକାର … Read More

ବ୍ରହ୍ମପୁରରେ ହେବ କୋଭିଡ୍-୧୯ ଟେଷ୍ଟିଂ

ଭୁବନେଶ୍ଵର,ବ୍ରହ୍ମପୁ(ଓଟି): ରାଜ୍ୟ ସରକାରଙ୍କୁ ଆଉଏକ ମେଡିକାଲ୍‌ କଲେଜରେ କୋଭିଡ୍‌-୧୯ ତଥା କରୋନା ପରୀକ୍ଷା ପାଇଁ ଅନୁମତି ମିଳିଛି। ବ୍ରହ୍ମପୁର ବଡ଼ ମେଡିକାଲ ତଥା ଏମ୍‌କେସିଜି ମେଡିକାଲ୍‌ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ କରୋନା ପରୀକ୍ଷା ପାଇଁ -ଆଇସିଏମ୍‌ଆର୍‌-ଦିଲ୍ଲୀ ପକ୍ଷରୁ ଅନୁମତି ମିଳିଛି। ଫଳରେ … Read More

#କରୋନା ମୁକାବିଲା: ସମସ୍ତ ପୁଞ୍ଜି ଦାନକଲେ ଅବସରପ୍ରାପ୍ତ ସେନା ଅଧିକାରୀ

ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭୂତାଣୁ ସହ ଲଢ଼ିବା ପାଇଁ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଆଗଭର ହେଉଛନ୍ତି। ଏପରିକି କେହି କେହି ନିଜର ସମସ୍ତ ସଞ୍ଚିତ ଅର୍ଥକୁ ଦାନ କରିଦେଉଛନ୍ତି ଖୋଲା ହୃଦୟରେ। ସେଭଳି ଜଣେ ମହାନ ହୃଦୟ ହେଉଛନ୍ତି … Read More

ସୋନିଆଙ୍କ ପରାମର୍ଶ ଆର୍ଥିକ ସେନ୍ସର : ଆଇଏନଏସ

ନୂଆଦିଲ୍ଲୀ: ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ଚିଠିରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଅନେକ ପରାମର୍ଶ ଦେଇଛନ୍ତି, ଯେଉଁଥିରେ ଦୁଇ ବର୍ଷ ପାଇଁ ମିଡିଆ ବିଜ୍ଞାପନ- ଟେଲିଭିଜନ, ପ୍ରିଣ୍ଟ ଏବଂ ଅନଲାଇନ୍ ଉପରେ ସରକାରଙ୍କୁ ସମ୍ପୂର୍ଣ୍ଣ ନିଷେଧାଦେଶ ଦିଆଯାଇଛି … Read More

କୋଭିଡ଼-୧୯ ଲଢ଼େଇରେ ଆରଏସଏସର ଭୂମିକା

ଭୁବନେଶ୍ୱର, (ଓଟି) : କେବଳ ମୋଦୀ ସରକାର କୋଭିଡ଼-୧୯ ସହ ଏକା ଲଢ଼ିପାରିବେ ନାହିଁ । ଏଥିରେ ଆରଏସଏସ ପରି ପଦାତିକ ସୈନିକ ଦରକାର । ଆରଏସଏସ ଏହାର କାର୍ଯ୍ୟକର୍ତ୍ତାମାନଙ୍କୁ ରିଲିଫ କ୍ୟାମ୍ପ ଆୟୋଜନ କରିବାରେ ତାଲିମ ଦେଉନାହିଁ । ତଥାପି … Read More

ଆଇସିଏମ୍ଆର ପ୍ଲାଜ୍‌ମା ଥେରାପିର କ୍ଲିନିକାଲ୍ ପରୀକ୍ଷାକୁ ଅନୁମତି

ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କୋଭିଡ଼ -୧୯ ବିରୋଧରେ ସମ୍ଭାବ୍ୟ ଚିକିତ୍ସା ପାଇଁ ପ୍ଲାଜ୍‌ମା ଥେରାପିର କ୍ଲିନିକାଲ ପରୀକ୍ଷାକୁ ଅନୁମୋଦନ କରିଛି । ଏହି ଥେରାପିରେ, କରୋନା ଭାଇରସରୁ ଉଦ୍ଧାର ହୋଇଥିବା ଏବଂ ଜୀବାଣୁ ଭୋଗୁଥିବା ଲୋକଙ୍କଠାରେ … Read More

#ରାମାୟଣ: ଆଉନାହାନ୍ତି ‘ବାଳୀ-ସୁଗ୍ରୀବ’ ଅଭିନେତା

ମୁମ୍ବାଇ(ଓଟି): ଆଉନାହାନ୍ତି ‘ରାମାୟଣ’ର ବାଳୀ-ସୁଗ୍ରୀବ ଅଭିନେତା। ନିଜର ବଳିଷ୍ଠ ଅଭିନୟ ମାଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତିଥିବା ଅଭିନେତା ଶ୍ୟାମ ସୁନ୍ଦରଙ୍କର ପରଲୋକ ହୋଇଯାଇଛି। ସେ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଦୀର୍ଘବର୍ଷ ପରେ #ଲକ୍‌ଡାଉନ୍‌ ପାଇଁ … Read More