ନବୀନଙ୍କ ଯାଦୁକରୀ ବାଡ଼ି ଉପରୁ ବିଜେଡିର ତୁଟୁଛି ଭରସା! ଭାବମୂର୍ତ୍ତିଠୁ ଭାବାବେଗ ଭାରୀ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ବିଗତ କିଛିବର୍ଷ ହେଲା ରାଜ୍ୟରେ ପ୍ରସଙ୍ଗ ଯେତିକି ନିର୍ବାଚନ ପାଇଁ ଗୁରୁତ୍ୱ ନେଇ ନାହିଁ, ତା’ଠୁ ଅଧିକ ଗୁରୁତ୍ୱ ବହନ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତିଛବି ବା ଭାବମୂର୍ତ୍ତି। ତାଙ୍କରି ନାଁ ହିଁ ପ୍ରାର୍ଥୀଙ୍କ ପାଇଁ … Read More

ବାଲିଯାତ୍ରା ଭଳି ଓଡ଼ିଶାର ଆଉ ୫ ବଡ଼ ମେଳା, ଯେଉଁସବୁ ପାଇଁ ଲୋକଙ୍କ ଭିଡ଼ ଜମେ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଲିଛି ବାଲିଯାତ୍ରା । ଆମର ଗୌରବମୟ ନୌବାଣିଜ୍ୟ ଐତିହ୍ୟକୁ ମନେ ପକାଇବା ଲାଗି ଏହା ଏକ ସୁେଯୋଗ ଭାବେ ଆମ ପଢ଼ି ତଥା ଆମ ପର ପିଢ଼ି ଆଗର ଠିଆ ହୋଇଛି । … Read More

ରୁଦ୍ର, ଶତରୂପା, ସୁପ୍ରିୟା, ପ୍ରତିଭା, ଏଲିସାଙ୍କୁ ଲାଡ୍‌ଲି ମିଡିଆ ସମ୍ମାନ

ଭୁବନେଶ୍ବର, ( ଓଡ଼ିଶାଟାଇମ): ସାମାଜିକ ଲିଙ୍ଗଗତ ସମାନତା କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟ କରୁଥିବା  ସ୍ତମ୍ଭକାର ରୁଦ୍ର ପ୍ରସନ୍ନ ରଥଙ୍କ ସମେତ  ରାଜ୍ୟର 4 ଜଣ ସାମ୍ବାଦିକ ଓ ସ୍ତମ୍ଭକାରଙ୍କୁ  ୨୦୨୧ ବର୍ଷ ପାଇଁ ଲାଡଲୀ ମିଡିଆ ସମ୍ମାନ ମିଳିଛି। … Read More

ଧାମନଗର ଉପନିର୍ବାଚନ: ରବିବାର ଫଳ ହେଲେ ଛାତିଏ ଛନକା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‍): ନିର୍ବାଚନ ସରିଛି ହେଲେ ଛନକା ଯାଇନି । ଖୋଦ୍‍ ବିଜେଡିର ଗଡ଼ପତି ତଥା ଅନୁଶୀଳନକାରୀମାନେ ଏବେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ସେମାନଙ୍କ ମନରେ ଆଶଙ୍କା ଯେ, ରବିବାର ଫଳାଫଳ ପାର୍ଟିକୁ ନିରାଶ କରିପାରେ! କାରଣ ବୁଥ ଫେରନ୍ତା … Read More

କାମ କରୁନି ଏଏସଆଇ: ଶ୍ରୀମନ୍ଦିର ଜଗମୋହନରୁ ପୁଣି  ଖସିଲା ପଥର, ରାଜ୍ୟ ସରକାର ବି ନିଦରେ

ଭୁବନେଶ୍ଵର, (ଓଡିଶା ଟାଇମ): ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରୁ ପୁଣିଥରେ ପଥର ଖସିଛି। ପୂର୍ବଭଳି ଏହା କୌଣସି ପଥରର ଆବରଣ ନୁହେଁ, ବରଂ 12ଶ ଶତାବ୍ଦୀର ଏକ କାରୁକାର୍ଯ୍ଯସମ୍ପନ୍ନ ସମ୍ପନ୍ନ ପଥର ଖଣ୍ଡ। ଏହା ଜଗମୋହନର ଉପରଭାଗ ଚାଳିରୁ ଖସିଛି, ଯାହାର ଲମ୍ବ … Read More

ରିଲାଏନ୍ସ ଫାଉଣ୍ଡସନ ପରାମର୍ଶରେ ବରଗଡ଼ର ଚାଷୀ ନରୋତ୍ତମଙ୍କୁ ସଫଳତା

ବରଗଡ (ରିଲାଏନ୍ସ ଫାଉଣ୍ଡସନ): ବରଗଡ଼ ଜିଲ୍ଲା ଷୋହେଲା ବ୍ଲକର ପନିମୋର ଗାଁର ଜଣେ ସଫଳ ଯୁବ ଚାଷୀ ହେଉଛନ୍ତି ନରୋତ୍ତମ ନାଗ। ତାଙ୍କୁ ବୟସ ମାତ୍ର ୨୮। ହେଲେ ନିଜ ଉଦ୍ୟମ ଓ ରିଲାଏନ୍ସ ଫାଉଣ୍ଡେସନର କୃଷି ପରାମର୍ଶ ଦ୍ଵାରା ସେ … Read More

ଧାନ ଫସଲରେ କେମିତି କରିବେ ସାର ପରିଚାଳନା

ଅନୁଗୋଳ (ଓଟି): ବଦଳୁଥିବା ପରିବେଶରେ ବୈଜ୍ଞାନିକ ପ୍ରଣାଳୀକୁ ଆଧାର କରି ଧାନ ଫଳସଲରେ କେମିତି ସାର ପରିଚାଳନା କରିବେ ସେ ନେଇ ଏକ ତାଲିମ ଶିବିର ଅନୁଗୋଳ ଜିଲ୍ଲା ଛେଣ୍ଡିପଦାଠାରେ ଆୟୋଜିତ ହୋଇଛି। ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଏହି ଶିବିର ବାଲିପଟା … Read More

ସୁନୀଲ ବଂଶଲ ଓଡ଼ିଶା ବିଜେପିର ନୂଆ ପ୍ରଭାରୀ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଉତ୍ତରପ୍ରଦେଶର ବିଜେପି ସଂଗଠନ ମହାମନ୍ତ୍ରୀ ସୁନୀଲ ବଂଶଲଙ୍କ ରାଷ୍ଟ୍ରୀୟ ମହାମନ୍ତ୍ରୀ ନିଯୁକ୍ତ କରାଯିବା ସହ ଓଡ଼ିଶା ଦାୟିତ୍ୱ ପ୍ରଦାନ କରାଯାଇଛି।  ଖାଲି ସେତିକି ନୁହେଁ, ସେ ପଶ୍ଚିମବଙ୍ଗ ଏବଂ ତେଲଙ୍ଗାନା ଭଳି ରାଜ୍ୟର ସାଂଗଠନିକ ପ୍ରଭାରୀ ହେବା … Read More

ନିତି ଆୟୋଗ ବୈଠକ: ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା, ‘ଆୟୋଗ ହୁଅନ୍ତୁ ଓମ୍ବୁଡ୍ସମ୍ୟାନ’

ଭୁବନେଶ୍ୱର, (ଓଡ଼ିଶା ଟାଇମ୍): ନିତି ଆୟୋଗଙ୍କ ସପ୍ତମ ଗଭର୍ଣ୍ଣିଂ କାଉନ୍ସିଲ ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍ ମହାମାରୀର ସଫଳ ପରିଚାଳନା, କମନ୍ୱେଲଥ ଗେମ୍ସରେ ଖେଳାଳିଙ୍କ ସଫଳତା, ମୁଖ୍ୟମନ୍ତ୍ରୀ ଥିବା ସମୟରେ ଐତିହ୍ୟ ସୁରକ୍ଷା ଲାଗି … Read More