ଭୟଙ୍କର ଦୁର୍ଘଟଣା, ସ୍କର୍ପିଓକୁ ଧକ୍କା ଦେଲା କଣ୍ଟେନର, ୮ ମୃତ

ଆଗ୍ରା, (ଓଡିଶା ଟାଇମ୍) :ଆଗ୍ରା -କାନପୁର ରାସ୍ତାରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନ୍ୟ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତ ଗୋଟିଏ ପରିବାରର … Read More

ଆଜି ମହା ଶିବରାତ୍ରୀ : ଚଳଚଞ୍ଚଳ ଶୈବପୀଠ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ମହା ଶିବରାତ୍ରୀ। ଚଳଚଞ୍ଚଳ ଶୈବପୀଠ । ତେବେ କୋଭିଡ କଟକଣା ଭିତରେ ରାଜ୍ୟରେ ଶିବ ମନ୍ଦିରରେ ଜାଗର ପାଳନ ପାଇଁ ରାଜ୍ୟ ସରକାର ଏସ.ଓ.ପି ଜାରି କରିଛନ୍ତି। ଚଳିତବର୍ଷ ଶ୍ରୀଲିଙ୍ଗରାଜ ମନ୍ଦିରରେ ସୁରୁଖୁରୁରେ ଜାଗର ଯାତ୍ରା … Read More

ଶିମିଳିପାଳ ଅଭୟାରଣ୍ୟରେ ନିଆଁକୁ ନେଇ ଚିନ୍ତା, ଆଜି ଆସିବ କେନ୍ଦ୍ରୀୟ ଟିମ୍

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ଶିମିଳିପାଳ ଆସିବ କେନ୍ଦ୍ରୀୟ ଟିମ୍ । ଶିମିଳିପାଳ ବନାଞ୍ଚଳର ବିଭିନ୍ନ ସ୍ଥାନ ଜଳୁଥିବା ବେଳେ ଅନୁଧ୍ୟାନ ଲାଗି ଆଜି ପହଞ୍ଚିବ କେନ୍ଦ୍ରୀୟ ଟିମ୍ । ଓଡ଼ିଶାର ବିଜେପି ସାଂସଦଙ୍କୁ ଏହି ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ଜଙ୍ଗଲ … Read More

ଆଜି ମାର୍ଚ୍ଚ ୧୧ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛ

ମେଷ ରାହୁ ମଙ୍ଗଳ ଯୋଗରୁ ପ୍ରତ୍ୟେକ ପ୍ରକାର ପରିସ୍ଥିତିକୁ ସାମ୍‌ନା କରି ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବେ । ନୂତନ ଗୃହୋପକରଣ କ୍ରୟ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ । ବ୍ୟବସାୟୀ- ସ୍ୱାଭିମାନୀ … Read More

ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ Y ପ୍ଲସ୍‌ ସୁରକ୍ଷା

କୋଲକାତା, (ଓଡିଶା ଟାଇମ୍) :ବିଧାନସଭା ନିର୍ବାଚନ ପୂର୍ବରୁ ନିକଟରେ ବିଜେପିରେ ସାମିଲ ହୋଇଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା Y+  ସୁରକ୍ଷା। ଓ୍ବାଇ ପ୍ଲସ୍‌ ସୁରକ୍ଷା ଯୋଗାଇ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ। ମିଥୁନଙ୍କୁ ଓ୍ବାଇ ପ୍ଲସ୍‌ କ୍ୟାଟେଗୋରି ସୁରକ୍ଷା ସିଆଇଏସ୍‌ଏଫ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୯ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୬୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୭୯୨୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ଟ୍ରାକ୍ଟର ଓଲଟି ବନ କର୍ମଚାରୀଙ୍କ ମୃତ୍ୟୁ

ଯାଜପୁର, (ଓଡିଶା ଟାଇମ) : ସୁକିନ୍ଦା ବନ ବିଭାଗ ଅଧିନସ୍ଥ ଲେମ୍ବୋ ପଞ୍ଚାୟତର ପାଟପୁର ଗ୍ରାମରେ କାଠ ବୋଝେଇ ଟ୍ରାକ୍ଟର ଓଲଟି ବନବିଭାଗ କର୍ମଚାରୀଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ଆଜି ସକାଳ ୧୦ ଟା ସମୟ ରେ ସୁକିନ୍ଦା ବନବିଭାଗର … Read More

ଓଡ଼ିଶାର ୩୪୦ ଜଣଙ୍କୁ ମିଳିବ କଳାକାର ପେନସନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ୨୦୨୦-୨୧ ବର୍ଷରେ ଓଡ଼ିଶାର ୩୪୦ ଜଣ କଳାକାରଙ୍କୁ ପେନସନ ଓ ମେଡିକାଲ ସହାୟତା ଦେବା ଲାଗି ଏକ୍ସପର୍ଟ କମିଟି ସୁପାରିସ କରିଛି ବୋଲି ରାଜ୍ୟସଭାରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ … Read More

ଜଳେଶ୍ବରରୁ ଦେଢ କିଲୋରୁ ଅଧିକ ବ୍ରାଉନସୁଗାର ଜବତ

ଜଳେଶ୍ଵର, (ଓଡିଶା ଟାଇମ୍) :ବ୍ରାଉନ ସୁଗାର କାରବାରର ହବ୍ ପାଲଟିଛି ଜଳେଶ୍ବର ! ଜଳେଶ୍ବର ଥାନା ଅଞ୍ଚଳରୁ ଦେଢ କିଲୋରୁ ଅଧିକ ବ୍ରାଉନସୁଗାର ଜବତ ହୋଇଛି । ଭୁବନେଶ୍ବର STFର ୪ ଜଣିଆ ଟିମ୍ ଚଢାଉ କରି ଏହି ବ୍ରାଉନସୁଗାର ଜବତ … Read More

ପଶ୍ଚିମବଙ୍ଗ ନିର୍ବାଚନ, ଆଜି ନାମାଙ୍କନ ଭରିବେ ମମତା ବାନାର୍ଜୀ

କୋଲକାତା, (ଓଡିଶା ଟାଇମ୍) :ଆଜି ମମତାଙ୍କ ପ୍ରାର୍ଥିପତ୍ର ଦାଖଲ, ୧୧ରେ ଦଳୀୟ ଇସ୍ତାହାର । ଆଜି ନନ୍ଦିଗ୍ରାମରେ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମହାଶିବରାତ୍ରି ଅବସରରେ ସେ ଦଳର ନିର୍ବାଚନ ଇସ୍ତାହାର ଘୋଷଣା କରିବେ ବୋଲି କହିଛନ୍ତି। ମମତା … Read More