ମୁଖ୍ୟମନ୍ତ୍ରୀଙ୍କ କରୋନା ବାର୍ତ୍ତା : ’ବିପଦ ଟଳିନି, ଶୂନ୍ୟ ସଂକ୍ରମଣ ଆମର ଲକ୍ଷ୍ୟ’
ଭୁବନେଶ୍ବର, (ଓଡିଶା ଟାଇମ୍) :କେତେକ ରାଜ୍ୟରେ କରେନା ସ୍ଥିତି ଏବେ ବିଗିଡବାରେ ଲାଗିଛି । ମହାରାଷ୍ଟ୍ରର କିଛି ଅଞ୍ଚଳରେ ଲକଡାଉନ୍ ପୁଣି ଫେରିଛି । ଲକଡାଉନ୍ ସମୟରେ କଷ୍ଟ ଏବେବି ତାଜା ଅଛି । ରାଜ୍ୟର ଅର୍ଥନୀତି, ବ୍ୟବସାୟ, ପିଲାଙ୍କ ପାଠପଡା … Read More











