ସଚିନ ତେନ୍ଦୁଲକର କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ମହାନ୍‌ କ୍ରିକେଟର ସଚିନ ତେନ୍ଦୁଲକର କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଶନିବାର ସେ ନିଜେ ଟ୍ବିଟ୍‌ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ସେ ନିଜକୁ ଆଇସୋଲେଟ୍‌ କରିଥିବା … Read More

ଜଳୁଛି ତେଲକୋଇ ବନାଞ୍ଚଳ ସମାକୋଇ-କଳାପାଟ ସଂରକ୍ଷିତ ଜଙ୍ଗଲ

ତେଲକୋଇ, (ଓଡିଶା ଟାଇମ୍) :ଜଳୁଛି ଜଙ୍ଗଲ । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ସମାକୋଇ ଓ କଳାପାଟ ସଂରକ୍ଷିତ ଜଙ୍ଗଲରେ ନିଆଁ ଲାଗିଛି । ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଖବର ଅନୁଯାୟୀ, ତେଲକୋଇ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୧୦ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍) :ଗତ ୨୪ ଘଣ୍ଟା ମଧ୍ୟରେ ୨୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୯୦୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ … Read More

ଆଜି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ, ପଶ୍ଚିମବଙ୍ଗରେ ୩୦ ଓ ଆସାମରେ ୪୭ଟି ଆସନରେ ମତଦାନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଜି ପଶ୍ଚିମବଂଗ ଓ ଆସାମରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ। ବେଂଗଲର ୩୦ଟି ଆସନ ଓ ଆସାମର ୪୭ଟି ଆସନରେ ହେବ ଭୋଟ ଗ୍ରହଣ। ନିର୍ବାଚନ କମିଶନଙ୍କ ପକ୍ଷରୁ ସବୁ ପିଲିଂ ଷ୍ଟେସନରେ ଇଭିଏମ୍ ସହ ଭିଭିପ୍ୟାଟ … Read More

ଆଜି ମାର୍ଚ୍ଚ ୨୭ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କୀୟ ବାଦାନୁବାଦ ହେତୁ ମନ ବିଷାକ୍ତ ରହିବ । କର୍ମକ୍ଷେତ୍ରରେ ବହୁତ ଦିନରୁ ଅଟକି ରହିଯ୍ଧବଥିବା ସବୁ କାମ ସୁବିଧାରେ ହୋଇଯିବ । ପରିବହନରେ ଶିଥିଳତା ଦେଖା ଦେବ । ଶୁଭ ରଙ୍ଗ ଲାଲ୍ । … Read More

ପିପିଲି ଉପ ନିର୍ବାଚନ: ରୁଦ୍ର ମହାରଥୀ ହେଲେ ବିଜେଡି ପ୍ରାର୍ଥୀ

ପିପିଲି, (ଓଡିଶା ଟାଇମ୍) : ବହୁ ଚର୍ଚ୍ଚିତ ପିପିଲି ବିଧାନସଭାର ଉପ ନିର୍ବାଚନ ପାଇଁ ବିଜୁ ଜନତା ଦଳ ତାର ପ୍ରାର୍ଥୀ ଘୋଷଣା କରିଛି। ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶାସକ ବିଜେଡି ଏହି ଚର୍ଚ୍ଚିତ ଆସନରୁ ସ୍ଵର୍ଗତ ପ୍ରଦୀପ … Read More

ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ଅଞ୍ଜନାଙ୍କ ଘରେ ସିବିଆଇ ଟିମ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ ଘରେ ପହଞ୍ଚିଲା ସିବିଆଇ ଟିମ। ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା ଓ ବିବନ ବିଶ୍ୱାଳ ଗିରଫ ପ୍ରସଙ୍ଗରେ ଅଞ୍ଜନାଙ୍କ ଘରେ ୨ ଜଣିଆ ସିବିଆଇ ଟିମ ପଚରାଉଚରା କରୁଥିବା ନେଇ … Read More

ଭାରତରେ ଦିଆଗଲାଣି ୫.୫ କୋଟି କରୋନା ଡୋଜ୍‌, ୨୪ ଘଣ୍ଟାରେ ୨୩ ଲକ୍ଷ ଟିକାକରଣ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦେଶରେ ଦ୍ରୁତ ଗତିରେ ଜାରି ରହିଛି କରୋନା ଟିକାକରଣ ପ୍ରକ୍ରିୟା । ରାଷ୍ଟ୍ରୀୟ ଟିକାକରଣ ଅଭିଯାନର ୬୯ତମ ଦିନ ଅର୍ଥାତ ମାର୍ଚ୍ଚ ୨୫ ତାରିଖରେ ଦେଶରେ ୨୩ ଲକ୍ଷ ୫୮ ହଜାର ୭୩୧ କରୋନା ଟିକା ଦିଆଯାଇଛି … Read More

ପର୍ବପର୍ବାଣି ପାଇଁ SRCଙ୍କ ନିର୍ଦ୍ଦେଶାନାମା , ୬ଟି ପର୍ବ ଉପରେ ଲାଗିଲା କଟକଣା

ଭୁବନେଶ୍ବର, (ଓଡିଶା ଟାଇମ୍) :କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଜାରି କଲେ ଏସ୍‌ଆର୍‌ସି । ଆଗକୁ ହେବାକୁ ଥିବା ପର୍ବପର୍ବାଣୀକୁ ନଜରରେ ରଖି କଡ଼ା ନିୟମ ଜାରି କରିଛନ୍ତି ଏସଆର୍‌ସି । ଖାସକରି ଗୁଡ଼୍‌ ଫ୍ରାଇଡେ, ଇଷ୍ଟର, ପଣା ସଂକ୍ରାନ୍ତି, … Read More

ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨୩୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୯୬୯୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More