ଓଡ଼ିଶା ପୁନର୍ଗଠନର ମହାନାୟକ: ହରେକୃଷ୍ଣ ମହତାବ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):   ସେତେବେଳର ପ୍ରମିୟର ଅର୍ଥାତ୍‌  ସମ୍ବିଧାନ ପ୍ରଣୟନ ହେବା ପୂର୍ବରୁ ଓଡ଼ିଶାର ପ୍ରଧାନମନ୍ତ୍ରୀ ଥିବା ହରେକୃଷ୍ଣ ମହତାବଙ୍କ ଆଗରେ ଯେଉଁସବୁ ପ୍ରମୁଖ ଚ୍ୟାଲେଞ୍ଜ ରହିଥିଲା ସେଥିରେ ପ୍ଲାରମୁଖ ଥିଲା ଗଡ଼ଜାତ ମିଶ୍ରଣ। ପୁଣି ଶ୍ରୀ ମହତାବ ସେତେବେଳେ ଓଡ଼ିଶାର … Read More

କଳ୍ପନା ଦାଶଙ୍କ ନାମରେ ରାସ୍ତା ନାମକରଣ କାହିଁକି ଆବଶ୍ୟକ?

ଭୁବନେଶ୍ୱର, (ରୁଦ୍ର ପ୍ରସନ୍ନ ରଥ):  ଗତ ନଭେମ୍ବର ମାସ ୨୦ ତାରିଖରେ ଜଣେ ସଫ୍ଟୱେର ଇଂଜିନିୟର ଦିପ୍ତୀ ଦାସ ଢେଙ୍କାନାଳରୁ ଭୁବନେଶ୍ୱରଯାଏ ଅଲ୍ଟ୍ରା ମାରାଥନ ଦୌଡିବାର ଖବର ଗଣମାଧ୍ୟମରେ ପହଁଚିଲା ।ତାଙ୍କ ସହିତ ଥିଲେ ରନର ସିଦ୍ଧାର୍ଥ ଦାଶ । ୬୬ … Read More

ପ୍ଲାଟ୍‌ଫର୍ମକୁ  ଚଢ଼ିଗଲା ମାଲଗାଡ଼ି, ୩ ମୃତ ୨ ଗୁରୁତର

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଡୋଙ୍ଗୋଆପୋଷୀରୁ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ ସୋମବାର ସକାଳେ କୋରେଇଠାରେ ଲାଇନ୍‌ଚ୍ୟୁତ ହୋଇଛି। ଲାଇନ୍‌ଚ୍ୟୁତ ହୋଇଥିବା ୮ ୱାଗନ୍‌ ପ୍ଲାଟ୍‌ଫର୍ମ ଉପରେ ଥିବା ଟିକେଟ୍‌ କାଉଣ୍ଟର ଉପରକୁ ମାଡ଼ିଯିବା ହେତୁ ୩ଜଣଙ୍କ ମୃତ୍ୟୁ ଘଟିଛି। ଆଉ ଦୁଇଜଣ … Read More

ରାଜ୍ୟରୁ ଉଠିଲା କୋଭିଡ୍‌ କଟକଣା, ଆଉ ଲାଗିବନି ଜରିମାନା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଲାଗି ରାଜ୍ୟରେ ଲଗାଯାଇଥିବା ସମସ୍ତ କଟକଣାକୁ ରାଜ୍ୟସରକାର ଉଠାଇ ନେଇଛନ୍ତି। ଏସମ୍ପର୍କରେ ବଳବତ୍ତର ଥିବା ଓଡ଼ିଶା କୋଭିଡ୍‌-୧୯ ନିୟନ୍ତ୍ରଣ ନିୟମାବଳୀ- ୨୦୨୦ କୁ ପ୍ରତ୍ୟାହାର କରାଯାଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ … Read More

ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ବୈଜୟନ୍ତ, ଅପରାଜିତା

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌):  ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ତାଲିକାରେ ବିଜେପିର କିଛି ବରିଷ୍ଠ ନେତାଙ୍କ ନାଁ ଭିତରକୁ ଫେରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ  ସାଂସଦ ଅପରାଜିତା ଷଡ଼ଙ୍ଗୀ। … Read More

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ, ଜଣଙ୍କ ମୁଣ୍ଡରେ ୬ ହଜାର ଭୋଟର

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ପଦ୍ମପୁର ଉପନିର୍ବାଚନ ପାଇଁ ଜଣେ ବିଜେଡି ପ୍ରଚାରକଙ୍କ ମୁଣ୍ଡରେ ରହିଛି ୬ ହଜାର୨୧୯ଜଣ ଭୋଟରଙ୍କୁ ପ୍ରଭାବିତ କରିବା ଦାୟିତ୍ୱ। ଆଜି ଦଳ ପକ୍ଷରୁ ପ୍ରକାଶିତ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରୁ ଏହାସ୍ପଷ୍ଟ ହୋଇଛି। ଏହି ତାଲିକାରେ … Read More

 ସହରାଞ୍ଚଳର 5 ବିକାଶୋନ୍ମୁଖୀ ନିୟମ, ହେଲେ ଆପଣଙ୍କୁ ସବୁବେଳେ ଡରାଏ, ଧମକାଏ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଏବେ ଭୁବନେଶ୍ଵର ମ୍ୟୁନିସିପାଲ୍‌ ନିଗମ ଏକ ନୂଆ ନିୟମ ଆଣିବାକୁ ଯାଉଛି। ଯାହାଦ୍ୱାରା ଘରେ କେଉଁ କୁକୁର ଆପଣ ପାଳିବେ ତାହା ନିର୍ଦ୍ଧାରଣ ଓ ପଞ୍ଜିକରଣ ହେବ। ଅନେକ ଲୋକ ଏହାକୁ ନେଇ ଭୟ ଓ ସନ୍ଦେହରେ। … Read More

ଜେଏମ୍‌ଏମ୍‌ରୁ କୋଣଠେସା ପରେ ରାମଚନ୍ଦ୍ର ହାଁସଦା ଏବଂ ପ୍ରହ୍ଲାଦ ପୂର୍ତ୍ତିଙ୍କ ଗତି କୁଆଡ଼େ

ରାଇରଙ୍ଗପୁର, (ମନୋରଞ୍ଜନ ତିରିଆ): ମୟୁରଭଞ୍ଜ ରାଜନୀତିରେ  ଏକଦା ନିଜ ନିୟନ୍ତ୍ରଣରେ ରଖି ଜନ ପ୍ରତିନିଧି ପାଲଟିଥିବା  ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ଏବଂ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଏବେ ନିଜ ନିଜ ଦଳରେ କୋଣଠେସା ପ୍ରାୟ।  ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ … Read More

ମେକ୍‌ ଇନ୍‌ ଓଡ଼ିଶା: ନିଯୁକ୍ତି ଓ ନିବେଶ ସୃଷ୍ଟିରେ ୯୯ % ଫେଲ୍

ଭୁବନେଶ୍ୱର, (ହରିହର ପଣ୍ଡା): ରାଜ୍ୟରେ ନିଯୁକ୍ତିଭିତ୍ତିକ ଶିଳ୍ପ ସଂଖ୍ୟା ବୃଦ୍ଧି ତଥା ନିବେଶକଙ୍କ ପାଇଁ ଏକ ସୁସ୍ଥ ଶିଳ୍ପ ବାତାବରଣ ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାର ୨୦୧୬ ମସିହାରୁ ଆରମ୍ଭ କରିଛନ୍ତି ‘ମେକ୍‌ ଇନ୍‌ ଓଡ଼ିଶା’ ସମ୍ମେଳନ। ଭାରତ ସରକାରଙ୍କ ‘ମେକ୍‌ … Read More

ଓଡ଼ିଶା ମିଡିଆରେ ଚଡ଼କ: ସାମ୍ବାଦିକ, ପ୍ରଡ୍ୟୁସର୍‌, ଆଙ୍କରଙ୍କୁ ଚାକିରି ଛାଡ଼ିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ପୁଣି ଓଡ଼ିଆ ମେନ୍‌ଷ୍ଟ୍ରୀମ  ଟିଭି ମିଡିଆ ଉପରେ ପଡ଼ିଛି ଚଡ଼କ। କାରଣ ଖୁବ୍‌ଶୀଘ୍ର ଚାକିରି ହରାଇବାକୁ ଯାଉଛନ୍ତି ଏକ ଜାତୀୟ ଟିଭି ଚ୍ୟାନେଲ୍‌ ଦ୍ୱାରା ପରିଚାଳିତ ଓଡ଼ିଆ ଭାଷା ନ୍ୟୁଜ୍‌ରୁମ୍‌ର ସମସ୍ତ ପ୍ରଡ୍ୟୁସର, ଆଙ୍କର ଓ ରିପୋର୍ଟର।  … Read More