ଆଜି ଏପ୍ରିଲ ୦୧ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛ

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ସ୍ୱାସ୍ଥ୍ୟ, ଜମିଜମା ସମ୍ପର୍କୀୟ ଦୁଶ୍ଚିନ୍ତା ଦୂର ହେବ କିନ୍ତୁ ଯାତ୍ରା, ବିବାଦ ସମସ୍ୟା ବହୁଳ ହୋଇପାରେ । ବରାଦ ମୁତାବକ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ … Read More

ବାରିପଦା ପରେ ଭୁବନେଶ୍ଵର ବିଶ୍ଵର ସବୁଠୁ ଉତ୍ତପ୍ତ ସହର, ୪୦ ଉପରେ ରାଜ୍ୟର ୧୮ଟି ଜିଲ୍ଲା

ଭୁବନେଶ୍ବର, (ଓଡିଶା ଟାଇମ୍) :ମାର୍ଚ୍ଚ ମାସ ସରିନଥିବା ବେଳେ ତତଲା କଡେଇରେ ପରିଣତ ହୋଇସାରିଲାଣି ସାରା ରାଜ୍ୟ । ଗତକାଲି ବାରିପଦା ବିଶ୍ଵର ସର୍ବାଧିକ ତାପମାତ୍ରା ସହ ହଟ୍ ଜୋନ୍‌ରେ ପରିଣତ ହୋଇଥିବା ବେଳେ ଆଜି ତାତିରେ ରେକର୍ଡ ଭାଙ୍ଗିଲା ଭୁବନେଶ୍ଵର। … Read More

ପିପିଲି ଉପନିର୍ବାଚନ, ୪ ବରିଷ୍ଠ ନେତାଙ୍କୁ ନିର୍ବାଚନ ଦାୟିତ୍ୱ ଦେଲା ବିଜେଡି

ପିପିଲି, (ଓଡିଶା ଟାଇମ୍) : ପିପିଲିରେ ତିନି ପ୍ରମୁଖ୍ୟ ଦଳର ଆଶାୟୀ ପ୍ରାର୍ଥୀ ନିଜ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିସାରିଛନ୍ତି । ଆଜି ଠାରୁ କ୍ୟାମ୍ପେନ ମଧ୍ୟ ଆରମ୍ଭ ହୋଇଛି । ତେବେ ଏସବୁ ଭିତରେ ବିଜେଡ଼ି ନିଜ ପିପିଲି … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୯୭ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୨୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୦୯୧୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

“ମୋ ବସ୍” କର୍ମଚାରୀଙ୍କ ଦାଦାଗିରି ! ଚଳନ୍ତା ବସରୁ ଯାତ୍ରୀଙ୍କୁ ଠେଲିଦେଲେ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନାରୀରେ “ମୋ ବସ” ନା ରେ ସାଙ୍ଘାତିକ ଅଭିଯୋଗ । ଚଳନ୍ତା ବସରୁ ଜଣେ ଯାତ୍ରୀଙ୍କୁ ବସ୍ କର୍ମଚାରୀ ତଳକୁ ଠେଲି ଦେଇଥିବା ଅଭିଯୋଗ ଆସିଛି । ଫଳରେ ଯାତ୍ରୀଙ୍କ ଡାହାଣ ଗୋଡ ଉପରେ ଚଢ଼ିଯାଇଥିଲା ବସ୍ … Read More

ଆଜି ଫ୍ରାନ୍ସରୁ ଆସୁଛି ୩ ରାଫେଲ, ସନ୍ଧ୍ୟାରେ ପହଞ୍ଚିବ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପାକିସ୍ତାନ ଏବଂ ଚୀନ ସହିତ ଭାରତର ସୀମା ବିବାଦ ଜାରି ରହିଥିବାବେଳେ କେନ୍ଦ୍ର ସରକାର ସେନାକୁ ଅଧିକ ଶକ୍ତିଶାଳୀ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରାନ୍ସରୁ ୩ଟି ରାଫେଲ ଯୁଦ୍ଧ ବିମାନ ଆଜି ଭାରତ … Read More

ପିପିଲି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଆଜିଠୁ ଜମିବ ନିର୍ବାଚନୀ ପ୍ରଚାର

ପିପିଲି, (ଓଡିଶା ଟାଇମ୍) :ପ୍ରାର୍ଥୀପତ୍ର ଦାଖଲ ସରିଲା । ଏବେ ଜୋରଦାର ହେବ ନିର୍ବାଚନ ପ୍ରଚାର । ନିଜ ନିଜ ଦମ୍‌ ଦେଖାଇବେ ତିନି ପ୍ରମୁଖ ଦଳ । ଆଜିଠୁ ମୈଦାନରେ ହେବ ଅସଲ ଲଢେଇ । ଭୋଟରଙ୍କୁ ନିଜ ଆଡକୁ … Read More

ଆସନ୍ତା ୩ ଦିନ ଯାଏ ତାତିରେ ସିଝିବ ଓଡ଼ିଶା

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ବି ତାତିରେ ସିଝିବ ସାରା ଓଡ଼ିଶା। ଗତକାଲି ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇଥିବା ବେଳେ ଆଜି ମଧ୍ୟ ପ୍ରବଳ ଗ୍ରୀଷ୍ମ ପ୍ରବାହ ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ହିଟ୍‌ୱେଭ୍‌ ଓ୍ୱାର୍ଣ୍ଣିଂ … Read More

ଆଜି ମାର୍ଚ୍ଚ ୩୧ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ଆଜି ଆପଣ ମଧୁର ବାକ୍ୟାଳାପ ଦ୍ୱାରା ଅନ୍ୟକୁ ଆପଣାର କରିବାରେ ସମର୍ଥ ହେବେ । ବନ୍ଧୁଙ୍କ ଆସିବା ବାଟକୁ ଅପେକ୍ଷା କରିବା ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ … Read More

୪୫ବର୍ଷରୁ ଉର୍ଦ୍ଧ୍ବ ବୟସର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀରେ ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସର ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଦିଆଯିବ କୋଭିଡ୍ ଟିକା । ବିଭିନ୍ନ ଶିକ୍ଷାନୁଷ୍ଠାନରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି … Read More