ତାତିରୁ ମିଳିବ ତ୍ରାହି, କିନ୍ତୁ ବଢିବ ଗୁଳୁଗୁଳି : ଏହି ସବୁ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୫ଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ରାଜ୍ୟବାସୀ ଆଉଟୁ ପାଉଟୁ ହେଉଥିବାବେଳେ ଗୁରୁବାର ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ତଥାପି ୧୫ ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ଆସନ୍ତା କାଲିଠାରୁ ତିନିଦିନ … Read More

ମାସକ ପାଇଁ ମୁମ୍ବାଇ-ଅହମଦାବାଦ ତେଜସ୍ ଏକ୍ସପ୍ରେସ୍ ବାତିଲ୍

ମୁମ୍ବାଇ, (ଓଡିଶା ଟାଇମ୍) :ମହାମାରୀକୁ ପାଇଁ ବାତିଲେ ହେଲା ଅହମଦାବାଦ-ମୁମ୍ବାଇ-ଅହମଦାବାଦ ତେଜସ୍ ଏକ୍ସପ୍ରେସ୍ । ଆଜିଠାରୁ ମାସେ ପର୍ଯ୍ୟନ୍ତ ଚଳାଚଳକୁ ବାତିଲ କରିଦିଆଯାଇଛି । ପଶ୍ଚିମ ରେଳପଥର ମୁମ୍ବାଇ ଜୋନ୍ ଡିଭିଜନାଲ ମ୍ୟାନେଜର ଟୁଇଟର ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । … Read More

ଦେଶରେ ୬ କୋଟି ୭୫ ଲକ୍ଷରୁ ଅଧିକ ଲୋକ ନେଲେଣି ଭାକସିନ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଦେଶରେ ଏବେସୁଦ୍ଧା ପ୍ରାୟ ୬.୭୫ କୋଟି ଲୋକଙ୍କୁ ଟିକା ଦିଆଗଲାଣି । ଗୁରୁବାର ରାତି ୮ଟା ସୁଦ୍ଧା ୧୭ ଲକ୍ଷ ୪୭ ହଜାର ୦୯୪ଜଣଙ୍କୁ ଟିକା ପ୍ରଦାନ କରାଯାଇଥିଲା । ଏହାସହ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ … Read More

ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ । ଏଥିପାଇଁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଗୁରୁବାର କାର୍‌କେଡ୍‌ ରିହର୍ସଲ୍‌ କରାଯାଇଥିଲା । ଆଜି ଦିନ ୧୧ଟା ୧୫ରେ … Read More

ଆଜି ଏପ୍ରିଲ ୦୨ ରାଶିଫଳ: ଜାଣନ୍ତୁ ବୃତ୍ତି ଅନୁସାରେ ଆପଣଙ୍କ ରାଶି କ’ଣ କହୁଛି

ମେଷ ଆଜି ରାହୁଙ୍କ ସହ ମଙ୍ଗଳ ଓ ଚନ୍ଦ୍ର ଥିବାରୁ କୌଣସି ସିଦ୍ଧାନ୍ତ ନେବାରେ ଅସ୍ଥିରତା ଅନୁଭବ କରିବେ । ସାମାଜିକ ସ୍ତରରେ ନିଜ ଲୋକମାନେ ମଧ୍ୟ ଅନ୍ୟମାନଙ୍କ ସହ ମିଶି ବିରୁଦ୍ଧାଚରଣ କରିବେ । ଶୁଭ ରଙ୍ଗ ନାରଙ୍ଗୀ । … Read More

ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି ଘଟଣା : ଚିନ୍ତା ପ୍ରକଟ କଲେ ଗଜପତି

ପୁରୀ, (ଓଡିଶା ଟାଇମ୍) :ପୁରୀ ମାଉସୀ ମା’ ମନ୍ଦିରରୁ ଚୋରି ଘଟଣା ଘଟଣାରେ ଚିନ୍ତା ପ୍ରକଟ କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଗଜପତି କହିଛନ୍ତି, ଚୋରି ଘଟଣା ସମ୍ପର୍କରେ ଶୁଣି ମୁଁ ଆଶ୍ଚର୍ଯ୍ୟ । ଅଭିଯୁକ୍ତଙ୍କ ଧରିବାକୁ ପୋଲିସ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୯୪ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୩୯୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୧୩୧୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ … Read More

ପୁଣି କାୟା ବିସ୍ତାର କରୁଛି କରୋନା ; ନୂଆ ପଜିଟିଭ ୭୨,୩୩୦

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା। ଦେଶରେ କରୋନା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବର୍ତ୍ତମାନ ପୁଣି ବୃଦ୍ଧି ପାଉଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୭୨,୩୩୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି … Read More

ଆଜିଠୁ ୩ୟ ପର୍ଯ୍ୟାୟ କରୋନା ଟିକାକରଣ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜିଠୁ ୪୫ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା। ୧୯୭୭ ଜାନୁୟାରୀ ପହିଲା ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଏହି ଟିକା ନେଇପାରିବେ। ସମସ୍ତ ସରକାରୀ ଓ ବେସରକାରୀ କେନ୍ଦ୍ରଗୁଡ଼ିକରୁ ଟିକା ନେଇପାରିବେ। ରାଜ୍ୟରେ … Read More

ଆଜି ୮୬ତମ ଉତ୍କଳ ଦିବସ

ଭୁବନେଶ୍ବର, (ଓଡିଶା ଟାଇମ୍) :ଆଜି ୮୬ତମ ଉତ୍କଳ ଦିବସ ପାଳନ କରୁଛି ଓଡିଶା। ୧୯୩୬ ଅପ୍ରେଲ ୧ରେ ସ୍ବତନ୍ତ୍ର ରାଜ୍ୟ ଭାବେ ଗଠନ ହୋଇଥିଲା ଓଡିଶା । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ … Read More